ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମ ପଡିଆ ପ୍ରସ୍ତୁତି କାର୍ଯ୍ୟ ଚାଲିଛି

ବାରବାଟୀ ଷ୍ଟାଡ଼ିୟମ ଦର୍ଶକ ବସିବା ଜାଗାକୁ ନେଟରେ ଆବୃତ୍ତ କରାଯାଉଛି

ସାବିତ୍ରୀ ବ୍ରତ ପାଇଁ ବ୍ରହ୍ମପୁରବିଭିନ୍ନ ମନ୍ଦିରରେ ମହିଳା ଓ  କିନ୍ନର ସାବିତ୍ରୀ ବ୍ରତ ପାଳନ କରୁଛନ୍ତି।

ବୁଧେଶ୍ୱରୀ ମନ୍ଦିରରେ ମହିଳାମାନେ ସାବିତ୍ରୀବ୍ରତ ଓଷା ପାଳନ କରୁଛନ୍ତି

 ଭୁବନେଶ୍ୱର ଜଗନ୍ନାଥ ନଗରରେ ମହିଳା ସାବିତ୍ରୀ ପୂଜାକରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

କଟକ ଅମରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହର-ପାର୍ବତୀ ବିବାହ ଉତ୍ସବ   ଲକ୍‌ଡାଉନ ୪.୦ର ୧୦ମ ଦିନରେ ଭୁବନେଶ୍ୱର   ନିଜ ଗ୍ରାମ ଅଭିମୁଖେ ତାମିଲନାଡୁରୁ ଫେରିଥିବା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୧)

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ‘ଧରିତ୍ରୀ’ର ୪୮ତମ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୧)

ଭୁବନେଶ୍ୱର ଓୟୁଏଟି ପରିସରରେ ମହିଳାମାନେ ମାଣ୍ଡିଆ କିଆରୀରେ ଉଠିଥିବା ଅନାବନା ଘାସ ବାଛୁଛନ୍ତି     ଶଟଡାଉନରେ ଭୁବନେଶ୍ୱର   କଟକ ଏସସିବି ମେଡିକାଲରେ ଆଉଟଡୋର...

ଓଡ଼ିଶା: ଆଜିର ଫଟୋ

୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଯୋଗୁ ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ଖୋଲିବା ପରେ ଲୋକମାନେ ପ୍ରାତଃଭ୍ରମଣ କରୁଛନ୍ତି। ପ୍ରବଳ ଖରାରୁ ରକ୍ଷା ପାଇବା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨, ୨୦୨୨)

କଟକ କଲେଜ ଛକରେ ବିକ୍ରି ପାଇଁ ତରଭୁଜକୁ ସଜାଇ ରଖୁଛନ୍ତି ମହିଳା ବ୍ୟବସାୟୀ   ସରସ୍ବତୀ ପୂଜା ପାଇଁ କଟକ ଦୋଳମୁଣ୍ଡାଇ ଛକ ନିକଟରେ ଥିବା ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୧)

ଭୁବନେଶ୍ୱର ସୂଚନାଭବନ ସମୁଖରେ ଲାଗିଥିବା ଲୁହା ବାଡକୁ ରଙ୍ଗ କରାଯାଉଛି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ନେଦରଲ୍ୟାଣ୍ଡ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୦)

ରାଜଧାନୀରେ ଜୟଦେବ ବିହାରସ୍ଥିତ ବିଶ୍ୱକର୍ମା ମନ୍ଦିରରେ ବିଶ୍ୱକର୍ମା ପୂଜା କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିଶ୍ୱକର୍ମା ପୂଜା ମା’ ବାସନ୍ତୀ ଦୂର୍ଗାଙ୍କ କୁମାରୀ ବେଶ ମା’ ଝାଞ୍ଜିରୀମଙ୍ଗଳାଙ୍କ...

ଓଡ଼ିଶା: ଆଜିର ଫଟୋ (ଜୁନ ୧୬, ୨୦୨୧)

ଭୁବନେଶ୍ୱରରେ କର୍ମକ୍ଷେତ୍ରକୁ ଯିବାକୁ ଅପେକ୍ଷାରତ ଶ୍ରମିକ   ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ କଟକଣା ମାନୁ ନ ଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ   ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ...

Advertisement
Archives

Model This Week