ସଟଡାଉନ ରେ ରାଜମହଲ ଓଭରବ୍ରିଜ ରୋଡ ଶୂନଶାନ

ଯୋବ୍ରା ଆନିକଟ ଦେଇ ଯାଇଥିବା ପାଇପ ଖୁମ୍ବ ଉପରେ ବସି ମାଛ ଧରୁଥିବା ଯୁବକ

ସାପ୍ତାହିକ ସଟଡାଉନ ହେତୁ ଛତ୍ର ବଜ଼ାର ପରିବା ମାର୍କେଟ ରାସ୍ତା ପାର୍ଶ୍ୱରେ ଅଦା ଗୁଡିକୁ ଶୁଖାଇବା ସହ ପିଆଜ ଗୁଡିକୁ ବାଛୁଥିବା ବ୍ୟବସାୟୀ

କଟକ ରେଳ ଷ୍ଟେସନ ସମ୍ମୁଖ ରେ ଯାତ୍ରୀ ଙ୍କୁ ଅପେକ୍ଷା କରିଥିବା ରିକ୍ସାବାଲା

ସଟଡାଉନ ରେ କଳ୍ପନା ଛକରେ ପୋଲିସର ଲୋକଙ୍କୁ କଡା ଚେକିଙ୍ଗ


