ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ୧୩ଟି ବ୍ଲକ ମୁଖ୍ୟାଳୟରେ ଆରମ୍ଭ ହୋଇଛି।
ଆନନ୍ଦପୁର ବ୍ଲକର ୧ ନମ୍ବର, ବାଂଶପାଳ ବ୍ଲକର ୨୪, ଚମ୍ପୁଆ ବ୍ଲକର ୧୩, ଘଷିପୁରା ବ୍ଲକର ୧୦, ଘଟଗାଁ ବ୍ଲକର ୭, ହରିଚନ୍ଦନପୁର ବ୍ଲକର ୩୧, ହାଟଡିହି ବ୍ଲକର ୩୪, ଝୁମ୍ପୁରା ବ୍ଲକର ୧୬, ଯୋଡ଼ା ବ୍ଲକର ୨୬, କେନ୍ଦୁଝର ସଦର ବ୍ଲକର ୪, ପାଟଣା ବ୍ଲକର ୨୧, ସାହାରପଡ଼ା ବ୍ଲକର ୨୯ ଓ ତେଲକୋଇ ବ୍ଲକର ୧୯ ନମ୍ବର ଜୋନ୍‌ରେ ଭୋଟ ଗଣନା ଚାଲିଛି।

ଆଜି ସନ୍ଧ୍ୟା ୬.୩୦ ସୁଦ୍ଧା ଏହି ଗଣତିରେ ଆନନ୍ଦପୁର ବ୍ଲକର ୧ ନମ୍ବର ଜୋନ୍‌ରେ ତପସ୍ବିନୀ ମହାନ୍ତ (ଭାଜପା) ୩୮୪୮, ଟୁନି ରଣା (ବିଜେଡି) ୬୧୧୦, ମିନାରାଣୀ ବେହେରା (କଂଗ୍ରେସ) ୧୩୫୬। ବାଂଶପାଳ ବ୍ଲକର ୨୪ ନମ୍ବର ଜୋନ୍‌ରେ ବିଜୁଳିବତୀ ନାଏକ (୩୦୦୧), ଶାନ୍ତିଲତା ରଣା (୬୯୮୦), ତୁଳସୀ ନାଏକ (୫୪୯)ଚମ୍ପୁଆ ବ୍ଲକର ୧୩ ନମ୍ବର ଜୋନ୍‌ରେ ବିନୋଦ ହାଇବୁରୁ (୨୭୭୪), ଉଦୟ ନାଏକ (୩୯୯୧), ମାନସିଂହ ମୁଣ୍ଡା (୧୩୮) ଘଷିପୁରା ବ୍ଲକର ୧୦ ନମ୍ବର ଜୋନ୍‌ରେ ମନାଲି ଦାସ (୩୬୧୦), ମଧୁସ୍ମିତା ଦାସ (୬୯୬୫), ସନ୍ଧ୍ୟାରାଣୀ ମହାନ୍ତି (୧୮୬୯),ଘଟଗାଁ ବ୍ଲକର ୭ ନମ୍ବର ଜୋନ୍‌ରେ ସରସ୍ବତୀ ମୁଣ୍ଡା (୩୨୭୬), ଯାଜ୍ଞସିନୀ ମହାନ୍ତ (୯୩୧୯), ନମିତା ରାଣୀ ନାଏକ (୨୭୯୫)। ହରିଚନ୍ଦନପୁର ବ୍ଲକର ୩୧ ନମ୍ବର ଜୋନରେ ପ୍ରଣତି ପରିଡ଼ା (୨୮୮୪), ସାଗରିକା ସାହୁ (୪୩୯୦), ନନ୍ଦିନୀ ସାହୁ (୩୫୬)। ହାଟଡିହି ବ୍ଲକର ୩୪ ନମ୍ବର ଜୋନ୍‌ରେ ବିବେକାନନ୍ଦ ରାଉତ (୩୪୯୩), ସୋମନାଥ ଦାସ (୩୯୫୬), ସୁରଥ ମହାକୁଡ଼ (୪୭୪)। ଝୁମ୍ପୁରା ବ୍ଲକର ୧୬ ନମ୍ବର ଜୋନ୍‌ରେ ଅନିତା ବାରିକ (୩୩୨୫), କ୍ଷୀରୋଦିନୀ ମହାକୁଡ଼ (୫୫୩୯), ଲୀଳାବତୀ ମହାନ୍ତ (୧୫୫)। ଯୋଡ଼ା ବ୍ଲକର ୨୬ ନମ୍ବର ଜୋନ୍‌ରେ ବସନ୍ତ କୁମାର ଗିରି (୧୩୬୭), ଶଶୀକାନ୍ତ ଖିଲାର (୪୦୨୨), ଅଭିମନ୍ୟୁ ନାଏକ (୨୭୩)। କେନ୍ଦୁଝର ସଦର ବ୍ଲକର ୪ ନମ୍ବର ଜୋନ୍‌ରେ ଗୀତାଞ୍ଜଳି ମହାନ୍ତ (୪୨୯୭), ଲୀଳାବତୀ ମହାନ୍ତ (୭୭୨୬), ସବିତା ସାହୁ (୪୧୬)। ପାଟଣା ବ୍ଲକର ୨୧ ନମ୍ବର ଜୋନ୍‌ରେ ସତ୍ୟବ୍ରତ ନାଏକ (୩୪୦୬), ପ୍ରଫୁଲ ଚନ୍ଦ୍ର ନାଏକ (୪୧୮୫), ଦାମୋଦର ନାଏକ (୪୬୮)। ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ରେ ଅଂଶୁମାନ ସବୁଜ ମହାନ୍ତ ବର୍ମା (୪୪୨୩) , ବୁଧଦେବ ମହାକୁଡ଼ (୫୩୮୨), ଦିଗାମ୍ବର ମହାନ୍ତ (୧୪୩)। ତେଲକୋଇ ବ୍ଲକର ୧୯ ନମ୍ବର ଜୋନ୍‌ରେ ଛଇଳବାଳା ନାୟକ (୮୫୫୩), ଶାନ୍ତିପ୍ରିୟା ନାୟକ (୭୦୩୪), ପାଣି ମୁଣ୍ଡା (୧୬୪୦)।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ୧ ନମ୍ବର ଜୋନ୍‌ ବିଜେଡି, ୨୪ ନମ୍ବର ଜୋନ୍‌ ବିଜେଡି, ୧୩ ନମ୍ବର ଜୋନ ସ୍ବାଧୀନ, ୧୦ ନମ୍ବର ଜୋନ୍‌ ବିଜେଡି, ୭ ନମ୍ବର ଜୋନ୍‌ ବିଜେଡି, ୩୧ ନମ୍ବର ଜୋନ୍‌ ବିଜେଡି, ୩୪ ନମ୍ବର ଜୋନ୍‌ ଭାଜପା, ୧୬ ନମ୍ବର ବିଜେଡି, ୨୬ ନମ୍ବର ସ୍ବାଧୀନ, ୪ ନମ୍ବର ଜୋନ ବିଜେଡି, ୨୧ ନମ୍ବର ଜୋନ ସ୍ବାଧୀନ, ୨୯ ନମ୍ବର ଜୋନ୍‌ ବିଜେଡି, ୧୯ ନମ୍ବର ଜୋନ୍‌ ବିଜେଡି ଦଖଲରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?