୫୦ ଲକ୍ଷ ଜବତ ନେଇ ନିର୍ବାଚନୀ ଚର୍ଚ୍ଚା
ପିପିଲି,୬।୪ (ଡି.ଏନ୍.ଏ./ସ୍ବ.ପ୍ର.):ପିପିଲିର ତରାକାଜ ଓଭରବ୍ରିଜ୍ଠାରେ ସୋମବାର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ଚଢ଼ାଉ କରି ଏକ ବାଇକ ସମେତ ନଗଦ ୫୦ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ଧରାପଡ଼ିଥିବା ୨ଜଣ ଯୁବକଙ୍କୁ ପିପିଲି ଥାନାରେ ଅଟକ ରଖାଯାଇଛି।…
ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା
ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ ଏବଂ ଗୋଟିଏ ଜିଲା ପରିଷଦ ସଭ୍ୟ ନିର୍ବାଚନ କରିବା ଲାଗି ଆନ୍ଧ୍ର ସରକାର ନିଷ୍ପତ୍ତି…
ଲମ୍ବୁଛି ଚୋରା କୋଇଲା ଚେର
ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ କୋଇଲା ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ପୋଲିସ ଆଖିରୁ ଖସିବା ପାଇଁ…
କମି କମି ଯାଉଛି ସୁବର୍ଣ୍ଣରେଖା ପତ୍ତନ
ଜଳେଶ୍ୱର,୫ା୪(ଡି.ଏନ.ଏ.)-ଉତ୍ତର ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ବାଲି ମାଫିଆଙ୍କ କବ୍ଜାରେ। ପଶ୍ଚିମବଙ୍ଗର ବାଲି ମାଫିଆମାନେ ଓଡ଼ିଶା ସୀମାବର୍ତ୍ତୀ ସୁବର୍ଣ୍ଣରେଖା ନଦୀପଠାରୁ ଜବରଦସ୍ତ ମେଶିନ ସହାଯ୍ୟରେ ବାଲି ଉତ୍ତୋଳନ କରି ନେଉଥିବାରୁ ନଦୀର ପତ୍ତନ ଧୀରେ ଧୀରେ କମି କମି ଯାଉଛି…
୬ ବର୍ଷ ହେଲା ମିଳିନି ଦରମା
ସିମୁଳିଆ, ୫।୪(ଡି.ଏନ.ଏ.)- ଲକ୍ଡାଉନରେ କେଇ ମାସ ମିଳୁ ନ ଥିଲା ଦରମା। ଲୋକଙ୍କ ସ୍ଥିତି କେଉଁ ଭଳି ଥିଲା ଦେଖିଛୁ। କିନ୍ତୁ ଆମେ ୬ ବର୍ଷ ହେଲା ଦରମା ପାଇନୁ। ଏଭଳି କୋହଭରା କଣ୍ଠରେ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ…
ବରଗଡ଼ରେ ନାଇଟ୍ କର୍ଫ୍ୟୁ
ବରଗଡ଼ ଅଫିସ୍,୫।୪: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଜିଲାରେ ୩୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ରାତି ୧୦ଟାରୁ ବରଗଡ଼…
ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ କରାଯାଉଛି। ଜମନକିରା ବ୍ଲକ ଡିମିରିମୁଣ୍ଡା ଗ୍ରାମରେ ୩…
ରାଜପଥରେ ହାତୀପଲ
ଦାରିଙ୍ଗବାଡ଼ି,୫।୪: ଗଞ୍ଜାମ-କନ୍ଧମାଳ ସିମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ. ଜାତୀୟ ରାଜପଥ କଡ଼ରେ ରବିବାର ହାତୀପଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ପଲରେ ୧୨ରୁ ୧୫ଟି ହାତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ରାଜପଥକୁ ଚାଳିଆସୁଥିବା କିଛି ଗାଡ଼ିଚାଳକ…
ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରୋଷେୟା ସମେତ ୫ ପଜିଟିଭ୍
କେନ୍ଦୁଝର,୫ା୪: ସ୍ଥାନୀୟ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହିଳା ହଷ୍ଟେଲର ୪ ଛାତ୍ରୀ ଓ ଜଣେ ରୋଷେୟା ପଜିଟିଭ୍ ହେବା ପରେ କଲେଜ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ପୂର୍ବରୁ ହଷ୍ଟେଲରେ ରହୁଥିବା ୨…
ସ୍କୁଲ ଛାତ ଉପରେ ପଡ଼ିଲା ଗଛ
ଅମରପାଲି, ୫।୪: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ସରକାରୀ ୟୁପି ସ୍କୁଲ ପରିସରରେ ଥିବା ଏକ ବହଳ ଗଛ ସୋମବାର ପବନରେ ଉପୁଡି ଶ୍ରେଣୀ କୋଠରି ଉପରେ ପଡିଥିଲା। ଫଳରେ ସ୍କୁଲ ଛାତ ଭାଙ୍ଗିଯାଇଛି। ୫ ଦିନ ତଳେ ଉକ୍ତ…
ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ
ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ…
ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ: ଦିନକରେ ୭୫ କରୋନା ପଜିଟିଭ, ବଢ଼ୁଛି ଲୋକାଲ କେସ୍
ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ରାଜଧାନୀ ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକାଲ କେସ୍ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରରୁ ସୋମବାର ଆଉ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୩ ଜଣ…
Archives


