ପିପିଲି ପାଇଁ ଏପ୍ରିଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସଭାସମିତି ପାଇଁ ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି ଏସ୍‌ଆର୍‌ସି।

– ଇଣ୍ଡୋରରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା କରାଯିବା ପାଇଁ ନିର୍ଦ୍ଦେଶ।

– ଇଣ୍ଡୋର ହଲ୍‌ରେ ୫୦% ସିଟ୍‌ରେ ଲୋକେ ବସିପାରିବେ ବୋଲି ନିର୍ଦ୍ଦେଶ ରହିଛି।

– ସେହିପରି ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ

– ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ପ୍ରଶାସନ ସଂଖ୍ୟା ନିର୍ଦ୍ଧାରଣ କରିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରୁ ମିଳିଲା ପ୍ରଥମ ସ୍ତ୍ରୀଙ୍କ ମୃତଦେହ: ସ୍ବାମୀଙ୍କ ସହ ଦ୍ୱିତୀୟ ସ୍ତ୍ରୀ ଅଟକ

ବାରିପଦା ଅଫିସ,୧୧।୧୧: ବାରିପଦା ସଦର ଥାନା ପୋଲିସ ବୁଧବାର ଚନ୍ଦନପୁର ପଞ୍ଚାୟତ ଅଧୀନ ବୈଦ୍ୟପୁର ଗ୍ରାମର ଏକ କୂଅରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଜବତ...

ପାଟକୁରା ନିର୍ବାଚନ Live Updates: ୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୨୩୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଥିବା ବେଳେ ବିଜେଡି ସବୁଠାରୁ ଆଗରେ ରହିଛି। ୧୬ ରାଉଣ୍ଡ ସୁଦ୍ଧା ୧୭,୨୩୪...

ଶେଷ ଦିନରେ ୩ଜଣଙ୍କ ନାମାଙ୍କନ ଦାଖଲ

ପିପିଲି,୨।୨(ସ୍ବ.ପ୍ର.): ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ତେବେ ଶେଷଦିନରେ ୩ଜଣ ପ୍ରାର୍ଥୀ ନାମାଙ୍କନ...

CORONAVIRUS UPDATE: ରାଜ୍ୟରେ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ; ୪୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଶନିବାର ୨୮ ଜିଲାରୁ ପୁଣି ୧୬୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩...

୨୮ରେ ବଡ଼ଓଷା: ୨୯ରେ ଗଜ ଭୋଗ

କଟକ ସଦର,୭।୧୧ (ଡ଼ି.ଏନ.ଏ.): ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ କରାଯିବ। ଏଥିପାଇଁ...

ଫାଇଲ୍‌ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା ଅଫିସ,୧୩ା୪: କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍‌ ସଫେଇକୁ ଗୁରୁତ୍ୱ ଦିଆଯାଉଥିବା ବେଳେ...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

ଚୁଡ଼ା,ମୁଢ଼ି ଉପରେ ଜିଏସଟିକୁ ବିରୋଧ, ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଓଡ଼ିଶାର ଲୋକେ ଚୁଡ଼ା, ମୁଢ଼ିକୁ ସକାଳେ ସନ୍ଧ୍ୟାରେ ଜଳଖିଆ ଭାବେ ବ୍ୟବହାର କରନ୍ତି। ତେଣୁ ସେସବୁରେ ଜିଏସ୍‌ଟି ଲାଗିବା ପ୍ରସଙ୍ଗ ସୋମବାର ବିଧାନସଭା ଶୂନ୍ୟକାଳରେ...

Advertisement
Archives

Model This Week