ରାଜ୍ୟ

ଥଣ୍ଡାକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ: ଶୀତ ଅଟକାଇଛି ଜେଟ୍‌ ଷ୍ଟ୍ରିମ୍‌

ଗ୍ରୀଷ୍ମରେ ଖରା, ମୌସୁମୀରେ ବର୍ଷା ଓ ଶୀତଦିନେ ଥଣ୍ଡା ଋତୁଚକ୍ରର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପାଣିପାଗ ପରିବର୍ତ୍ତନ ପ୍ରକୃତିର ନିୟମ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି କି ଏବେ ଡିସେମ୍ବର ଶେଷ ହୋଇ ନୂଆବର୍ଷ ଆସିବାକୁ…

ଆଜି ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୧୨: ସବୁ ଉତ୍କଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାରଠାରୁ ଶ୍ରୀମନ୍ଦିର ଖୋଲିବ। ଭକ୍ତ ଓ ଭଗବାନଙ୍କ ମିଳନ ହେବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍‌ ତିଆରି ସରିଥିବାବେଳେ ନାମ ପଞ୍ଜୀକରଣ ଓ ଫଟୋଉଠା…

ଫେବୃୟାରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ହେବନି

ଭୁବନେଶ୍ୱର, ୨୩ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରେ ହେବାକୁ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏ ନେଇ ମଙ୍ଗଳବାର…

ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି ଟଙ୍କାର ଏକ ଜାଲ୍‌ ଜିଏସ୍‌ଟି ବିଲ୍‌ ର଼୍ୟାକେଟରେ ସମ୍ପୃକ୍ତ ଥିବା ୩ ମାଷ୍ଟରମାଇଣ୍ଡଙ୍କୁ ଗିରଫ…

ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ, ୨ ଆହତ

ରାଉରକେଲା,୨୨।୧୨: ବିମଳାଗଡ଼ ରେଲୱେ ୟାର୍ଡ ନିକଟରେ ମଙ୍ଗଳବାର ସାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ସନ୍ଧ୍ୟା ୭ଟାରେ ଲୁହାପଥର ନେଇ ଏକ ମାଲବାହୀ ଟ୍ରେନ ବରସୁଆଁରୁ ରାଉରକେଲା ଅଭିମୁଖେ ବାହାରିଥିଲା। କିଛି ବାଟ ଯିବା ପରେ ଟ୍ରେନ ୧୧୦ କିମି ବେଗ…

ରାଜ୍ୟରେ ସୁସ୍ଥ ହେଲେ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨।୧୨: ରାଜ୍ୟରେ ମଙ୍ଗଳବାର ୩୮୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ୭୧ ଜଣ। ଖୋର୍ଦ୍ଧରୁ ୩୮, ଅନୁଗୁଳରୁ ୩୭, ସମ୍ବଲପୁରରୁ ୨୭, ବରଗଡ଼ରୁ ୨୬, ମୟୁରଭଞ୍ଜରୁ ୨୫, କଟକରୁ ୨୧, ବାଲେଶ୍ୱରରୁ ୨୦,ଯାଜପୁରରୁ ୧୬,…

ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଲିମିକା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି।…

ପରୀ ମୃତଦେହ ସହ ଯୌନ ସମ୍ପର୍କ ରଖିଥିଲେ ଅଭିଯୁକ୍ତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ନୟାଗଡ଼ ଯଦୁପୁରର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି। ଏ ନେଇ ମଙ୍ଗଳବାର ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ…

ରାଜ୍ୟରେ ୩୧୯ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୩୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନ କିରାଣି

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମଙ୍ଗଳବାର ଆର୍‌ବି ଡିଭିଜନ-୧ର କିରାଣି ଅସିତ କୁମାର ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଡୁମ୍‌ଡୁମାସ୍ଥିତ ୩ ମହଲା ଘର, ଜଟଣୀସ୍ଥିତ ଗୋଟିଏ…

ପରୀ ହତ୍ୟାକାଣ୍ଡ: ପୋଖରୀରୁ ପ୍ରମାଣ ଖୋଜୁଛି ଏସ୍‌ଆଇଟି, ନିଷ୍କାସନ ହେଉଛି ପାଣି

ନୟାଗଡ଼ ଅଫିସ, ୨୨।୧୨: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ମଙ୍ଗଳବାର ସକାଳୁ ଜଳ ନିଷ୍କାସନ କରାଯାଉଛି। ଅଧିକ ପ୍ରମାଣ ଲାଗି ପୋଖରୀରୁ ଜଳ ନିଷ୍କାସନ…

ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ ନିର୍ଯାତନା ଦିଆଯିବା ସହ ଗାଁରୁ ବିତାଡ଼ିତ କରିଛନ୍ତି ମାଓବାଦୀ। ଦୁଇଦିନ ତଳେ ସ୍ବାଭିମାନ ଅଞ୍ଚଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri