ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ
କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ ହାର ୮୦.୧୯ % ପ୍ରତିଶତ ରହିଛି। ତେବେ ଏଥର ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ…
ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ
ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ ବେହେରା। ସେ ଏଥର ୯୨.୫ ପ୍ରତିଶତ ମାର୍କ ରଖିଛନ୍ତି। ବିଭାଗରୁ ମିଳିଥିବା ତ ଥ୍ୟାନୁଯାୟୀ…
ଆଇଏଏସ୍ ଅଫିସର ହେବେ ଦେବଗଡ଼ ଜିଲା ମାଟ୍ରିକ୍ ଟପ୍ପର
ଦେବଗଡ଼,୨୯।୭(ଡି.ଏନ୍.ଏ.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲାର ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ରିଆମାଳ ବ୍ଲକ ବୁଢ଼ାପାଳ ହାଇସ୍କୁଲର। ସେ ୫୫୩(୯୨.୨) ପ୍ରତିଶତ…
ଅନୁଗୋଳ ପାଇଁ ଗୌରବ ଆଣିଲେ ସୋମ୍ୟରଞ୍ଜନ: ହେଲେ ଜିଲା ଟପ୍ପର
ଅନୁଗୋଳ ଅଫିସ,୨୯।୭: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ଛାତ୍ର ସୌମ୍ୟରଂଜନ ସାମନ୍ତ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୫୭୫(୯୫.୮୩ ପ୍ରତିଶତ ) ନମ୍ବର…
ଝାରସୁଗୁଡ଼ାରେ କମିଛି ମାଟ୍ରିକ ପାସ ହାର: ଗତବର୍ଷ ଥିଲା ୮୫.୪୮, ଏବର୍ଷ ରହିଛି…
ଝାରସୁଗୁଡ଼ା ଅଫିସ,୨୯ା୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୩୮ଟି ପରୀକ୍ଷା କେନ୍ଦ୍ରରେ ୧୧୭ ହାଇସ୍କୁଲର ୬,୪୦୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୯୪୩ ଜଣ ପାସ୍…
ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର
ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦିବେଶ ବେହେରା ଏ-୧ ଗ୍ରେଡ୍ ରଖି ମାଟ୍ରିକ ଟପ୍ପର…
ରବିନ୍ଦ୍ର ମେଡିକାଲ ହଲ୍କୁ ବନ୍ଦ କଲା ବିଏମ୍ସି
ଭୁବନେଶ୍ୱର,୨୯।୭(ବ୍ୟୁରୋ): ବନ୍ଦ ହେଲା ବାପୁଜି ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ। ଏହାର ଜଣେ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଧବାର ଏହାକୁ ବନ୍ଦ କରି ଦିଆଯାଇଛି। ଏ ବିଏମ୍ସି । ସତର୍କତାମୂଳକ…
ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ
ଛତ୍ରପୁର, ୨୯।୭(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ଗଞ୍ଜାମର ୮୬ ଜଣଙ୍କ ଜୀବନ ଗଲାଣି। ଅପରପକ୍ଷରେ ଜ଼ିଲାରେ ଗତ ସପ୍ତାହ ତୁଳନାରେ…
ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ
ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ପଡିଆ ବ୍ଲକ ସଦର ମହକୁମାରେ। ପଡିଆ ବ୍ଲକ ଅନ୍ତର୍ଗତ ମୁସାକୀଗୁଡା…
ଗଞ୍ଜାମରେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ କୋଭିଡ କେୟାର ସେଣ୍ଟର: ୩୦୦ ବେଡ୍, ୩୬ ଆଇସିୟୁ ବ୍ୟବସ୍ଥା
ଛତ୍ରପୁର, ୨୯।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିରେ ୧୫୦ ଲେଖାଏ ମୋଟ ୩୦୦ ବେଡ୍ ରହିବ। ଏଥିସହ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ…
ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ରେ ସର୍ବାଧିକ ୮୯.୩୭%, ନୂଆପଡ଼ାରେ ସର୍ବନିମ୍ନ ୬୦.୧୮% ପାସ୍
ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ରହିଛି। ତେବେ ବରଗଡ଼ ଜିଲାରେ ସର୍ବାଧିକ ପାସ୍ ୮୯.୩୭% ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍ ୬୦.୧୮%…
ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା: କରୋନା ରୋଗୀଙ୍କ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର
ବ୍ରହ୍ମପୁର ଅଫିସ,୨୯।୭ – ଗଞ୍ଜାମ ଜିଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଜିଲାର ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ଘଟଣାର ୪ ଦିନ ପରେ ଖବର…
Archives


