ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହେଲେ ୧୨ବର୍ଷ ଅପେକ୍ଷା
ପୁରୁଣା ଭୁବନେଶ୍ୱର,୨୯ା୩(ଡି.ଏନ୍.ଏ.): ଆସନ୍ତା ୧ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନା କଟକଣା ଓ ଲକ୍ଡାଉନ୍ ପାଇଁ ଏଯାଏ ରଥ ନିର୍ମାଣ ଅଧା ହୋଇ ନାହିଁ। ଅନ୍ୟପକ୍ଷରେ ରଥଯାତ୍ରା ହେବ କି…
କରୋନା ଭୟରେ ପାରୋଲ୍ କୋହଳ: ମୁକୁଳିବେ ୭ବର୍ଷ ଦଣ୍ଡ ପାଇଥିବା ଦୋଷୀ
କଟକ ଅଫିସ୍,୨୯ା୩: ଜେଲ୍ରେ ବହୁ ସଂଖ୍ୟକ ଅନ୍ତେବାସୀ ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ କରୋନା ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି। ଏଣୁ ଜେଲ୍ଗୁଡ଼ିକରେ ଯଥାସମ୍ଭବ ଭିଡ଼କୁ କମାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ…
ଗ୍ରୀଷ୍ମପ୍ରବାହ: ପାରଦ ଛୁଇଁଲା ୪୦ ଡିଗ୍ରୀ, ଆଜିଠୁ ୩୧ ଯାଏ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ…
କରୋନା ରୋଗୀଙ୍କ ସହ କଣ୍ଟାକ୍ଟ କ’ଣ, କାହାକୁ ରହିଛି ସଂକ୍ରମିତ ହେବାର ଆଶଙ୍କା
ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ସହ କଣ୍ଟାକ୍ଟ ବା ସମ୍ପର୍କ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସଂକ୍ରମିତ ବ୍ୟକ୍ତି, ସଂକ୍ରମିତ ପରିବେଶ ସମ୍ପର୍କରେ ଆସିଥିବେ, ସେମାନେ କଣ୍ଟାକ୍ଟ।…
ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ: ବିମାନର ୩୨ଜଣ, ୭ ବିଧାନସଭା କର୍ମଚାରୀ….
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ମୋଟ ୨୫୬ଟି ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ପୂର୍ବଭଳି ୩ଜଣ ପଜିଟିଭ୍ ହିଁ ଅଛନ୍ତି। ପ୍ରଥମ ଦୁଇ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତୃତୀୟ…
କରୋନା ସଂକ୍ରମିତଙ୍କ ସଂଖ୍ୟା: ଭାରତରେ ୯୦୮, ରାଜ୍ୟରେ ବଢ଼ିନାହିଁ
ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତ ରାଷ୍ଟ୍ର ସଂଖ୍ୟା ୧୯୯ରେ ପହଞ୍ଚିଛି। ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୫ଲକ୍ଷ ୩୭ହଜାର ୧୭୧ ଥିବା ବେଳେ ଶନିବାର ଏହା ୬ଲକ୍ଷ ୧ ହଜାର ୫୨୦ରେ ପହଞ୍ଚିଛି। ଏଥିରେ ଶୁକ୍ରବାର ୨୪,୧୨୬ ଜଣଙ୍କ ମୃତ୍ୟୁ ଘଟିଥିବା…
କୋଭିଡ-୧୯ ନିୟମ ଉଲ୍ଲଂଘନ: ୨୪ ଘଣ୍ଟାରେ ୩୨୪ ମାମଲା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୨୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨୪ ମାମଲା ଦାୟର ହୋଇଛି। ସେଥିମଧ୍ୟରୁ୩୦୮ଟି ମାମଲା ଲକ୍ଡାଉନ୍ ସମ୍ପର୍କିତ ହୋଇଥିବା ବେଳେ ୧୫ଟି ହୋମ କ୍ୱାରେଣ୍ଟାଇନ୍ ଉଲ୍ଲଂଘନ…
ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍ଚୀ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର କ୍ଷମତା ବୃଦ୍ଧି, ରକ୍ଷଣାବେକ୍ଷଣ ଏବଂ ବୈଷୟିକ ଉନ୍ନତିିକରଣ କାର୍ଯ୍ୟ ପାଇଁ ୨୯ ସକାଳ ୬ରୁ…
ହେଲ୍ପଲାଇନ୍ ନଂ. ଜାରି: ଫସି ରହିଥିବା ଓଡ଼ିଆ, ଓଡ଼ିଶାରେ ଥିବା ବାହାର ରାଜ୍ୟର ଶ୍ରମଜୀବୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ
ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଏହାର ପ୍ରଭାବକୁ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଜୁନ୍ ୧୫ରୁ ପୁଣି ମଧ୍ୟାହ୍ନଭୋଜନ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ୨୧ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରୀଛାତ୍ରମାନଙ୍କୁ…
କରୋନା ସଂକ୍ରମଣ ସନ୍ଦେହ: ବିଷ୍ଣୁପୁର ଅଞ୍ଚଳର ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲା ପୋଲିସ
ବାହାନଗା, ୨୮।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବିଷ୍ଣୁପୁର ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ଯୁବକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଖନ୍ତାପଡା ଥାନା ଓ ଗୋପାଳପୁର ଫାଣ୍ଡି ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମରୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର…
କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ
ଭୁବନେଶ୍ୱର,୨୮।୨(ବ୍ୟୁରୋ): କୋଭିଡ-୧୯ ଡିପିଏଚ୍ଏଲ୍ ଓ ସ୍ବାବ୍ ନମୁନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ ଦିଆଯାଇଛି। ସ୍ବଳ୍ପମିଆଦ ଭିତ୍ତିରେ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋଙ୍କୁ…
Archives


