ଆଜି ଭୁବନେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪ ଜଣ ରହିଥିବା ବେଳେ ଲୋକାଲ କେସ୍ ୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ନୟାଗଡ଼ ଜିଲା ଯଦୁପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲା ନୂଆମୋଡ ନେଇଛି। ଝିଅ ମୃତ୍ୟୁର ନ୍ୟାୟ ପାଇବାକୁ ପରୀଙ୍କ ମା’ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଘଟଣାରେ ସିବିଆଇ ତଦନ୍ତ ଦାବି କରି…
ଡୁମେରଯୋର ଏସ୍ବିଆଇ ଶାଖାରୁ ସଶସ୍ତ୍ର ଡକାୟତି
କୁଆଁରମୁଣ୍ଡା,୧୩।୧: ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବୁଧବାର ଅପରାହ୍ନରେ ଶସସ୍ତ୍ର ଡକାୟତି ହୋଇଛି। ୫ଜଣ ମୁଖାପିନ୍ଦା ଦୁର୍ବୃତ୍ତ ବ୍ୟାଙ୍କ କାର୍ଯ୍ୟାଳୟରେ ପଶି ପ୍ରଥମେ ସିସି ଟିଭି, କମ୍ପ୍ୟୁଟର…
ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବି କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୦ ଦିନ ଧରି ସେ ଚିକିତ୍ସିତ ହେଉଥିବା ବେଳେ ଅପରାହ୍ନରେ…
ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ରାସ୍ତା ସିଲ୍
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ତାମ୍ପରା ବୋଟ କ୍ଲବ ସମ୍ମୁଖ ଜାତୀୟ ରାଜପଥରେ ବୁଧବାର ସକାଳେ ଏଚ୍ପି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ…
ରାଜ୍ୟରେ ୨୧୦ କରୋନା ପଜିଟିଭ ଚିହ୍ନଟ, ୧ ମୃତ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ନୂଆ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ୨୧୦ ଜଣଙ୍କ ମଧ୍ୟରୁ ୧୨୨…
ଖୁସି ଖବର: ‘କୋଭିସିଲ୍ଡ’ ପରେ ରାଜ୍ୟରେ ପହଞ୍ଚିଲା ‘କୋଭାକ୍ସିନ’
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଗତ ୨ ଦିନ ହେଲା ରାଜ୍ୟବାସୀଙ୍କୁ ମିଳୁଛି ଆଶ୍ୱସ୍ତିକର ଖବର। ମଙ୍ଗଳବାର ଓଡ଼ିଶାରେ କରୋନା ଟିକା ‘କୋଭିସିଲ୍ଡ’ ପହଞ୍ଚିଥିବା ବେଳେ ବୁଧବାର ସକାଳେ ପହଞ୍ଚିଥି କୋଭିସିଲ୍ଡ। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨୦ ହଜାର ଡୋଜ ଆଜି…
ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି
ଭୁବନେଶ୍ୱର,୧୩ା୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଓଡିଶାକୁ…
ପୁରୀରେ ପହଞ୍ଚିଲା କୋଭିଡ୍ ଟିକା
ପୁରୀ ଅଫିସ,୧୩।୧: ପୁରୀରେ କୋଭିଡ-୧୯ ଭାକ୍ସିନ ପହଞ୍ଚିଛି। ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଶୀତଳଭଣ୍ଡାରରେ ଭାକ୍ସିନ୍ ରହିଛି। ୭ଶହ ଫାଇଲରେ ୭ ହଜାର ଡୋଜ୍ ପୁରୀରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ। ୧୦,୭୭୯…
ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ
ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ ହନ୍ତସନ୍ତ ହୋଇଛନ୍ତି। ଜନଜାତିଙ୍କ ସ୍ବାସ୍ଥ୍ୟ ଏବେ ବି ଚିନ୍ତାର ବିଷୟ ହୋଇରହିଛି। ସେମାନଙ୍କ ପାଇଁ…
ଭୁବନେଶ୍ୱର ଏମ୍ସକୁ ପ୍ରଥମ କାୟାକଳ୍ପ ପୁରସ୍କାର
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) କେବଳ ଦେଶର ସର୍ବୋତ୍ତମ ଚିକିତ୍ସା ପ୍ରତିଷ୍ଠାନ ନୁହେଁ, ସ୍ବଚ୍ଛତା ଓ ରୋଗୀ ପାଇଁ ନିରାପଦ ପରିବେଶ ଯୋଗାଇବାରେ ମଧ୍ୟ ନିଜକୁ ପ୍ରମାଣିତ କରିପାରିଛି। ଏମ୍ସକୁ ସ୍ବଚ୍ଛତା ପାଇଁ…
ରାଜଧାନୀରେ ନକଲି ଘିଅ କାରଖାନା ଠାବ
ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ କେଉଁଠି ନକଲି ତେଲ କାରଖାନା ଠାବ କରାଯାଉଛି। ରାଜ୍ୟବାସୀ ଏବେ ଖାଦ୍ୟ ନାଁରେ ଜହର…
Archives


