ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା : ସୋଲ, ଜରି ଡଙ୍ଗା ଉପରେ ଲାଗୁନି କଟକଣା
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ) : ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନ ସକାଳୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ପ୍ରାଚୁର୍ଯ୍ୟ…
ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର
କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋର୍ଦାର୍ ପ୍ରସ୍ତୁତି କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ ନିର୍ମାଣ କାମ…
ବଢ଼ିବ ଶୀତ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍ବୁଲ୍’ ପ୍ରକୋପ କମିବା ପରେ ଶନିବାରଠାରୁ ରାଜ୍ୟରେ ଶୀତ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ରାତିରେ ତାପମାତ୍ରା ମଧ୍ୟ କମୁଛି। ରାଜ୍ୟର ୩ ସହରରେ ତାପମାତ୍ରା ୧୫ ଡିଗ୍ରୀ…
ବୁଲ୍ବୁଲ୍ : ପ୍ରାଥମିକ କ୍ଷୟକ୍ଷତି ଆକଳନ, ୩ ଲକ୍ଷ ହେକ୍ଟର ଫସଲ ନଷ୍ଟ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ବାତ୍ୟା ‘ବୁଲ୍ବୁଲ୍’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହିସବୁ ଜିଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତନ୍ମଧ୍ୟରୁ…
ଇର୍ଷାନ୍ବିତ ହୋଇ ୫-ଟି ବିରୋଧରେ ମନ୍ତବ୍ୟ ଦେଉଛନ୍ତି ଅପରାଜିତା: ସସ୍ମିତ
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଏମ୍ପି ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିବା ପରେ ଲାଗୁଛି ଅପରାଜିତାଙ୍କ ଆଇଡେଣ୍ଟି କ୍ରାଇସିସ୍ ହେଲାଣି। ଇର୍ଷାନ୍ବିତ…
ପୁଣି ୫-ଟିକୁ ଅପରାଜିତାଙ୍କ ସମାଲୋଚନା
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍ପି ଅପରାଜିତା ଷଡ଼ଙ୍ଗୀ। ସମ୍ବଲପୁର ଗସ୍ତ ଅବସରରେ ସମାଲୋଚନା କରି ସେ କହିଛନ୍ତି, ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ।…
ଫସର ଫାଟିଲା ଯୋଜନା: ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଲେ ଜିତେନ୍ଦ୍ର ସିଂହ
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ କିଛି ଦିନ ତଳେ କଂଗ୍ରେସର କିଛି ନେତା ଏକାଠି ହୋଇଥିଲେ। ହେଲେ ଏବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି ସେମାନେ କରିଥିବା…
ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼
ଖୁଣ୍ଟୁଣୀ,୧୦।୧୧(ଡି.ଏନ୍.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ପରେ ସ୍ନାନ ନୀତି ଏବଂ ବଡ଼ସିଂହାର ବେଶ ଅନୁଷ୍ଠିତ…
ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ
ମୁନିଗୁଡା,୧୦।୧୧(ଡି.ଏନ୍.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ବ୍ୟାନର ଓ ପୋଷ୍ଟରଟି ବଂଶଧାର ଘୁମୁସୁରା ନାଗାବଳି ଡିଭିଜନ କମିଟି ସିପିଆଇ(ମାଓବାଦୀ…
ଶିଶୁ ମୃତ୍ୟୁକୁ ନେଇ ଏସ୍ସିବି ମେଡିକାଲରେ ଉତ୍ତେଜନା
କଟକ ଅଫିସ,୧୦।୧୧: ଶିଶୁ ମୃତ୍ୟୁକୁ ନେଇ ଏସ୍ସିବି ମେଡିକାଲରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ସିଡିଏ ୬ ନଂ ଅଞ୍ଚଳର ଜଣେ ୩ ବର୍ଷର ଶିଶୁ ତାଜାରୁ ଖସି ପଡି ଆହତ ହୋଇ ଏସ୍ସିବି କାଜୁଆଲଟିକୁ ଶନିବାର ରାତିରେ ଆସିଥିଲେ। କାଜୁଆଲଟି…
ଇସ୍ପାତ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବା କାରଣରୁ ଏହି ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଭାରତର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତ ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବଭାରତରେ ରହିଥାଏ। ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
କାର୍ରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା: ମିଳିଲା ମେଡିକାଲ ରିପୋର୍ଟ, କେବେ ହଟିବ ପର୍ଦ୍ଦା
ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଚଳନ୍ତା କାର୍ରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଇତିମଧ୍ୟରେ ଯୁବତୀଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି। ବଳାକତ୍ାର କରାଯାଇ ନ ଥିବା ନେଇ ସେଥିରେ ଉଲ୍ଲେଖ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର…
Archives


