୩ ଦିନ ଶୀତ ଲହରି: ୪ରୁ ୫ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ୱର,୧ା୨(ବ୍ୟୁରୋ): ପୁଣି ଶୀତ ଲେଉଟିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍ସିୟସ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ଯାଏ କେତେକ ଜିଲାରେ ଶୀତ ଲହରି ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସୋମବାର ସୁନ୍ଦରଗଡ଼,…
ମାସେ ବଢ଼ିଲା ଇ-ଇପିକ୍ ଡାଉନ୍ଲୋଡ୍ ଅବଧି
ଭୁବନେଶ୍ୱର,୧ା୨(ବ୍ୟୁରୋ): ଭାରତର ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସରେ ନୂଆ ମତଦାତାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ଭୋଟର ପରିଚୟପତ୍ର(ଇ-ଇପିକ୍)ର ଶୁଭାରମ୍ଭ କରିଥିଲେ। ଏହା ଏକ ଡିଜିଟାଲ ଭୋଟର ପରିଚୟ ହୋଇଥିବାରୁ ସେମାନେ ଏହାକୁ ଭୋଟର ହେଲ୍ପଲାଇନ ମୋବାଇଲ ଆପ୍…
ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି
ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍…
ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ
ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ…
ଅର୍ଥନୀତିକୁ ଭାକ୍ସିନ୍ ଲୋଡ଼ା
ଭୁବନେଶ୍ୱର,୧।୨ (ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କବଳିତ କରି ରଖିଛି। ଏହା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଏବଂ ଦ୍ୱିତୀୟ ତ୍ରୈମାସରେ ୭.୭% ଖସିଛି। ଭାରତୀୟ ଅର୍ଥ…
ରାଇସ୍ ମିଲ୍ କରୁଛି ପ୍ରଦୂଷଣ: ମିଲ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍
ବରଗଡ଼ ଅଫିସ୍,୩୧।୧: ବରଗଡ଼ ଜିଲାରେ ଛତୁ ଫୁଟିଲା ଭଳି ରାଇସ୍ ମିଲ୍ ଗଢ଼ି ଉଠୁଛି। କେତେକ ରାଇସ୍ ମିଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡଲାଇନ୍ ମାନୁ ନ ଥିବା ଯୋଗୁ ପ୍ରଦୂଷଣ ବଢ଼ି ଚାଲିଛି। ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଲୋକଦେଖାଣିଆ…
ଦଶାହ କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ପିକ୍ଅପ୍ ଭ୍ୟାନ୍ ଓଲଟି ୯ମୃତ
କୋଟପାଡ଼, ୩୧।୧: କୋରାପୁଟ ଜିଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ପିକ୍ଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ପରିଚୟ ମିଳି ନ…
କୋଭିଡ୍ ପରିଚାଳନାରେ ଓଡ଼ିଶା ପୋଲିସକୁ ପ୍ରଶଂସା
ବରଗଡ଼ ଅଫିସ୍,୩୧।୧: କୋଭିଡ୍ ପରିଚାଳନାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସକୁ ପ୍ରଶଂସା କରିଛି । ରବିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ମହିଳା କମିଶନର ୨୯ତମ ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ସମାରୋହରେ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଛି ।…
ସୁସ୍ଥ ହେଲେ ୧୪୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୧ା୧- ଓଡ଼ିଶାରେ ରବିବାର ୧୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ କରୋନାରୁ ମୁକ୍ତ ହୋଇଥିବା ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୩,୩୨,୧୦୩ରେ ପହଞ୍ଚିଛି। ସମ୍ବଲପୁରରୁ ସର୍ବାଧିକ ୧୬, ପୁରୀ ୧୫, ସୁନ୍ଦରଗଡ଼ରୁ ୧୪, ବାଲେଶ୍ୱରରୁ ୧୧, ବରଗଡ଼ ଓ…
ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଜୁନାଗଡ଼,୩୧।୧: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଆଟିଗାଁ ସପ୍ତପଲ୍ଲୀ ବିଦ୍ୟାପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୁତ୍ତମାନେ ସ୍କୁଲ କବାଟ ତାଲା ଭାଙ୍ଗି ଗୋଟିଏ ଜେନେରେଟର ୧୨ଟି କମ୍ପ୍ୟୁଟର, ୭ଟି ଫ୍ୟାନ, ୧୦ଟି ଚୌକ, ଷ୍ଟେବିଲାଇଜର, ୪୦ଟି ହେଡଫୋନ୍,…
ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ
ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଓ ବନ୍ଧୁକ ଜବତ…
ନାବାଳିକାଙ୍କୁ ଗଣବଳାତ୍କାର: ଜେଲ ଗଲେ ୨ ଅଭିଯୁକ୍ତ
ଗୋପାଳପୁର,୩୧ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଋତୁ ବେହେରା (୩୦) ଓ ହେମନ୍ତ ବେହେରା…
Archives


