ରାଜ୍ୟ

ଜାତୀୟକରଣ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ, ୬ା୨: ଏଣିକି କୌଣସି ଘରୋଇ ବ୍ୟାଙ୍କରେ ଆଉ ରହିବନି ଶ୍ରୀମନ୍ଦିର ପାଣ୍ଠି। ଜାତୀୟକରଣ ବ୍ୟାଙ୍କରେ ରଖାଯିବ ମହାପ୍ରଭୁଙ୍କ ଟଙ୍କା। ଏଥିଲାଗି ଟେଣ୍ଡର ଆହ୍ବାନ କରାଯିବ। ଯେଉଁ ବ୍ୟାଙ୍କ ଅଧିକ ସୁଧ ଦେବ ସେହି ବ୍ୟାଙ୍କରେ ୫୦ ପ୍ରତିଶତ ଅର୍ଥ…

ମହାପ୍ରଭୁଙ୍କ ଜମି ପାଇଁ ଗଢ଼ା ହେବ ନୂଆ କମିଟି

ପୁରୀ ଅଫିସ, ୬ା୨: କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ଅନେକ ଜମିର ହିସାବ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ତେଣୁ ଏହିସବୁ ଜମି ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ହିସାବ ରଖାଯିବ।…

ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିବେ ଗଜପତି

ପୁରୀ ଅଫିସ, ୬ା୨: ବିଧି ପରମ୍ପରାକୁ ବେଖାତିର କରି ବିଭିନ୍ନ ସ୍ଥାନରେ ଅଦିନରେ ହେଉଛି ରଥଯାତ୍ରା। ଗତ ଗୁରୁବାର ମୁମ୍ବାଇରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା କରାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ…

ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ ଫାଉଣ୍ଡେଶନ ଏବଂ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୮…

ଆଜିଠୁ ଓଜେଇଇ ଆବେଦନ

ଭୁବନେଶ୍ୱର, ୬ା୨(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୦ ପାଇଁ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୦ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ojee.nic.in ଓ୍ବେବସାଇଟ୍‌ରୁ ଆଡମିଟ୍‌ କାର୍ଡ…

ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ ରଖିବା ସହ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ…

ଓଡ଼ିଶାକୁ ରେଳ ଅନୁଦାନ ହ୍ରାସ

ଭୁବନେଶ୍ୱର,୬ା୨: ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହା ଗତ ବର୍ଷ ବ୍ୟୟ ବରାଦଠାରୁ ୨୨୦ କୋଟି ଟଙ୍କା କମ୍‌ ରହିଛି। ପୂର୍ବତଟ ରେଳପଥ ଲାଗି…

ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍‌ସି ଆରମ୍ଭ କଲା ୱେବ୍‌ପୋର୍ଟାଲ

କଟକ ଅଫିସ୍‌, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ବୁଧବାର ଓପିଏସ୍‌ସି ପକ୍ଷରୁ ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ବା କମ୍ପ୍ରେହେନ୍‌ସିଭ୍‌ ସିଲେକ୍ସନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ସିଏସ୍‌ଏମ୍‌ଏସ୍‌) ଆରମ୍ଭ…

ଆର୍‌ଆଇ ଅଫିସ ଖାଲି ଯୋଗୁ ଲୋକେ ହନ୍ତସନ୍ତ

ପୁରୁଣା ଭୁବନେଶ୍ୱର,୬ା୨(ଡି.ଏନ.ଏ.): ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଓ ଜମି ଅଧିଗ୍ରହଣ ନେଇ ମାପଚୁପ ଚାଲିଛି। ଅନ୍ୟ ଅଧିକାରୀଙ୍କ ସହ ରାଜସ୍ବ ନିରୀକ୍ଷକ ପ୍ରତ୍ୟକ୍ଷ ଭାବେ ଏଠାରେ ଉପସ୍ଥିତ ରହୁ ଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର…

ବିଦ୍ୟୁତ ବିଲ୍‌ ବକେୟା ୧୬୭ କୋଟି

ଜୟପୁର,୬ା୨(ନି.ପ୍ର.) କୋରାପୁଟ ଜିଲା ଅଧୀନ ଜୟପୁର ଉପଖଣ୍ଡରେ ୯୬ କୋଟି ଓ କୋରାପୁଟ ଉପଖଣ୍ଡରେ ୭୦ କୋଟି ଟଙ୍କାର ବିଦ୍ୟୁତ ବକେୟା ପଡ଼ିଛି। ୧୫ ତାରିଖ ସୁଦ୍ଧା ବକେୟା ବିଲ୍‌ ଜମା କରିବା ପାଇଁ ସମୟ ଦେଇଛି ସାଉଥ୍‌କୋ। ପ୍ରଚାର ଗାଡ଼ି ବୁଲିବା…

ଇଣ୍ଡିଆ ଗେଟ୍‌ରେ ପରିବେଶ ପାଇଁ ସଚେତନ କଲେ କପିଳ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇବା ସହ ଓଜୋନସ୍ତର ବଢ଼ିବାରେ ଲାଗିଛି। ପ୍ରଦୂଷଣ ବଳୟର ଅନ୍ଧକାରରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି…

୩ ଦିନରେ ୧୦ ମଣ୍ଡପ ସିଲ୍‌, ୭୦ ହଜାର ଜରିମାନା

ଭୁବନେଶ୍ୱର, ୬ା୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ର୍ନିମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ, ହୋଲ୍ଡିଂ ଟିକସ ଫାଙ୍କି, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ସିଲ୍‌ ପ୍ରକ୍ରିୟା ଜାରି ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri