ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ
ଗୁଡଭେଲା,୧୯।୧୧(ଡି.ଏନ୍.ଏ.)- ‘ଆମ୍କୁ ଛତିଗଡ଼ ଆର ଓଡ଼ିଶା ସରକାର ଯାହା ବି ଦେଇଛନ୍ ସେଥ୍ରେ ଆମେ ଖୁସ୍ ଅଛୁଁ। ଛତିଶଗଡ଼ରେ ଚାଷ୍ବାସ କରୁଛୁଁ, ବାକି ଫୁରସତ୍ ସମିଆରେ ଓଡ଼ିଶା ଆସି ବାଢ଼ୁନ୍ ବିକି କୁଟୁମ୍ ପୁଷୁଛୁଁ।’ ଇଟା କେହେନ୍ସି ଫିଲିମ୍ର ଡାଇଲଗ୍ ନୁହେ।…
କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ
ବଲାଙ୍ଗୀର ଅଫିସ, ୧୯ା୧୧ ବଲାଙ୍ଗୀରର ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍ କେ ସ୍ବାଗତ୍ କବିତା ଆସର ଅନୁଷ୍ଠିତ ହୋଇଥିଲା ା ଅଭିନେତା ଓ ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱ ତଥା କବି ଆନନ୍ଦଚନ୍ଦ୍ର ସାହୁଙ୍କ ସଂଯୋଜନାକ୍ରମେ…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍: ଲୁଟିନେଲେ ୯ଭରି ସୁନା ଅଳଙ୍କାର
ସୋରଡା,୧୮ା୧୧(ଡି.ଏନ୍.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆସିକା ଏସ୍ଡିପିଓ ଓ ବଡଗଡ ଥାନା ଅଧିକାରୀ ସଦଳବଳ ପହଞ୍ଚତ୍…
କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍ ଡ୍ରାଇଭର
ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, କ୍ୟାବ୍ ଡ୍ରାଇଭର କାହ୍ନୁ ଚରଣ ଗିରି ଶୈଳଶ୍ରୀ ବିହାରର ରାସ୍ତାକଡ଼ରେ…
ଧାନ କିଣାବିକାକୁ ନେଇ ଜିଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ: ଚାଷୀ, ପୋଲିସ ମୁଁହାମୁହିଁ
ସମ୍ବଲପୁର,୧୮।୧୧(ବ୍ୟୁରୋ): ଧାନ ସଂଗ୍ରହ ତୃତୀୟ ଦିନରେ ସମ୍ବଲପୁର ଜିଲାରେ ଅଚଳ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାରଙ୍କ ଟୋକନ୍ ବ୍ୟବସ୍ଥା ଓ ଧାନକିଣା ନୀତିକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି। ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ…
ଶହେରୁ ଊର୍ଦ୍ଧ୍ୱ ଦେଶରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ବଲାଙ୍ଗୀର ଅଫିସ,୧୮।୧୧: ବିଶ୍ୱର ୧୦୨ଟି ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତଦୂର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସମୁଦାୟ ୧୦୨ଦେଶ ମଧ୍ୟରୁ ୮୨ଟି ଦେଶରେ ପୂର୍ଣ୍ଣାବୟବ…
ଘାଟିରୁ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ଡ୍ରାଇଭରଙ୍କ ସମେତ ୨ଜଣଙ୍କ ଜୀବନ ଗଲା
ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକଥ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ିଛି।…
ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ, ପ୍ୟାକ୍ସ ଅଫିସରେ ତାଲା ପକାଇଲେ ଚାଷୀ
ବରଗଡ଼ ଅଫିସ,୧୮।୧୧: ବରଗଡ଼ ଜିଲାରେ ଗତ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟ ସରକାର ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଚାଷୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ…
ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗିରହିଛି। ଗୃହରେ ଭାଜପା ନେତାମାନଙ୍କୁ ସ୍ମିତାରାଣୀ ମାମଲା ବିଷୟରେ କହିବାର ସୁଯୋଗ ଦିଆଯାଉନାହିଁ।…
ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍ଓ ଆଓ୍ବାର୍ଡ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ କରାଯାଇଛି। ନ୍ୟାଶନାଲ ଜର୍ନାଲିଷ୍ଟ ଓ୍ବେଲଫେୟାର ବୋର୍ଡ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ…
ଡକ୍ୟୁମେଣ୍ଟାରି ନିର୍ମାଣରେ ଓଡ଼ିଶା ପଛରେ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ପ୍ରାମାଣିକ ବା ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ରାଜ୍ୟ ବହୁପଛରେ ରହିଛି। କେତେଜଣ ପ୍ରଯୋଜକ ଏଭଳି ଚଳଚ୍ଚିତ୍ର ନିର୍ମାଣ ଲାଗି ଆନ୍ତରିକତା ଦେଖାଉଥିଲେ ବି ପ୍ରୋତ୍ସାହନ ଅଭାବ ଓ ଫିଲ୍ମରେ ଲଗାଉଥିବା ଟଙ୍କା ଫେରସ୍ତ ପାଉ ନଥିବାରୁ…
ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବ ୬ ବିଭାଗ
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପୋଲିସ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଅନେକ ସୁଫଳ ମିଳିଛି। ତେଣୁ ସରକାର ନିୟମିତ ବ୍ୟବଧାନରେ ସମସ୍ତ ବିଭାଗକୁ ମୋ ସରକାର ଅଧୀନକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା…
Archives


