ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୭, ୨୦୨୨)

ଭୁବନେଶ୍ୱର ଉପକଣ୍ଠ ଚାଷ ଜମିରେ ସାର ସିଞ୍ଚନ କରୁଛନ୍ତି ଚାଷୀ

 

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ସମାରୋହକୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିବା ସହିତ ପୁସ୍ତକ ଉନ୍ମୋଚନ ଏବଂ ବିଜୁ ପଟ୍ଟନାୟକ ଆୱାର୍ଡ ପ୍ରଦାନ କରୁଛନ୍ତି

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ  ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୁଲି ଦେଖୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ମାଛ ଧରୁଛନ୍ତି ଧୀବର

 

ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ନିର୍ଝରା

କଲ୍ଚରାଲ ଆକାଡେ଼ମୀ ଦ୍ୱାରା କୁମାର ମହୋତ୍ସବ ଆୟୋଜିତ

 

କଟକ କୁମ୍ଭାର ସାହି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ଲାଗି ମୃଣ୍ମୟୀ ପ୍ରତିମାକୁ ରଙ୍ଗ ତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ

 

ଭଷାଣି ଉତ୍ସବ ପରେ କଟକ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଶୂନଶାନ ହୋଇଯାଇଛି

 

କଟକ ଫିରିଙ୍ଗ ବଜାର ପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ମହିଳା ମାନେ

 

କଟକ ପୁରୀଘାଟ କାଠଯୋଡ଼ି ନଦୀ ରିଂ ରୋଡ ପାର୍ଶ୍ୱରେ ବାଉଁଶରେ ତିଆରି ଗୃହୋପକରଣ ସାମଗ୍ରୀ କିଣୁଛନ୍ତି ଗ୍ରାହକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?