କରୋନା ପାଇଁ ମୋ ବସ୍ରେ ସ୍ବତନ୍ତ୍ର ବିଶୋଧନ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସମସ୍ତ ମୋ ବସ୍ ଓ ବସ ଷ୍ଟପରେ ସ୍ବତନ୍ତ୍ର ବିଶୋଧନ କରାଯାଇଛି। ମୋ ବସ୍ର ସିଟ ତଳ, ଷ୍ଟେରିଙ୍ଗ୍, ହାତ ରଖିବା ସ୍ଥାନ ତଥା…
ଆରମ୍ଭରୁ ଅବ୍ୟବସ୍ଥା
ଭୁବନେଶ୍ୱର,୧୭।୩ (ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଶହ କୋଟିର ବ୍ୟୟବରାଦ ରହିଛି। ଚିକିତ୍ସା, ସଚେତନତାଠାରୁ ଆରମ୍ଭ କରି ବ୍ୟାପକ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ଘନଘନ ନିର୍ଦ୍ଦେଶନାମା ଜାରି କରାଯାଇ କଟକଣା ଲଗାଯାଉଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ, ହସ୍ପିଟାଲରେ ଆସୋଲେଶନ ଓ୍ବାର୍ଡ…
ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ମନା
ପୁରୁଣା ଭୁବନେଶ୍ୱର, ୧୭।୩(ଡି.ଏନ୍.ଏ.): ମହାମାରୀ କରୋନା ପାଇଁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଯାତ୍ରୀଙ୍କ ପାଇଁ ୭ଟି ଗାଇଡଲାଇନ ବ୍ୟବସ୍ଥା କରାଯାଇଛି। ସେହିପରି ଗର୍ଭଗୃହରେ ଲିଙ୍ଗରାଜଙ୍କୁ…
କ୍ୟାପିଟାଲ ହସ୍ପିଟାଲରେ କୋକୁଆ ଭୟ: ମୁହଁ ଖୋଲିଲେ ଆକ୍ରାନ୍ତଙ୍କ ପରିବାର
ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଚାଇନା, ଇଟାଲୀ ଆଦି ଦେଶରେ ମୃତ୍ୟୁର ବୀଭିଷିକା ରଚୁଥିବାବେଳେ ଓଡ଼ିଶାରେ ଛନକା ପଶିଥିଲା। ବିଦେଶରେ ବହୁ ଓଡ଼ିଆ ରହୁଥିବାରୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଏନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି…
ଖାଲିପଡ଼ୁଛି ରେଷ୍ଟୁରାଣ୍ଟ୍, ପବ୍
ଭୁବନେଶ୍ୱର,୧୭।୩(ବ୍ୟୁରୋ): ଭିଡ଼ ଜମୁଥିବା ରେଷ୍ଟୁରାଣ୍ଟ ଓ ପବ୍ ଏବେ ଖାଲିପଡ଼ୁଛି। ଗ୍ରାହକଙ୍କ ଅପେକ୍ଷାରେ କର୍ମଚାରୀଙ୍କ ଦିନ କଟୁଛି। କରୋନା ଭୟ ଯୋଗୁ ବିପୁଳ କ୍ଷତିଗସ୍ତ ହୋଇଛି ପବ୍ ଓ ରେଷ୍ଟୁରାଣ୍ଟ୍ ଶିଳ୍ପ। ଲୋକ ଘରୁ ବାହାରକୁ ବାହାରୁ ନ ଥିବାରୁ ଆମ୍ୟୁଜମେଣ୍ଟ…
ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା
ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁର ମେଳଣ ମଙ୍ଗଳବାର ଉଦ୍ଯାପନୀ ହୋଇଥାନ୍ତା। ଏହି…
କରୋନା ପାଇଁ କଟକଣା ଜାରିକଲେ ଓଏଚ୍ଆରସ
ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ଭାଇରସ (କୋଭିଡ୍-୧୯)ର ମିୁକାବିଲା କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି) କଟକଣା ଜାରି କରିଛନ୍ତି। ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲା କୋର୍ଟରେ ବିଚାର କରାଯିବ। କୋର୍ଟ ପରିସରରେ ବିଚାରପତି, ମାନବାଧିକାର କର୍ମୀ, ଅଭିଯୁକ୍ତ, ଅଭିଯୋଗକାରୀ…
ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍ ପ୍ରସ୍ତୁତ ହେବ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ଅନ୍ୟ ସମସ୍ତ ବିଭାଗ ଭଳି ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। କରୋନା ଭୂତାଣୁ ସଂକ୍ରମଣରେ ଚାଇନା ପରେ ଏବେ ଇଟାଲୀ ସର୍ବାଧିକ ପ୍ରଭାବିତ ହୋଇଛି। ଏପରିସ୍ଥଳେ ଓଡ଼ିଶାରେ ଏବେ ଏକାଧିକ ଇଟାଲୀୟ…
ବନ୍ଦ ହେଲା ନିକୋ ପାର୍କ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଆତଙ୍କ ପାଇଁ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ବନ୍ଦ କରାଯାଇଛି। ମଙ୍ଗଳବାରଠାରୁ ପାର୍କକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ବୋଲି ବିଡିଏ ସୂତ୍ରରୁ ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ…
ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ
ଭୁବନେଶ୍ୱର,୧୭।୩ (ବ୍ୟୁରୋ): ସୋମବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କରୋନା ମୁକାବିଲା ପାଇଁ ପୋଲିସ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ, ଅଭିଜ୍ଞ ଡାକ୍ତରୀ ଟିମ୍ ଏବଂ…
ରାଜଧାନୀରେ ବନ୍ଦ ରହିଲା ସବୁ ମଲ୍
ଭୁବନେଶ୍ୱର,୧୭।୩(ବ୍ୟୁରୋ): କଟକ, ଭୁବନେଶ୍ୱର ଟ୍ବିନ୍ସିଟିରେ ସମସ୍ତ ଶପିଂ ମଲ୍କୁ ବନ୍ଦ କରିବାକୁ ରବିବାର କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରୁ ଆରମ୍ଭକରି ବିଏମ୍ସି କେଶରୀ ମଲ୍, ଭବାନୀ ମଲ୍, ସେଣ୍ଟ୍ରାଲ ମଲ୍ ସମେତ ସହରର ସମସ୍ତ…
ହୋଟେଲ, ଟ୍ରାଭେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ପ୍ରଭାବରେ ରାଜ୍ୟର ହୋଟେଲ ଓ ଟ୍ରାଭେଲ ଶିଳ୍ପ ସର୍ବାଧିକ କ୍ଷତିଗସ୍ତ ହୋଇଛି। ପ୍ରଳୟଙ୍କରୀ ବାତ୍ୟା ଫନୀ ପରେ ହୋଟେଲ ଶିଳ୍ପକୁ ଆଉଥରେ ଏକ ବଡ଼ ଝଟ୍କା ଲାଗିଛି। ଇନ୍ବାଉଣ୍ଡ୍ ଟୁରିଷ୍ଟମାନେ ସେମାନଙ୍କ ବୁକିଂ ବାତିଲ କରୁଥିବାରୁ ଏହାର କ୍ଷତି…
Archives


