ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୨)

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପାର୍ଶ୍ଵ ଅଞ୍ଚଳରେ ହୋଇଥିବା ଗଛକଟାକୁ ବିରୋଧ କରି ହାତରେ ପ୍ଲା କାର୍ଡ ଧରି ପ୍ରଦର୍ଶନ କରୁଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା ଏବଂ ଅନ୍ୟ ପରିବେଶ ପ୍ରେମୀ ବିଶିଷ୍ଟ ବ୍ୟକ୍ତି

 

ଭୁବନେଶ୍ୱର ସୂଚନା ଭବନରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆୟୋଜିତ ଚିତ୍ର ପ୍ରଦର୍ଶନୀ ଏବଂ ଅତିଥିମାନେ ବାର୍ଷିକ ପୁସ୍ତିକା ଉନ୍ମୋଚନ କରୁଛନ୍ତି

 

ଭୁବନେଶ୍ୱର ସ୍ଥିତ ଓୟୁଏଟି କ୍ୟାମ୍ପସରେ କଲେଜ ଅଫ ବେସିକ ସାଇନ୍ସ ଓ ହ୍ୟୁମାନିଟିଜର ୫୬ତମ ବାର୍ଷିକ ଉତ୍ସବ ପାଳନ

 

ଭୁବନେଶ୍ୱର ସଂସ୍କୃତି ଭବନରେ ଓଡ଼ିଶା ଲଳିତ କଳା ଆକାଡେ଼ମୀ ପକ୍ଷରୁ ଆୟୋଜିତ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

 

ବିଧାନସଭାରେ ରାଜ୍ୟସଭା ପାଇଁ ବିଜେଡିର ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

 

ଭୁବନେଶ୍ୱର ସ୍ଥିତ ଲୋହିଆ ଆକାଡେ଼ମୀରେ ଅତିଥୀମାନେ ‘ଅରବିନ୍ଦାୟନ: ଡ଼. ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ୱତ ସୌନ୍ଦର୍ଯ୍ୟ ଓ ସୌରଭ’ ପୁସ୍ତକ ଉନ୍ମୋଚନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri