ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ପାଇଁ ଆଡ୍ଭାଇଜରି
ଭୁବନେଶ୍ୱର,୨୨।୧୦(ବ୍ୟୁରୋ):କରୋନାରୁ ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ସଂକ୍ରାନ୍ତରେ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଡ଼ଭାଇଜରି ଜାରି ହୋଇଛି। ସୁସ୍ଥ ହେବା ପରେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ଅନ୍ୟକିଛି ରୋଗର ଲକ୍ଷଣ ଦେଖାଯାଉଛି। ତେଣୁ...
ଆଜି ୧୫ ମିନିଟ୍ ବିଦ୍ୟୁତ୍ ନ ଜାଳିବାକୁ ନିବେଦନ
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। ଗୁରୁବାର ସା ୬ଟାରୁ ୬ଟା ୧୫ ମିନିଟ୍ ପର୍ଯ୍ୟନ୍ତ ବିଜୁଳି ନ ଜାଳିବାକୁ ଲୋକଙ୍କୁ...
ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି
ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ। ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ପରିକଳ୍ପିତ ‘ହୀରକ ତ୍ରିଭୂଜ’ ବିଶ୍ୱ...
୨୦୨୧ରେ ୧୦୬ ଦିନ ସରକାରୀ ଛୁଟି
ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୧ରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମୋଟ...
ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରି
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟର ଶ୍ରମିକଗୋଷ୍ଠୀଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ କରାଯାଇଥିବା ସୁପାରିସକ୍ରମେ ସରକାର ସମସ୍ତ ୮୯ଟି ସିଡ୍ୟୁଲ୍ ସଂସ୍ଥାରେ କାର୍ଯ୍ୟକରୁଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ...
ହାଇଦ୍ରାବାଦ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ସହାୟତା ଘୋଷଣା
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ହାଇଦ୍ରାବାଦ ସମେତ ତେଲଙ୍ଗାନାର କିଛି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଓଡ଼ିଶା ଲୋକଙ୍କ ତରଫରୁ ଏହି ରାଶି ପ୍ରଦାନ...
ଶୀତ ବଢ଼ିଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ। ଅନେକ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। କୋଭିଡ୍-୧୯ ଭୂତାଣୁ ଶରୀରରେ ଥିବା ସମୟରେ ଅନ୍ୟ ରୋଗସବୁ...
ରାଜଧାନୀରେ ଏନ୍ଆଇଏର ଖୋଳତାଡ଼
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):କୌଣସି ଏକ ସୁରକ୍ଷା ପ୍ରସଙ୍ଗକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛି। ଖଣ୍ଡଗିରି ଥାନାଞ୍ଚଳରେ ରହୁଥିବା ଜଣେ ଛାତ୍ରଙ୍କୁ ୫ ଘଣ୍ଟାଧରି ଜେରା କରିବା ପରେ ଛାଡ଼ି ଦେଇଛି। ଏନ୍ଆଇଏ...
ମଧୁରଜଳ ମାଛଚାଷରେ ଓଡ଼ିଶା ପଛୁଆ
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ମାଛ ଉତ୍ପାଦନରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ମତ୍ସ୍ୟ ଚାଷର ଉନ୍ନତି ଓ ସମ୍ପ୍ରସାରଣ ସହ ମତ୍ସ୍ୟଜୀବୀଙ୍କ ଜୀବିକା ଓ ସାମାଜିକ ନିରାପତ୍ତା ଏବଂ ନୂତନ ନିଯୁକ୍ତି...
ଦୁଇଦିନ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍ମାର୍କର ରୂପ ନେଇ ସାରିଛି। ଗୁରୁବାର ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ...
ସେଲ୍ଫି ପଏଣ୍ଟ ପାଇଁ ସଜବାଜ
ଅନୁଗୋଳ ଅଫିସ, ୨୨ା୧୦: ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ିବା ଏବେ ଏକ ପ୍ରତିଯୋଗିତାରେ ପରିଣତ ହୋଇଛି। ଏହା କେବଳ ଯୁବପିଢ଼ିଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ। ପିଲାଙ୍କଠାରୁ ପାଚିଲା ମଣିଷଙ୍କ ଯାଏ ପ୍ରାୟ ସମସ୍ତେ ଏହି ମାୟାରେ ବାୟା।...
୧୧୦୬ ସ୍କୁଲରେ ଝୁଲିବ ତାଲା
ବାରିପଦା ଅଫିସ,୨୨ା୧୦-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।...
Archives


