ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୦, ୨୦୨୨)

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବ୍ରହ୍ମପୁର ସହରର ବିଭିନ୍ନ ଶୈବ ପୀଠରେ ପୂଜାର୍ଚ୍ଚନା

 

 ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ଚତୁର୍ଥ ଗୁରୁ ଗୋପୀକୃଷ୍ଣ ଉତ୍ସବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି କଳାକାର

 

ଭୁବନେଶ୍ୱର ଜଗନ୍ନାଥ ନଗରରେ ଗଜଲକ୍ଷ୍ମୀ ପୂଜା

 

ଭୁବନେଶ୍ୱର ୟୁନିଟ-୧ରେ ଗଜଲକ୍ଷ୍ମୀପୂଜା

 

 

ଭୁବନେଶ୍ୱର ପଳାଶୁଣୀ ଓଭର ବ୍ରିଜରେ ଗାଡ଼ି ଜାମ

 

ୟୁଏସଏ ଅଣ୍ଡର-୧୭ ମହିଳା ଫୂଟବଲ ଟିମର ଖେଳାଳୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ସ୍ପୋର୍ଟ୍ସ ହଷ୍ଟେଲ ଅନ୍ତେବାସୀଙ୍କ ସହିତ ଭାବ ବିନିମୟ କରିବା ସହ ସ୍ପୋର୍ଟ୍ସ କିଟ ଉପହାର ଦେଇଛନ୍ତି

 

କଟକ ରେଭେନଶା ୟୁନିଭର୍ସିଟିରେ ସତୀଶ ଧାୱନ ‘ବିଶ୍ୱ ମହାକାଶ ସପ୍ତାହ’ ପାଳନ ଅବସରରେ ଅନୁଷ୍ଠିତ ସଭାରେ ମହାକାଶ ବିଜ୍ଞାନ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

 

 କାର୍ତ୍ତିକ ମାସ ପ୍ରଥମ ସୋମବାରରେ କଟକ ବକ୍ସିବଜାର ସ୍ଥିତ ଅମରେଶ୍ବର ମହାଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri