ବୀରମହାରାଜପୁର ୧ ନଂ ଜୋନ୍‌ରେ କଂଗ୍ରେସ ଆଗରେ

ଅମରପାଲି,୨୬ା୨(ଡି.ଏନ୍‌.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍‌ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି। ଚତୁର୍ଥ ରାଉଣ୍ଡ ପରେ ବିଜେଡିର ରଞ୍ଜିତ ରଥ ମୋଟ୍‌ ୨୭୧୩ ଖଣ୍ଡ ଭୋଟ ପାଇଥିବା ବେଳେ ଲବକୁମାର ସାହୁ ୨୭୭୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାଜପାର ରାଧାକାନ୍ତ ପଣ୍ଡା ୭୦୨ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଆମ୍‌ ଆଦମୀ ପାର୍ଟିର ସୁରେଶ କଲତା ୫୯ଖଣ୍ଡ ପାଇଥିବା ବେଳେ୨୮୭ ଖଣ୍ଡ ଭୋଟ୍‌ ନାକଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

କାମ ଦେଲାନି ହେଭିଓ୍ବେଟ୍‌ଙ୍କ ଅଙ୍କକଷା, ହୁମା ପଞ୍ଚାୟତରେ ନୂଆ ମୁହଁ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତରୁ ହୁମା ପଞ୍ଚାୟତ ଅନ୍ୟତମ। । ମାତ୍ର ଉକ୍ତ ପଞ୍ଚାୟତରେ ହେଭିଓ୍ବେଟ୍‌ ନେତାଙ୍କ ଅଙ୍କକଷା ଭୁଲ ହୋଇଥିବା ଚର୍ଚ୍ଚା ଜୋର...

ଇ-ଯାନ ମାଲିକଙ୍କୁ ସବ୍‌ସିଡି

ଭୁବନେଶ୍ୱର, ୨ା୪(ବ୍ୟୁରୋ): ରାଜ୍ୟରେ ପରିବେଶ ଅନୁକୁଳ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ଏଥିଲାଗି ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ବିଦ୍ୟୁତ୍‌...

ପୋଖରୀରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ: ସ୍ବାମୀ ଅଟକ

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀ୍‌ରେ ସୋମବାର ସାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସୋମବାରରାତିଲେ ତୁରୁମୁଙ୍ଗା...

ବୁଥ୍‌ ଦଖଲ ଘଟଣାରେ ୬ ଗିରଫ

ଢେଙ୍କାନାଳ ଅଫିସ, ୧୮।୨ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବୁଥ୍‌ ଜବରଦଖଲ ମାମଲାରେ ପୋଲିସ ଦୁଇଗୋଷ୍ଠୀର ୬...

ବିଷାକ୍ତ ବର୍ଜ୍ୟଜଳରେ ପ୍ରଦୂଷିତ ଶିଳ୍ପାଞ୍ଚଳ

ଯାଜପୁର ଅଫିସ,୧୪।୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଷାକ୍ତ ବର୍ଜ୍ୟପାଣି ଓ ଧୂଆଁ ଛାଡ଼ିବାରେ କାରଖାନାଗୁଡ଼ିକ କାହାକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ସାରା ରାଜ୍ୟରେ...

ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ...

ପେଟ ପାଇଁ ମହିଳା, ଶିଶୁ ବିଡ଼ି ମୋଡୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୩।୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ବିଶ୍ୱ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କଥା ସଭାସମିତିରେ ଉଠାଯାଇଛି। ତେବେ...

Advertisement
Archives

Model This Week