ଓଡ଼ିଶା: ଆଜିର ଫଟୋ (ଜୁନ୍ ୧, ୨୦୨୨)

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପାର୍ଶ୍ଵ ଅଞ୍ଚଳରେ ହୋଇଥିବା ଗଛକଟାକୁ ବିରୋଧ କରି ପରିବେଶ ପ୍ରେମୀଙ୍କ ପ୍ରଦର୍ଶନ ଦ୍ଵିତୀୟ ଦିନରେ

 

ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ହସ୍ତକଳା ପ୍ରଦର୍ଶନୀ

 

ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ଇଂଲିଶ ମିଡ଼ିଅମ ସ୍କୁଲରେ ପିଲାଙ୍କ ସମର କ୍ୟାମ୍ପ

 

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ କ୍ରିକେଟ ମ୍ୟାଚ ପୂର୍ବରୁ କଟକ ବାରବାଟୀ ଷ୍ଟାଡ଼ିଅମରେ ପ୍ରସ୍ତୁତି

 

ପୁରୀ ଟାଉନ ହଲରେ ଦ୍ଵିତୀୟ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri