ବିଦ୍ୟୁତ୍ ଶୁଳ୍କ ବୃଦ୍ଧି: ଗୃହ ହୁଲସ୍ଥୂଲ
ଭୁବନେଶ୍ୱର,୧ା୪(ବ୍ୟୁରୋ):କରୋନା ମହାମାରୀରେ ଲୋକମାନେ ଜୀବନଜୀବିକା ହରାଇ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏପରିସ୍ଥଳେ ବିଦ୍ୟୁତ୍ ଶୁଳ୍କ ବଢ଼ାଇ ସରକାର ବୋଝ ଉପରେ ନଳିତାବିଡ଼ା ଲଦିଛନ୍ତି। ଗତ ୭ ମାସରେ ଦୁଇ ଥର ବିଦ୍ୟୁତ୍ ଶୁଳ୍କ ବଢ଼ାଯାଇଛି। ସରକାର ତୁରନ୍ତ...
ପୁଣି ହେବ କଣ୍ଟେନ୍ମେଣ୍ଟ
ଭୁବନେଶ୍ୱର, ୧।୪(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଏପ୍ରିଲ୍ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ଏପ୍ରିଲ୍ ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା...
ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ
ମାଲକାନଗିରି,୩୧ା୩: ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲା ବାସେଗୁଡ଼ା ଥାନା ଅନ୍ତର୍ଗତ ଚିନାତେରେମ ଗ୍ରାମର ମଇନୁ ଓରଫ ଶମ୍ଭୁ ଦୋଡି (୨୫), ଗାଙ୍ଗୁଲୁର ଥାନା ଅନ୍ତର୍ଗତ କର୍ନାଲ...
ଗୁଗଲ୍ ସର୍ଚ୍ଚ କରି ଡାକ୍ତର ଦେଲେ ଇଞ୍ଜେକ୍ଶନ, ଚାଲିଗଲା ଶିଶୁର ଜୀବନ
ନବରଙ୍ଗପୁର/ଡାବୁଗାଁ,୩୧ା୩: ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଛି। ଡାକ୍ତର ଗୁଗଲ୍ରୁ ସର୍ଚ୍ଚକରି ଇଞ୍ଜେକ୍ଶନ ଦେଇଥିବା ମୃତ ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ...
୭ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ମେଡିକାଲ ଅଧିକାରୀ
ଫୁଲବାଣୀ ଅଫିସ,୩୧।୩: କନ୍ଧମାଳ ଜିଲା ଫିରିଙ୍ଗିଆ ମେଡିକାଲର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନିଶିତ ନିଶାନ୍ତ ମାଲୁ ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମେଡିକାଲରେ କାର୍ଯ୍ୟରତ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କ ବକେୟା ପ୍ରାପ୍ୟ ଅନୁମୋଦନ କରିବାକୁ ସେ ୭...
ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ
ଗୋପାଳପୁର,୩୧ା୩: ନାବାଳିକାଙ୍କୁ ବଳାତ୍କାର କରିବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସମ୍ପୃକ୍ତ ଅଞ୍ଚଳର...
ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା
ସାକ୍ଷୀଗୋପାଳ,୩୧।୩: ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଦାଶବିଦ୍ୟାଧରପୁର ପଞ୍ଚାୟତରେ ବୁଧବାର ଜଣେ ଯୁବକକୁ ଭୁଜାଲିରେ ହାଣି ନର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଡିହପୁର ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ। କୃଷ୍ଣଙ୍କୁ ଦାଶବିଦ୍ୟାଧରପୁର ଗ୍ରାମର ପଦୁ ଦାସ ହତ୍ୟା...
୩୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଭଦ୍ରକ ଅଫିସ,୩୧।୩: ଭଦ୍ରକରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ମଙ୍ଗଳବାର ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରୁ ପୁରୁଣାବଜାର ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୩୩୦ ଗ୍ରାମର ବ୍ରାଉନସୁଗାର...
ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ୍
ରେଙ୍ଗାଲି,୩୧ା୩: ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ରେଙ୍ଗାଲି-ସପନେ ରାସ୍ତାର ସାଲଡ ଗ୍ରାମ ନିକଟରେ ବୁଧବାର ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ବାଇକ୍ ଲୁଟି ନେଇଛନ୍ତି। ସାଲେପଡା ଗ୍ରାମର ଦେବେନ୍ଦ୍ର ଓରାମ ଏକ ବାଇକ୍ (ଓଡି୧୫କ୍ୟୁ-୫୦୧୫) ଯୋଗେ ସମ୍ପର୍କୀୟଙ୍କ...
ଜଙ୍ଗଲ ନିଆଁ ଲିଭାଇଲେ ଥାନା ଆଇଆଇସି
ଖଡିଆଳ,୩୧।୩: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବରଗାଁ ସ୍ଥିତ ଚକା ଜଙ୍ଗଲରେ କିଛି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଖଡିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ କୋଭିଡ ସଚେତନତା ନେଇ ବରଗାଁ ଯାଉଥିବା ବେଳେ ଜଙ୍ଗଲରେ ନିଆଁ...
ପିପିଲି ପାଇଁ ଏପ୍ରିଲ ଗାଇଡ୍ଲାଇନ୍
ଭୁବନେଶ୍ୱର,୩୧।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ସଭାସମିତି ପାଇଁ ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି ଏସ୍ଆର୍ସି। – ଇଣ୍ଡୋରରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା କରାଯିବା ପାଇଁ ନିର୍ଦ୍ଦେଶ। –...
ଏପ୍ରିଲ ପାଇଁ ଗାଇଡ୍ଲାଇନ୍ ଜାରି, ଜାଣନ୍ତୁ କ’ଣ ରହିଛି ଏଥିରେ
ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ବୁଧବାର ଏପ୍ରିଲ ମାସ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍ଲାଇନ୍ ଏପ୍ରିଲ ୧ରୁ ୩୦ ତାରିଖ ଯାଏ ଲାଗୁ ହେବ। କ’ଣ ରହିଛି ଗାଇଡ୍ଲାଇନ୍ରେ ଜାଣନ୍ତୁ: – ସତର୍କତାର ସହ...
Archives


