ରାଜ୍ୟ

ଶୀତ ଅଧିବେଶନରେ ରହିବନି ପ୍ରଶ୍ନକାଳ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ):ବିଧାନସଭାର ମୌସୁମୀ ଅଧିବେଶନ ଭଳି ଆସନ୍ତା ଶୀତ ଅଧିବେଶନରେ ମଧ୍ୟ ପ୍ରଶ୍ନକାଳ ରହିବ ନାହିଁ। ଏହାକୁ ବାତିଲ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଗୃହ ଚାଲିବ। ଦିନକୁ ସାଢେ ୪ ଘଣ୍ଟା ପାଇଁ ବିଧାନସଭା ଚାଲିବ ବୋଲି ବୁଧବାର ବାଚସ୍ପତି…

ଉଜୁଡ଼ିଲା ଧାନଚାଷ, ହାତ ଟେକିଦେଲା ବିଭାଗ

ଜଗତ୍‌ସିଂହପୁର ଅଫିସ, ୧୯ା୧୧:ଜଗତ୍‌ସିଂହପୁର ଜିଲାରେ ନିମ୍ନମାନର ବିହନକୁ ନେଇ ଚାଷୀ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସିଛି। ଏବେ ସାରଳା ଓ ଆର୍‌ଜିଏଲ୍‌-୨୫୩୭ ସରକାରୀ ଧାନ ବିହନ ଶତାଧିକ ଚାଷୀଙ୍କୁ ନିରାଶ କରିଛି। ନିମ୍ନମାନର ବିହନ ଯୋଗୁ ଧାନ ପତ୍ରରେ…

ଓଡ଼ିଶାକୁ ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ଓଡ଼ିଶାକୁ ମିଳିଛି ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରଣାଳୟ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟର ମାନ୍ୟତା ଦେଇଛି। ଆସନ୍ତା ୨୧ ତାରିଖ ବିଶ୍ୱ ମତ୍ସ୍ୟ ଦିବସରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରଣାଳୟ…

ସ୍ବାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ମିଳିବ ଟୀକା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଟୀକାମିଳିବାର ଆଶା ଉଜ୍ୱଳ ହୋଇଛି। ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟ କର୍ମୀ ସମେତ ଗର୍ଭବତୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକ ପ୍ରଦାନରେ ପ୍ରାଥମିକତା…

ଡ୍ରଗ୍ସ ଲିଙ୍କ୍‌ରେ ବିଏମ୍‌ସି କର୍ମଚାରୀ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ) : ରାଜଧାନୀରେ ବେଧଡ଼କ ଭାବେ ଚାଲିଥିବା ଡ୍ରଗ୍ସ କାରବାରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ମଚାରୀ। ଲିଙ୍ଗରାଜ ଥାନା ପୋଲିସ ପୁରୁଣା ଭୁବନେଶ୍ୱରିରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୧୮ ା୧୧(ବ୍ୟୁରୋ)- ରାଜ୍ୟରେ ବୁଧବାର ଆଉ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୧୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ବରରୁ…

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍‌

ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍‌ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ନେଇ…

ଦୋକାନ ଭିତରକୁ ପଶିଗଲା ଟ୍ରକ: ୨ ମୃତ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ପାଟେଶ୍ୱର ମନ୍ଦିର ନିକଟ ବାଂଶପାଳ-କେନ୍ଦୁଝର ରାସ୍ତାରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଛି। ଫଳରେ ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣା ପରେ…

ଭୁବନେଶ୍ୱରରୁ ଆଜି ୫୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୪୦

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୪୦ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଲେଖାଶ୍ରୀଙ୍କ ଅଡ଼ୁଆ ବଢ଼ିଲା: କ୍ଷମା ନମାଗିଲେ ପୁରୀରେ ପ୍ରବେଶ କରାଇ ଦିଆଯିବନାହିଁ ଚେତାବନୀ

ପୁରୀ ଅଫିସ,୧୮।୧୧: ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି। ଏକାଧିକ ଏତଲା ପରେ ବୁଧବାର ସଚେତନ ନାଗରିକ ମଞ୍ଚ ପକ୍ଷର ସର୍ଗଦ୍ୱାର ସମ୍ମୁଖରେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଫ୍ଲେକ୍ସ ପୋଡାଯାଇଛି।…

ଶପଥ ନେଲେ ବିଜୟ ଶଙ୍କର, ସ୍ବରୂପ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନବନିର୍ବାଚିତ ବିଧାୟକ ବୁଧବାର ଶପଥ ନେଇଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖ…

କରୋନାରେ ଆଖିବୁଜିଲେ ଆଉ ୧୫: ସୁନ୍ଦରଗଡ଼ରୁ ରହିଛନ୍ତି ସର୍ବାଧିକ ୩

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟରେ କରୋନାରେ ବୁଧବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୧୫୭୫ରେ ପହଞ୍ଚିଛି। ସୁନ୍ଦରଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri