ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୦, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନୃତ୍ୟାୟନ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ଅବସରରେ ପରିବେଷିତ ଓଡ଼ିଶୀ ନୃତ୍ୟ

 

ଭୁବନେଶ୍ୱର ମେଫେୟାର ହୋଟେଲରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳକୁ ସ୍ୱାଗତ

 

କଟକ କେମ୍ବ୍ରିଜ ସ୍କୁଲ ପରିସରରେ ଖୋଲିଥିବା କାଉଣ୍ଟର ନିକଟରେ ଅନ୍ ଲାଇନରେ ବୁକ୍ କରିଥିବା ଟିକେଟକୁ ସଂଗ୍ରହ କରିବା ପାଇଁ ଦର୍ଶକଙ୍କ ଲମ୍ବା ଧାଡି

 

    କଟକ ବାରବାଟୀ ଷ୍ଟାଡିୟମ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ପ୍ରସ୍ତୁତି ପଥେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ, ୨୦୨୬)

ଶିପି କୁମ୍ଭାର ସାହି ଅଞ୍ଚଳରେ ଖୁଦୁରୁକୁଣୀ ମୂର୍ମୟୀ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri