ଶ୍ରମିକଙ୍କ ଦୈନିକ ମଜୁରୀ ବଢିଲା
ଭୁବନେଶ୍ୱର,୨୩ା୭(ବ୍ୟୁରୋ)-ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକମାନଙ୍କର ଦୈନିକ ମଜୁରୀରେ ସଂଶୋଧନ କରିଛନ୍ତି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନିକ ମହଙ୍ଗାଭତ୍ତା ଆସନ୍ତା ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ପୋଲିସ ଏନ୍କାଉଣ୍ଟରରେ ଦୁଇ ମାଓବାଦୀ ମୃତ
ଭୁବନେଶ୍ୱର,୨୩ା୭ (ବ୍ୟୁରୋ): ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଉଏକ ସଫଳତା ମିଳିଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରେ କୋମ୍ବିଂ ଅପରେଶନ୍ବେଳେ ପୋଲିସ ଏନ୍କାଉଣ୍ଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ହେଉଛନ୍ତି…
ଛେଣ୍ଡିପଦାରେ ୨୪ ହାତୀ: ଭାଙ୍ଗିଲେ ଘର, ନଷ୍ଟ କଲେ କଦଳୀ ଫସଲ
ଛେଣ୍ଡିପଦା,୨୩।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବୁଧବାର ବିଳମ୍ବିତ ରାତିରେ ଶିମିଳିପାଳ ପଞ୍ଚାୟତ ଚରାକାନି ଗାଁରେ ୨୪ ହାତୀ ପଶି ଲକ୍ଷ ଲକ୍ଷ ଟଙ୍କାର କଦଳୀ ଫସଲ ନଷ୍ଟ କରିବା ସହ…
ଜୟପୁର ଚିଲ୍ଡ୍ରେନ୍ସ ହୋମ୍ରେ ନାବାଳକଙ୍କ ଆତ୍ମହତ୍ୟା
ଜୟପୁର,୨୩ା୭(ଡି.ଏନ.ଏ./ନି.ପ୍ର.)-କୋରାପୁଟ ଜିଲା ଜୟପୁରସ୍ଥିତ ସରକାରୀ ଚିଲ୍ଡ୍ରେନ୍ସ ହୋମ୍ (ଶିଶୁ ଯତ୍ନ ଭବନ)ରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଜଗନ୍ନାଥ ପରଜା(୧୨)। ସେ ବାଥ୍ରୁମ୍ର ସ୍କାଇଲାଇଟରେ ଗାମୁଛା ବାନ୍ଧି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଅନ୍ତେବାସୀ ତାଙ୍କୁ ଦେଖି…
କରୋନାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ, ୨୩।୭-ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ କୈଳାସ ଚନ୍ଦ୍ର ନାୟକ। ଚିକିତ୍ସାଧୀନ ଅବସ୍ଥାରେ…
ହସ୍ପିଟାଲରେ ରାଜ୍ୟପାଳ ଗଣେଶୀ ଲାଲ
ଭୁବନେଶ୍ୱର,୨୩।୭(ବ୍ୟୁରୋ)-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ଚେକ ଅପ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ମେଡିକାଲରେ ରାତ୍ର ଯାପନ କରି ଗତକାଲି ଫେରିବେ ବୋଲି ରାଜଭବନ ପକ୍ଷରୁ ସୂଚନା…
ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର
ଦିଗପହଣ୍ଡି,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ…
ରାଜ୍ୟରେ ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୩।୪(ବ୍ୟୁରୋ)-ରାଜ୍ୟରେ ଗୁରୁବାର ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ ଓ କନ୍ଧମାଳରୁ ୧୪ ଜଣ…
କୌଣସି ବ୍ୟକ୍ତି କରୋନା ଲକ୍ଷଣ ଲୁଚାନ୍ତୁ ନାହିଁ, ଶୀଘ୍ର କରନ୍ତୁ ଟେଷ୍ଟିଂ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ୪ଟି ଅପିଲ କରିଛନ୍ତି। ପ୍ରଥମଟି ହେଲା ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ଲକ୍ଷଣ ଲୁଚାନ୍ତୁନାହିଁ। ଦ୍ୱିତୀୟଟି ହେଲା କରୋନା ଟେଷ୍ଟ…
ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ: ସୁସ୍ଥ ହେଉଥିବା ରୋଗୀ ଦାନ କରିବାକୁ ଆଗେଇ ଆସନ୍ତୁ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ହେବ। ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ। ଏନେଇ ଗୁରୁବାର ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା…
ଲକ୍ଷଣହୀନ ଘରେ ରହି ଚିକିତ୍ସିତ ହୁଅନ୍ତୁ, ୧୦ ଦିନରେ ହେବେ ସୁସ୍ଥ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୁଅନ୍ତୁ। ୧୦ ଦିନରେ ଭଲ ହୋଇଯିବେ।…
ଅଧିକ ଟ୍ରେସିଂ ଯୋଗୁ ବଢୁଛି ସଂଖ୍ୟା; ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ: ଏସିଏସ୍
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଧିରେ ଧିରେ କେସ୍ ବଢ଼ୁଥିଲେ ବି ଏଥିଲାଗି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। କରୋନାକୁ ଗୋଡ଼େଇ ଗୋଡ଼େଇ ଧରାଯାଉଛି, ଟ୍ରେସ୍ କରାଯାଉଛି। ଗୋଟିଏ ବି କେସ୍ ଯେପରି ରହି…
Archives


