‘ମେଟଲ୍ ମିଟ୍-୨୦୧୯’; ଗ୍ରାଣ୍ଡ ଫିନାଲେକୁ ଗଲେ ଜୁନିୟର ଟପ୍ ୮ ଟିମ୍: ଭୁବନେଶ୍ୱରର ସର୍ବାଧିକ ୬ ସ୍କୁଲ
ଭୁବନେଶ୍ୱର,୩।୮(ବ୍ୟୁରୋ): ଶେଷ ହୋଇଛି ‘ମେଟଲ୍ ମିଟ୍-୨୦୧୯’ର ପ୍ରିଲିମ୍ସ ରାଉଣ୍ଡ। ଗ୍ରାଣ୍ଡ ଫିନାଲେ ପାଇଁ ଚୁଡ଼ାନ୍ତ ହୋଇଛି ‘ଟପ୍-୮’ଟିମ୍। ଫାଇନାଲକୁ ଯାଇଥିବା ଜୁନିୟର ଟିମ୍ଗୁଡ଼ିକମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ୬ଟି ଟିମ୍ ରହିଛି। ଏଥିସହ ରାଉରକେଲା ଓ କଟକର ଗୋଟିଏ ଗୋଟିଏ ଟିମ୍ ଫାଇନାଲ୍ରେ…
ମେଟଲ୍ ମିଟ୍-୨୦୧୯; ସରିଲା ଜୁନିୟର୍ ଗ୍ରୁପ୍ ପ୍ରିଲିମ୍ସ, ସିନିୟର ପ୍ରିଲିମ୍ସ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ
ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ର ଜୁନିୟର ଗ୍ରୁପ୍ର ପ୍ରିଲିମ୍ ରାଉଣ୍ଡ ଶନିବାର ଶେଷ ହୋଇଛି। କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ଦମ୍ଦାର ପ୍ରଶ୍ନର ଉତ୍ତରକୁ ପିଲାମାନେ ଉତ୍ତର ଖାତାରେ ଲେଖିଥିବା ବେଳେ ଏବେ ରେଜଲ୍ଟକୁ ସମସ୍ତେ ଅପେକ୍ଷା କରି…
ରାଜଧାନୀରେ ଡବଲ ଏନ୍କାଉଣ୍ଟର, ୨ ଅପରାଧୀ ଗୁରୁତର
ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍ ଲୁଟ୍ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍କାଉଣ୍ଟର କରିଛି। ଏଥିରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅରୁଣ କୁମାର…
ମେଟଲ୍ ମିଟ୍-୨୦୧୯; ଏଠାରେ କେହି ଲୁଜର୍ ନୁହନ୍ତି, ସମସ୍ତେ ଓ୍ବିନର୍: ତଥାଗତ ସତପଥୀ
ଭୁବନେଶ୍ୱର,୩।୮(ବ୍ୟୁରୋ): ଓଡ଼ିଶାରେ କୁଇଜିଂ କଲଚର୍କୁ ପ୍ରୋତ୍ସାହିତ କରିବା ‘ମେଟଲ୍ ମିଟ୍’ର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ନାଚ, ଗୀତ, ମଡେଲିଂ ଭଳି ବହୁ ଗ୍ଲାମର ଇଭେଣ୍ଟ ହେଉଥିବା ବେଳେ କୁଇଜିଂ ପାଇଁ କିନ୍ତୁ ଭଲ ପ୍ଲାଟ୍ଫର୍ମ ନ ଥିଲା। ଆମେ ସେହି ଖାଲିସ୍ଥାନକୁ…
ମେଟଲ୍ ମିଟ୍-୨୦୧୯: ଜୁନିୟର୍ ଗ୍ରୁପ୍ରେ ୪୩ଟିମ୍
ଭୁବନେଶ୍ୱର,୩।୮(ବ୍ୟୁରୋ):‘ମେଟଲ୍ ମିଟ୍-୨୦୧୯’ର ଜୁନିୟର୍ ଗ୍ରୁପ୍ ପାଇଁ ରେଜିଷ୍ଟ୍ରେଶନ୍ ଶେଷ ହୋଇଛି। ଏଥିରେ ଓଡ଼ିଶାର ୪୨ଟି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ମୋଟ ୪୩ଟି ଟିମ୍ ଭାଗ ନେଇଛନ୍ତି। ମେଟଲ୍ ମିଟ୍-୨୦୧୯ରେ ଭୁବନେଶ୍ୱରରୁ ସର୍ବାଧିକ ୨୪ଟି ଶିକ୍ଷାନୁଷ୍ଠାନ ରହିଛି। ଏହା ବ୍ୟତୀତ କଟକରୁ ୮, ଢେଙ୍କାନାଳ,…
ମେଗା କୁଇଜ୍ ଇଭେଣ୍ଟ୍ ‘ମେଟଲ୍ମିଟ୍-୨୦୧୯’ ଆରମ୍ଭ
ଭୁବନେଶ୍ୱର,୩।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍ ପ୍ରତିଯୋଗିତା ‘ମେଟଲ୍ମିଟ୍ ୨୦୧୯’ ଭୁବନେଶ୍ୱରର ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ଠାରେ ଆରମ୍ଭ ହୋଇଛି। ଓଡ଼ିଶାର ପ୍ରମୁଖ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଏହି ପ୍ରତିଯୋଗିତା ପାଇଁ ଏଠାରେ ଆସି…
ଚାଇଲ୍ଡ ଲାଇନ ପକ୍ଷରୁ ୭୧ଶିଶୁ ଉଦ୍ଧାର
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨ା୮(ଡି.ଏନ୍.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଗଦାପୁର ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଛାତ୍ରାବାସ ଉପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି କଳ୍ପନା ମହାନ୍ତି, ଶିବ ଶଙ୍କର…
ଧନ୍ଦାମୂଳକ ଶିକ୍ଷାର ଚାହିଦା ନାହିଁ
ବ୍ରହ୍ମପୁର ଅଫିସ୍,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ…
୪ରୁ ୭ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା…
ସମ୍ପରେ ଫସି ଠିକାଦାରଙ୍କ ସମେତ ୩ ମୃତ
ଭୁବନେଶ୍ୱର, ୩ା୮(ବ୍ୟୁରୋ): ଏକ ନିର୍ମାଣାଧୀନ ଘରର ପାଣି ସମ୍ପ୍ରେ ଫସି ଜଣେ ଶ୍ରମିକ ଠିକାଦାର ଓ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍ ରୋଡ୍ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟିଛି…
କୁନ୍ଦୁଲି ଗଣବଳାତ୍କାର, ଆତ୍ମହତ୍ୟା ମାମଲା: ୪ ସପ୍ତାହରେ ତଦନ୍ତ ଶେଷ କର
କଟକ ଅଫିସ, ୩ା୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଶୁକ୍ରବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତରେ ସନ୍ତୁଷ୍ଟ ନ ହେଲେ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ୍ (ଏସ୍ଆଇଟି)…
ଭରତପୁର ଖଣି ଦୁର୍ଘଟଣା:କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁ: ବିଜେଡ
ତାଳଚେର,୩ା୮(ନି.ପ୍ର.) ଭରତପୁର କୋଇଲା ଖଣି ଦୁର୍ଘଟଣା ଏମ୍ସିଏଲ୍ର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଘଟିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ କୋଇଲା ମନ୍ତ୍ରଣାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଦଳ ପକ୍ଷରୁ କୁହାଯାଇଛି…
Archives


