ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୮, ୨୦୨୨ )

ଭୁବନେଶ୍ୱର କଳ୍ପନା ଛକ ଅଞ୍ଚଳରେ ଜଣେ କାରିଗର ଦେବୀ ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ତୁଳୀରେ ରୂପରେଖ ଦେଉଛନ୍ତି

 

କଟକ ଚୌଧୁରୀବଜାର କଳିଙ୍ଗ ଜିମ୍ନାସିୟମ ପରିସରରେ ଓଡିଶା ଯୋଗ ଆସୋସିଏସନ ପକ୍ଷ୍ୟରୁ ଅନୁଷ୍ଠିତ ଯୋଗାସନ ପ୍ରତିଯୋଗିତା

 

ଭୁବନେଶ୍ୱର ୟୁନିଟ-୧ ହାଟ ରୋଡରେ ଲକ୍ଷ୍ମୀପୂଜା ପାଇଁ ଲୋକମାନେ କିଣାକିଣି କରୁଛନ୍ତି

 

ଭୁବନେଶ୍ୱର ୟୁନିଟ-୧ ହାଟ ରୋଡରେ ଏକ ଆମ୍ବୁଲାନ୍ସ ଟ୍ରାଫିକରେ ଫସିଯାଇଛି

 

କଟକ ଡଗରପରା ହନୁମାନମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ୱରେ ବିପଦସଂକୁଳ ଅବସ୍ଥାରେ ଥିବା ଏକ ବିଦ୍ୟୁତ ଖୁଣ୍ଟି

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟାୟନ ପକ୍ଷରୁ କୁମାର ପୁନେଇଁ ଉତ୍ସବରେ ଓଡିଶୀ ନୃତ୍ୟ ପ୍ରଦର୍ଶନ

 

କଟକ ବାଲିଯାତ୍ରା ପ୍ରସ୍ତୁତି ପଥେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri