ରାଜ୍ୟରେ ପରିବହନ ସେବା ବାଧାପ୍ରାପ୍ତ: ଟ୍ରେନ୍ ଟିକେଟ୍ ବାତିଲ କରୁଛନ୍ତି ଯାତ୍ରୀ,ଏଣିକି ଆର୍ଟିଓରେ ଦୈନିକ ମିଳିବ ୫୦ ଲାଇସେନ୍ସ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ଗୋଟିଏ ପଟେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅପରପକ୍ଷେ ପରିବହନ ସେବା ବାଧାପ୍ରାପ୍ତ ହେଉଥିବା ଦେଖାଯାଉଛି। ବିଭିନ୍ନ ରେଳଷ୍ଟେଶନରେ ଟିକେଟ ବାତିଲ ପ୍ରକ୍ରିୟା ବଢ଼ୁଥିବା ନଜର ଆସିଛି। ଇଷ୍ଟକୋଷ୍ଟ ରେଲଓ୍ବେର…
ଆଇଟି ଫାର୍ମ ପାଇଁ କରୋନା କଟକଣା: ବିଦେଶରୁ ଫେରିଥିଲେ ୧୪ ଦିନ ଘରେ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜଧାନୀରେ ଥିବା ବିଭିନ୍ନ ଆଇଟି ଫାର୍ମ ପାଇଁ କଟକଣା ଲାଗୁ ହୋଇଛି। ଯଦି କୌଣସି କର୍ମଚାରୀ ପରିବାର ସହ ନଚେତ କାମରେ ବିଦେଶ ଯାଇଥାନ୍ତି ତେବେ ସେ ୧୪ ଦିନ ଘରେ ରୁହନ୍ତୁ। ଏହାଛଡ଼ା କୌଣସି କର୍ମଚାରୀଙ୍କୁ ଥଣ୍ଡା, କାଶ,…
ମାର୍ଚ୍ଚ ୩୧ ଯାଏ କଟକଣା: କଏଦୀଙ୍କୁ ଭେଟିପାରିବେନି ସମ୍ପର୍କୀୟ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ କଏଦୀଙ୍କୁ ସମ୍ପର୍କୀୟ ଭେଟିବାକୁ ନେଇ କଟକଣା ଜାରି କରାଯାଇଛି। ଭୁବନେଶ୍ୱର ଝାରପଡ଼ା ଜେଲରେ କଏଦୀଙ୍କ…
ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ ରହିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ନେଇ ଏକ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତରଫରୁ ସରକାରଙ୍କ ପକ୍ଷରୁ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା, ଜୁଲାଇରୁ ପିଛିଲା ଭାବେ ଲାଗୁ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଛି। ମଙ୍ଗଳବାର ମହଙ୍ଗା ଭତ୍ତାକୁ ୫% ବୃଦ୍ଧି କରାଯାଇଛି। ଏହା ଏବେ ୧୨%ରୁ ବୃଦ୍ଧି ପାଇ ୧୭% ହୋଇଛି। ରାଜ୍ୟ ସରକାରୀ କର୍ମଚାରୀମାନେ ପିଛିଲା ଭାବେ ଏହି ମହଙ୍ଗା ଭତ୍ତା ପାଇବେ। ୨୦୧୯…
କରୋନାରୁ ମୁକ୍ତି ପାଇଁ ବିଦ୍ୟୁତ୍ କର୍ମଚାରୀଙ୍କ ସୁରକ୍ଷା ଦାବିକଲା ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍ କର୍ମଚାରୀମାନେ ଘର ଘର ବିଲ୍ ଆଦାୟ କରୁଛନ୍ତି। ଏହା ସାଙ୍ଗକୁ ଗାଁ ଗାଁରେ ଲାଇନ କାଟିଲା…
୧୨୩୯ଜଣ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ହୋଇଛି: ବାଗ୍ଚୀ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶେଷକରି ଚାଇନା, ଇଟାଲି, ସ୍ପେନ, ଦକ୍ଷିଣ କୋରିଆ ଆଦି ଦେଶ କରୋନାରେ ପ୍ରଭାବିତ ହୋଇଛନ୍ତି। ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ଥିବା ବେଳେ ମଙ୍ଗଳବାର ଏହା ୧୨୬କୁ ଛୁଇଁଛି। ସେହିଭଳି ମୃତ୍ୟୁସଂଖ୍ୟା ୨ରୁ ୩କୁ ପହଞ୍ଚିଛି। ଜଣେ…
ମୋବାଇଲ୍ ବଢ଼ାଇପାରେ କରେନା ସଂକ୍ରମଣ: ସାବଧାନ ରୁହନ୍ତୁ; ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲ୍କୁ ହାରାହାରୀ ୨୬୦୦ ଥର ଛୁଉଁଛନ୍ତି। ୭୬ଥର ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ। ଏଣୁ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଚାରିରୁ ପାଞ୍ଚ ଥର ଏହାକୁ ସାନିଟାଇଜରରେ…
ସାମାଜିକ ଦୂରତ୍ୱ ପାଇଁ ଗାଇଡ୍ଲାଇନ୍: ୧୪୪ ଧାରା ପରିବର୍ତ୍ତେ କରାଯିବ ସଚେତନ, ବିବାହ ଉତ୍ସବରେ ୫୦ ମଧ୍ୟରେ ଅତିଥି ସୀମିତ ପାଇଁ ପରାମର୍ଶ
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ନେଇ ମଙ୍ଗଳବାର ସରକାର କମିଟି ଗଠନ କରିଛନ୍ତି। ଗାଇଡ୍ଲାଇନ୍ କମିଟି ମୁଖ୍ୟ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ନିଜ ସହ ସମାଜକୁ ସୁରକ୍ଷିତ ରଖାଯିବା ନେଇ କମିଟି ପକ୍ଷରୁ…
ଭିଡ଼ରୁ ବ୍ୟାପୁଛି କରୋନା ସଂକ୍ରମଣ: ମାର୍ଚ୍ଚ ୩୧ ଯାଏ ହାଇକୋର୍ଟ ଆସିବେନି ଓକିଲ
କଟକ ଅଫିସ,୧୭।୩: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା, ସ୍କୁଲ, କଲେଜ, ଶପିଂମଲ, ଜିମ୍ ସହ ଅନ୍ୟାନ୍ୟ ଜନଗହଳିସ୍ଥାନକୁ ବନ୍ଦ ରଖିବାକୁ…
କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା
ଦାରିଙ୍ଗବାଡି,୧୭।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି । କୌଣସି ସ୍ଥାନରେ ଭିଡ…
ହୋମ୍ ଆଇସୋଲେସନ୍ରେ ଗଜପତି, ୧୫ରେ ଆମେରିକାରୁ ଫେରିଥିଲେ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍ ଆଇସୋଲେସନ୍ରେ ରହିଛନ୍ତି। ସେ ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍ ଆଇସୋଲେସନ୍ ରହିଥିବା ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗଜପତି ସପରିବାର ଆମେରିକା ଗସ୍ତ ସାରି…
Archives


