ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, କାହିଁକି…
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଏମ୍ଜିଏନ୍ଆର୍ଇଜିଏସ୍ ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିଛି। ଏଥିରେ ୩୭୭.୯୧ କୋଟି ଦରମା ଏବଂ ୭୧୦.୮୧ କୋଟି ଟଙ୍କା ମ୍ୟାଟେରିଆଲ ବାବଦକୁ ଅର୍ଥ ପାଇବାର ଅଛି। ଏହି ବକେୟା ରାଶି ତୁରନ୍ତ ପ୍ରଦାନ କରିବା…
ମହାଲିଙ୍ଗ କଲେଜରେ ପ୍ରଶାସନିକ ଟିମ୍
ଭବାନୀପାଟଣା/ଗୋଲାମୁଣ୍ଡା,୧।୧୧(ସ୍ବ.ପ୍ର./ଡି.ଏନ୍.ଏ): ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ ତଦନ୍ତ କରିଛନ୍ତି ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ। ତାଙ୍କ ସହ ଜିଲା…
ମମିତା ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି, ସ୍କୁଟି ଜବତ
ଭବାନୀପାଟଣା,୧।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ରବିବାର ସାରେ ଜବତ କରିଛି ସିନ୍ଧେକେଲା ପୋଲିସ। ମହାଲିଙ୍ଗରୁ ଏହି ୨ ଗାଡ଼ିକୁ ଜବତ କରି…
ଟିକା ନେଇ ନ ଥିବା ଲୋକଙ୍କୁ ଖୋଜାଯିବ
ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ହିଁ ଏକମାତ୍ର ଅସ୍ତ୍ର। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ବହୁ ଲୋକ ଆଦୌ ଟିକା ନେଇ ନ ଥିବା ଜଣାପଡିଛି। ସେପଟେ ଦ୍ୱିତୀୟ ଡୋଜ୍ ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ…
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା
ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ କରି ନ ଥିଲେ। ସୋମବାର ମନ୍ତ୍ରୀ…
ଦୀପାବଳି ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା
ପୁରୀ ଅଫିସ,୧।୧୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡୁଆ ଡାକିବା ପାଇଁ…
ଆସିଲା କୁବେର କନଷ୍ଟେବଳଙ୍କ ଆୟ ବହିର୍ଭୂତ ସମ୍ପତ୍ତି ତାଲିକା: ଠାବ ହେଲାଣି ୬ କୋଟି ୯୭ ଲକ୍ଷରୁ ଅଧିକ ସମ୍ପତ୍ତି
ଭୁବନେଶ୍ୱର,୧।୧୧(ବ୍ୟୁରୋ): ବହିଷ୍କୃତ କୋଟିପତି କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ସୋମବାର ଭିଜିଲାନ୍ସ ଜାରି କରିଛି । ପ୍ରସନ୍ନ ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ।…
ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦିନେ ବଢ଼ିଲେ ଦିନେ କମୁଛି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ
ବାରିପଦା ଅଫିସ,୧ା୧୧: ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକମାନେ ସକାଳ ୬ରୁ ୯ଟା ମଧ୍ୟରେ ନିଜ ଗାଡ଼ି ଏବଂ ନାଁ ଠିକଣା ଗେଟ୍ରେ ଦାଖଲ କରିବେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ…
ଡିଏମ୍ଇଟି ଦାୟିତ୍ୱ ନେଲେ ରମାରମଣ ମହାନ୍ତି
ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡାଇରେକ୍ଟର ଅଫ୍ ମେଡିକାଲ ଏଜୁକେଶନ୍ ଆଣ୍ଡ୍ ଟ୍ରେନିଂ(ଡିଏମ୍ଇଟି) ଭାବେ ଡା. ରମାରମଣ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଡିଏମ୍ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଥିବାବେଳେ ଡା. ରମାରମଣ ନୂଆ ଡିଏମ୍ଇଟି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା…
ଠକେଇ ପାଇଁ ଜାଲ୍ କମ୍ପାନୀ
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍ କମ୍ପାନୀ ଖୋଲିଥିଲେ। ଜାଲ୍ କର୍ମଚାରୀଙ୍କ ନାଁରେ ଜାଲ୍ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ ନେଇଥିଲେ। ଆଉ ୨୦ ଲକ୍ଷ ଋଣ ନେବା ପୂର୍ବରୁ ଧରାପଡିଯାଇଥିଲେ। ଉକ୍ତ ଅର୍ଥ ଲଗାଣକାରୀ…
ବାଣ ବିକ୍ରି, ଫୁଟାଇବା ଉପରେ ଲାଗିପାରେ କଟକଣା: ଆଜି ହାଇକୋର୍ଟଙ୍କୁ ଅବଗତ କରାଇବେ ଏସ୍ଆର୍ସି
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଆଗକୁ ଦୀପାବଳି ଆସୁଥିବା ବେଳେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ସୋମବାର ଏହାର ଚୂଡ଼ାନ୍ତ ଶୁଣାଣି ହେବ। କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି…
Archives


