ରାଜ୍ୟ

କରୋନାରୁ ସୁସ୍ଥ ହେଲେ ୩୬୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର,୭।୨(ବ୍ୟୁରୋ) : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଗ୍ରାଫ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧିପାଇଛି। ସୋମବାର ରାଜ୍ୟରେ ୩୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୨…

ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର,୭।୨(ବ୍ୟୁରୋ): ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା…

ପୌର ନିର୍ବାଚନ :୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୭।୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଫେବୃୟାରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପୂର୍ବାହ୍ନ ସାଢେ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ। ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ସବୁ…

‘ପୁଷ୍ପା’ ଷ୍ଟାଇଲରେ ଲୋକଙ୍କୁ ସଚେତନ କରୁଛି ବିଏମ୍‌ସି

ଭୁବନେଶ୍ୱର,୭।୨(ବ୍ୟୁରୋ): ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ କମିବାର ନାଁ ନେଉନି। ସବୁଠି ଶୁଣିବାକୁ ମିଳୁଛି ପୁଷ୍ପା ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକ ସଚେତନତାକମୂଳକ ଟୁଇଟ୍‌ କରିଛି। ଯେଉଁଥିରେ ଫିଲ୍ମର…

ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ମିଳିଲା ବିପୁଳ ପରିମାଣର ମଦ, ସ୍ତ୍ରୀ ଗିରଫ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପିପିଲିମାଲ ପଞ୍ଚାୟତ ଅଧୀନ ମୋହନପୁର ଗ୍ରାମରେ ବେଲପାହାଡ଼ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ୧୦ ଜଣଙ୍କୁ…

ମତଦାନ,ଗଣତି ଦିନ ମଦ ବିକ୍ରି ଉପରେ କଟକଣା

ଭୁବନେଶ୍ୱର, ୭।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏ ନେଇ ଅବକାରୀ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କମିଶନର୍‌ ଆଶିଷ ସିଂ ସମସ୍ତ ଜିଲାର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି…

ଗଞ୍ଜେଇ ଚାଲାଣ କରୁଥିଲେ କଲେଜ ଛାତ୍ର

କୋରାପୁଟ,୭।୨(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଅଞ୍ଚଳରୁ କୋରାପୁଟକୁ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ଗଞ୍ଜେଇ ସହ ୩ଟି ବାଇକ୍‌ ଜବତ କରିଛି। ପୋଲିସ ଘଟଣାର ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଡୁଆ ଗ୍ରାମର ବାବୁଲା ବାଟଗରିଆ,…

ବର୍ଷା-ଅନୁଭବ ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୭।୨(ବ୍ୟୁରୋ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବର୍ଷାଙ୍କ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତିି। ଏହି ମାମଲାରେ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ପକ୍ଷରୁ…

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମିର୍ଦ୍ଧାଡେରାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରୁବାଲି ଖଡ଼ିଆ(୫୦)। ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ଖଡିଆଙ୍କୁ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ…

୯ରୁ ପୁଣି ବର୍ଷିବ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷିବ। ଆସନ୍ତା ୯ ଓ ୧୦ ତାରିଖରେ ପଶ୍ଚିମ ଓ ଓ ଉତ୍ତର ଓଡ଼ିଶା କିଛି ସ୍ଥାନରେ ବର୍ଷା ହେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ସମେତ କିଛି ସ୍ଥାନରେ…

କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର,୭ା୨(ବ୍ୟୁରୋ): ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର, ସଭା ସମିତି ପାଇଁ କଟକଣା ଲାଗୁ ହୋଇଥିଲା। ମାତ୍ର ସୋମବାର ଜିଲାପାଳମାନଙ୍କ ସହ ଏକ ବୈଠକ କରି ରାଜ୍ୟ…

ଭୋଜି ଖାଇ ଫେରୁଥିଲେ, ବାଟରେ ଓଲଟିଲା ବରଯାତ୍ରୀ ଗାଡ଼ି

ଖଡିଆଳ,୭।୨(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡିଆଳ ଥାନା ସରଗାଦୀ ନୂଆପଡ଼ା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ମୁକେଶ ବଚ୍ଛା। ଆହତଙ୍କୁ ଉଦ୍ଧାର କରି ଖଡିଆଳ ଉପଖଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri