ରାଜ୍ୟ

ଲାଇଭ୍‌ ଭିଡିଓରେ ମହିଳା ଏମ୍‌ବିକେଙ୍କ ଆତ୍ମହତ୍ୟା ଉଦ୍ୟମ

କୋରାପୁଟ /ନାରାୟଣପାଟଣା, ୩୧ା୭, (ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ପଥରଦେଉଳ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ଲକରେ କାର୍ଯ୍ୟରତ ମିଶନଶକ୍ତିର ମାଷ୍ଟର ବୁକ୍‌ କିପର (ଏମ୍‌ବିକେ) ଭବାନୀ ପ୍ରଧାନ ନ୍ୟାୟ ନ ପାଇ ବୁଧବାର…

ପହିଲାରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା) ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ…

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କିଏ, କେବେଠାରୁ କରିପାରିବେ ଆବେଦନ? ସବିଶେଷ…

ଭୁବନେଶ୍ୱର,୩୦ା୭(ସୁଚିସ୍ମିତା ସାହୁ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଅଗଷ୍ଟ ୯ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା…

ଅତି ପ୍ରବଳ ବର୍ଷା: ଏହି ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୩୦ା୭(ଅନୁରାଧା ମହାରଣା)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁରରେ ୨୫ ମିମି. ଚାନ୍ଦବାଲିରେ ୨୪.୪ ମିମି, କେନ୍ଦୁଝରରେ ୮.୮ ମିମି, ବାରିପଦାରେ…

OAS ଅଫିସରଙ୍କ ବିରୋଧରେ ସ୍ତ୍ରୀ, ନବଜାତକ ପ୍ରତି ନିଷ୍ଠୁରତା ଅଭିଯୋଗ: ଏଫ୍‌ଆଇଆର୍‌ ରୁଜୁ

ଭୁବନେଶ୍ୱର,୩୦।୭: ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (OAS) ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଓ ନବଜାତକ ପ୍ରତି ନିଷ୍ଠୁରତା, ହଇରାଣ ଓ ମାନସିକ ନିର୍ଯାତନ ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସ ଏକ ଏଫ୍‌ଆଇଆର୍‌ ଦାଖଲ କରିଛି। ମହିଳା ଥାନାରେ…

ଅବିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ: ରାଗିଗଲେ ଲେକେ ପରେ…

ବାଲେଶ୍ୱର ,୩୦।୭(ବାଞ୍ଛାନିଧି ଦେ): ପିଟିଏ ମିଟିଂ ଚାଲିଥିବା ବେଳେ ଜଣେ ମହିଳା ଅଭିଭାବକଙ୍କୁ ମାଡ ମାରି ହଟହଟା ହୋଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଉଇଟିକିରିସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ।…

OSSSC ବାତିଲ କଲା RI, ARI, ଅମିନ, ICDS ପରୀକ୍ଷା: ୧୫ ଦିନ ଭିତରେ ସାନି ପ୍ରିଲିମ୍‌ ପରୀକ୍ଷା

କଟକ,୩୦।୭: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ICDS ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି।…

ଦୁଇ ଗର୍ଭବତୀଙ୍କୁ କୁମ୍ଭୀର ଭରା ନଦୀରେ ଭାର କରି ବୋହି ଆଣିଲେ ପରିବାର ଲୋକେ

ରାଜନଗର,୩୦ା୭(ଭାସ୍କର ରାତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପାଣି ଘେରରେ ଥିବା ବନ୍ଧପଡ଼ା ପଞ୍ଚାୟତର ଚକିବାଙ୍କ ଗ୍ରାମର ପ୍ରସନ୍ନ କୁମାର ରାଉତଙ୍କ ସ୍ତ୍ରୀ ସଂଘମିତ୍ରା ରାଉତ ଗର୍ଭଯନ୍ତ୍ରଣା ପାଇବାରୁ ଲୋକେ ଟ୍ରଲି ସାହାଯ୍ୟରେ ଭରା କୁମ୍ଭୀର ଥିବା ପାଣିରେ ବୋହି ନେଉଛନ୍ତି।…

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା

ଭୁବନେଶ୍ୱର,୩୦।୭: ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍‌ଗୁଡ଼ିକରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି। ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ…

ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ, ଗ୍ରାମବାସୀଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ

ବାଲେଶ୍ୱର,୩୦।୭: ବାଲେଶ୍ୱର ସଦର ବ୍ଲକର ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ ବେଳେ ଏକ ଅଭାବନୀୟ ଘଟଣା ଘଟି ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ବୈଠକ ଚାଲିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜଣେ ମହିଳା ଅଭିଭାବକଙ୍କୁ ପିଟିଥିବା ଅଭିଯୋଗ…

ଦୁଇ ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ

ନୂଆଦିଲ୍ଲୀ,୩୦।୭: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବିଭିନ୍ନ ରାଜ୍ୟ କ୍ୟାଡରରୁ ମୋଟ ୩୫ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପଦବୀ ପାଇଁ…

ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବାଲିଗୁଡ଼ା ଭାୟା ବୁଡ଼ାଗୁଡ଼ା ରାସ୍ତାର ଟପରିଙ୍ଗିଆଠାରେ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଯାତାୟାତ ସମସ୍ୟା ବୃଦ୍ଧି ପାଇଛି। ପ୍ରକାଶ ଯେ, ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ଏବଂ ବୁଡ଼ାଗୁଡ଼ାଠାରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?