ରାଜ୍ୟ

ଭାଜପା ନେତା ପ୍ରକାଶଙ୍କୁ ସଂଘବଦ୍ଧ ଆକ୍ରମଣ: ଆକ୍ରମଣରେ ରାଜନେତା ସମ୍ପୃକ୍ତି ଥିବା ଅଭିଯୋଗ

ଖୋର୍ଦ୍ଧା,୭।୮(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ଗୁରୁବାର ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଟମଙ୍ଗଳାସ୍ଥିତ ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ୪ରୁ ୫ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପ୍ରକାଶଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ…

ଅଜଣା ରୋଗରେ ମଲେଣି ୫୦ରୁ ଊର୍ଦ୍ଧ୍ୱ ଛେଳି, ପହଞ୍ଚିନାହାନ୍ତି ବିଶେଷଜ୍ଞ ଦଳ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଜଗେରମାହାର ବକ୍ସିପଲି ଗ୍ରାମରେ ଗତ ଏକ ମାସ ଧରି ଛେଳି ମଡ଼କ ଚାଲିଛି। ଏଥିରେ ବହୁ ଛେଳିଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏକାଧିକ ଛେଳିଚାଷୀଙ୍କ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କର ଗୋଟିଏ…

ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡିର ରଣହୁଙ୍କାର

ଆନନ୍ଦପୁର,୭ା୮(ସୁଶାନ୍ତ କୁମାର ସାହୁ): ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡି ରଣହୁଙ୍କାର ଦେଇଛି। ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏକତ୍ରିତ ହୋଇ ଗୁରୁବାର ଆନନ୍ଦପୁର ଦଧିବାମନଜୀଉଙ୍କ ମନ୍ଦିର ନିକଟରୁ ଏକ ରାଲିରେ ଆନନ୍ଦପୁର ଥାନା…

ସାର ଦୋକାନ ବନ୍ଦ ପାଇଁ ନୋଟିସ୍‌ ଜାରି କଲା ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌

ପାଟଣା,୭ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଶ୍ରୀଲକ୍ଷ୍ମୀ ଫର୍ଟିଲାଇଜର ବିକ୍ରୟ କେନ୍ଦ୍ରରେ ଗୁରୁବାର ଫର୍ଟିଲାଇଜର ଏନ୍ସଫୋର୍ସମେଣ୍ଟ ଟିମ୍‌ ଚଢ଼ାଉ କରି ଅନିୟମିତତା ଦେଖିବାକୁ ପାଇ ଦୋକାନ ବନ୍ଦ କରିବାକୁ ନୋଟିସ୍‌ ଜାରି କରିଛି। ଚଢାଉରେ ଘଟଗାଁ…

ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ କଣ୍ଡାଗରି(୪୫)।…

ଖୁବଶୀଘ୍ର ପୂରଣ ହେବ ୨୨,୮୯୬ ପଦବୀ, ଅଗଷ୍ଟ ୩୧ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭ା୮: ଓଡ଼ିଶା ସରକାର ୧୦ଟି ବିଭାଗରେ ଖାଲି ପଡ଼ିଥିବା ଗ୍ରୁପ୍ ‘ସି’ ଶ୍ରେଣୀର ୨୨,୮୯୬ଟି ପଦବୀ ଖୁବଶୀଘ୍ର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ଏହି ନିଯୁକ୍ତି ପ୍ରକ୍ରିୟା ୨୦୨୫ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ନାରୀ ସୁରକ୍ଷା ଦାବିରେ ଯୁବ ବିଜେଡି ଛାତ୍ରର ଗର୍ଜନ

ପୁରୁଷୋତ୍ତମପୁର,୭ା୮(ସୀମାଞ୍ଚଳ ମିଶ୍ର): ଓଡ଼ିଶାରେ ନାରୀ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଦିନକୁ ଦିନ ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଥିବା ନେଇ ଏହାର ପ୍ରତିବାଦରେ ଗୁରୁବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ସ୍ବର…

ସାଂଘାତିକ ଖୁଲାସା କଲେ କେନ୍ଦ୍ରାପଡ଼ା ପୀଡ଼ିତାଙ୍କ ବାପା, କହିଲେ ଝିଅର ଅଶ୍ଳୀଳ ଫଟୋ ପଠାଇ ଯୁବକ…

କେନ୍ଦ୍ରାପଡ଼ା,୭ା୮: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଓ ବଳଙ୍ଗା ଛାତ୍ରୀ ପୋଡ଼ି ମରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପୁଣି…

‘EKTA’ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର,୭ା୮: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ। ଗୁରୁବାର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇ…

ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେଡିର ସତ୍ୟବାଦୀ ବନ୍ଦ

ସାକ୍ଷୀଗୋପାଳ,୭ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପକ୍ଷରୁ ଡାକରା ଦିଆଯାଇଥିବା ୬ ଘଣ୍ଟିଆ ପୁରୀ ଜିଲା ବନ୍ଦ ସତ୍ୟବାଦୀରେ ସଫଳ ହୋଇଛି । ଗୁରୁବାର ସକାଳୁ ସାକ୍ଷୀଗୋପାଳ ମନ୍ଦିର ମୁଖ୍ୟ ରାସ୍ତାର ଷ୍ଟେଟ୍‌ବ୍ୟାଙ୍କ…

ବିଜେଡି ହରତାଳକୁ ନେଇ ପୁଣି ମୁହଁ ଖୋଲିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କହିଲେ ମୋ’ ଝିଅ ତ ରହିଲାନି ଆମେ…

ବଳଙ୍ଗା,୭ା୮: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ…

ବିଜେଡିର ବଡ଼ ଘୋଷଣା, ଆଜି ପୁରୀ ବନ୍ଦ

ପୁରୀ,୭ା୮: ଆଜି ୬ଘଂଟା ପୁରୀ ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ଘଂଟିଆ ବନ୍ଦ ପାଳନ କରିବ ବିଜୁ ଜନତା ଦଳ । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡ଼ାକରା ଦେଇଛି ବିଜେଡି । ବିଜେଡି ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?