ଲକ୍ଡାଉନ୍ ଯୋଗୁ ଟଙ୍କା ଉଠାଣରେ ଉପୁଜୁଥିଲା ସମସ୍ୟା, ଚୈାଦ୍ୱାରରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଏଟିଏମ୍ ସେବା
ଚୌଦ୍ୱାର,୧୧ା୪(ଡି.ଏନ୍.ଏ.): କରୋନା ଭୟାବହତାକୁ ନଜରରେ ରଖି ସାରା ଦେଶ ତଥା ରାଜ୍ୟକୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନରେ ସହାରାଞ୍ଚଳଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ନିଜ ଜମାରାଶି ଉଠାଣ...
ବିଶୋଧୀକରଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ
ପୁରୀ ଅଫିସ,୧୧।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିିଭନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। କିପରି ଏହି ମାରାତ୍ମକ ଭୂତାଣୁ ନ ବ୍ୟାପିବ ସେଥିଲାଗି ବିଶୋଧୀକରଣ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। ଶନିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱ,...
ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି ୫ମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ୍ରୁ ୨ଟି ଟ୍ରକ ଯୋଗେ...
ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା
ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍ପିଜିର ଦାମ୍ ସରକାରଙ୍କ ପକ୍ଷରୁ ମିଳିବ। ଅର୍ଥାତ ଏହି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ମିଳିବ। ଏପ୍ରିଲ, ଜୁନ ଓ...
ଭୁବନେଶ୍ୱରର ୫ଟି ସ୍କୁଲରେ ସ୍ବାବ୍ ନମୂନା ସଂଗ୍ରହ ଆରମ୍ଭ
ଭୁବନେଶ୍ୱର,୧୧।୪(ବ୍ୟୁରୋ): କରୋନା (କୋଭିଡ-୧୯) ଟେଷ୍ଟ ପାଇଁ ଶନିବାରଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ସ୍ବାବ୍ ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲରେ ମେଡିକାଲ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ ୯ଟାରୁ ମଧ୍ୟାହ୍ନ ୧୨...
ଭାସ୍କର୍ଯ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା
କଟକ ଅଫିସ,୧୧ା୪: କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସାମାଜିକ ଦୂରତ୍ୱ। ଲୋକେ ଅନେକ ସମୟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହୁଛି। ଲୋକଙ୍କୁ ସଚେତନ କରିବା ପାଇଁ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ଆଇନ ପରାମର୍ଶଦାତା ନରେନ୍ଦ୍ର ପୃଷ୍ଟି, କୋଷାଧ୍ୟକ୍ଷ ମାନସ ରଞ୍ଜନ ବୈରୀଗଞ୍ଜନ ପ୍ରମୁଖ ଏସ୍ପି...
ପରିବା ବେପାରୀଙ୍କୁ କରୋନା ଭୟ
ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କଟକ ଓ ଭୁବନେଶ୍ୱରେ ପନିପରିବା ଦର ହୁ ହୁ ହୋଇ ବଢୁଛି। ୪୦ଟଙ୍କା ତଳକୁୁ କାୈଣସି ପନିପରିବା ମିଳୁ ନାହିଁ। ଆଳୁ ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ପନିପରିବା ସବୁ କିଛି ମହଙ୍ଗା ହୋଇଛି। ଅଦା...
ମାସ୍କ ନାହିଁ ତ ପେଟ୍ରୋଲ ନାହିଁ
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର କଟକଣା ଲଗାଉଛନ୍ତି। ଏପରି କି ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ମାସ୍କ ପିନ୍ଧିବା ସରକାର ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ମାସ୍କ ନ ପିନ୍ଧି ଘରୁ...
ରାଜ୍ୟର ସ୍ଥିତି ସମ୍ପର୍କରେ ସୋନିଆଙ୍କ ସହ କଥାହେଲେ ନିରଞ୍ଜନ
ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଦେଶରେ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ ଅବଧିକୁ ଏପ୍ରିଲ ୩୦ଯାଏ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଓ ପିସିସି ସଭାପତି ନିରଞ୍ଜନ...
ଶତାଧିକ ନିରାଶ୍ରୟଙ୍କୁ ଜଳଖିଆ ଦେଲା ବିଏମ୍ସି
ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ବିଏମ୍ସି ପକ୍ଷରୁ ଶୁକ୍ରବାର ସକାଳେ ସହରରେ ଥିବା ନିରଶ୍ରୟଙ୍କୁ ଜଳଖିଆ ପ୍ରଦାନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍ ଓ ରାମ ମନ୍ଦିର ପାର୍ଶ୍ୱରେ ଥିବା ୫୦୦ ନିରାଶ୍ରୟଙ୍କୁ ଜଳଖିଆ ଦିଆଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେଣ୍ଟର ଫର୍ ସୋସିଆଲ୍ ସର୍ଭିସ ଆଣ୍ଡ...
କରୋନା ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୬.୩୫କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ହେଲେ ଏହା ଯଥେଷ୍ଟ ନୁହେଁ, ଅଧିକ ଅନୁଦାନ ଦେବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...
Archives


