ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୨)

ଭୁବନେଶ୍ୱରର ବିଭିର୍ଣ୍ଣ ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତୀ

 

ଗାନ୍ଧୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟକ ସଂଯୁକ୍ତ ସଙ୍ଘଟନ ପକ୍ଷରୁ ୟୁନିଟ୍-୯ ସ୍ୱାଧୀନତା ସଂଗ୍ରାମୀ ସହୀଦ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ

 

ଭୁବନେଶ୍ୱର ୟୁନିଟ-୧ ମହାଦେବ ପୂଜା କମିଟି ପକ୍ଷରୁ ହରପାର୍ବତୀଙ୍କ ମୂର୍ତ୍ତୀ ଓ ତୋରଣ

 

କଟକ ସ୍ଥିତ ମା ଗଡ଼ଚଣ୍ଡୀଙ୍କ ମହା ସରସ୍ୱତୀ ବେଶ

 

କଟକ ଅଲିଶା ବଜାର ପୂଜା ମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା

 

କଟକର ବିଭିର୍ଣ୍ଣ ପୂଜା ମଣ୍ଡପ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri