ଓଡ଼ିଶା: ଆଜିର ଫଟୋ (ଜୁନ୍ ୬, ୨୦୨୨)

ରାଜ୍ୟ ଅଭିଲେଖାଗାର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

 

ରାଜ୍ୟସଭାକୁ ନିର୍ବାଚିତ ନିରଞ୍ଜନ ବିଶିଙ୍କୁ ବିଧାନସଭାରେ ସାର୍ଟିଫିକେଟ ପ୍ରଦାନ

ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷ ଶଶୀ ଭୂଷଣ ବେହେରା, ସଚିବ ଦାଶରଥି ଶତପଥି ଓ ଅନ୍ୟମାନେ

 

 

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ମୌଜାରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ

 

ଜ୍ଞାନ ମଣ୍ଡଳ ପ୍ରଣେତା ବିନୋଦ କାନୁନଗୋଙ୍କ ଜୟନ୍ତୀ ଅବସରରେ କଟକ ସତୀଚଉରା ଶ୍ମଶାନ ପରିସରରେ ଥିବା ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ହେବା ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   ଛାତ୍ର ସଂସଦ ନିର୍ବାଚନରେ ନାମାଙ୍କନପତ୍ର ନାକଚ…

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?