ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲାର ୨ ଶହ ଜିଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ୍ ଖୋଲିଛି ।…
ମହିଳା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ
ଖଇରା, ୧୫ା୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଜିଲା ପରିଷଦ ପ୍ରାର୍ଥିନୀ ରଶ୍ମିତା ମହାପାତ୍ର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି। ସେ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ…
ପୁଲଓ୍ବାମା ଶହୀଦଙ୍କ ଉଦ୍ଦେଶ୍ୟରେ ମାଗଣା ଯାତ୍ରୀସେବା
ଆନନ୍ଦପୁର, ୧୫।୨(ସ୍ବ.ପ୍ର.) ପୁଲଓ୍ବାମା ଶହୀଦଙ୍କ ଉଦ୍ଦେଶ୍ୟରେ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ନିଆରା ଦେଶପ୍ରୀତିର ପରିଚୟ ଦେଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ନରେନ୍ଦ୍ର କୁମାର ଯେନା। ନରି ଭାଇ ନାମରେ ସେ ଆଖପାଖ ଅଞ୍ଚଳରେ ଜଣାଶୁଣା। ୧୪ ଓ ୧୫…
୧୮ରେ ବର୍ଷା
ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲାରେ ତାପମାତ୍ରା ସ୍ବଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ କମ ରହିଛି। ୧୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆସନ୍ତା ୧୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ହାଲକା ବର୍ଷା…
ଖୁବଶୀଘ୍ର ରାଜ୍ୟରୁ ହଟିବ ବିପଦ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୧୫।୨(ବ୍ୟୁରୋ) : କୋଭିଡ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ହସ୍ପିଟାଲ ରେଟ ଦେଖିଲେ ଆମେ ଭଲ ସ୍ଥିତିରେ ରହିଛେ। ଡେଞ୍ଜର ଜୋନ୍ରୁ ଖୁବଶୀଘ୍ର ରାଜ୍ୟ ବାହାରିଯିବ। ଯେଉଁମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କର ଲକ୍ଷଣ…
ଆଜି ୨୨ ଜୀବନ ନେଲା କରୋନା
ଭୁବନେଶ୍ବର,୧୫।୨:ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର କରୋନା ୨୨ ଜଣଙ୍କ ଜୀବନ ନେଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋଦ୍ଧର୍ର୍ା ଜଲାକୁ ବାଦ ଦେଲେ…
ଆଜି ଦାଖଲ ହେବ ଚୂଡ଼ାନ୍ତ ବୁଥ୍ ତାଲିକା
ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅନ୍ତର୍ଗତ ୬୭ଟି ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍ ସ୍ଥାପନ ପାଇଁ ଗୁରୁବାର ଚିଠା ତାଲିକା ପ୍ରକାଶ ପାଇଥିଲା। ଆପତ୍ତି ଅଭିଯୋଗ କରିବାକୁ ୪ଦିନ ସମୟ ଦିଆଯାଇଥିଲା। ରବିବାର…
୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ
ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିରେ ବିଳାସପୁର-ଝାରସୁଗୁଡ଼ା ଚାରିଥାକିଆ…
ମଙ୍ଗଳାଯୋଡ଼ିରେ ବିରଳ ପକ୍ଷୀ
ଭୁବନେଶ୍ୱର, ୧୫।୨(ବ୍ୟୁରୋ):ଚିଲିକା ମଙ୍ଗଳାଯୋଡ଼ିରେ ଏକ ବିରଳ ଧଳା ରଙ୍ଗର ଟେମ୍ନିକ୍ସ ଷ୍ଟିଣ୍ଟ୍ ପକ୍ଷୀ ଦେଖିବାକୁ ମିଳିଛି। ସୋମବାର ସକାଳୁ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲାଇବାବେଳେ ବାର୍ଡ ଗାଇଡ୍ ତଥା ମଙ୍ଗଳାଯୋଡ଼ି କଞ୍ଜରଭେଶନ ଟ୍ରଷ୍ଟର ଟ୍ରଷ୍ଟି ମଧୁ ବେହେରା ଏହି ପକ୍ଷୀଟିକୁ ଠାବ କରିଥିଲେ।…
ଟଙ୍କା ପାଇଁ ୧୪ଜଣଙ୍କୁ ବିବାହ
ଭୁବନେଶ୍ୱର,୧୫।୨(ବ୍ୟୁରୋ):ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ପରିଚୟ ଦେଇ ଫସାଉଥିଲେ। ନାଁ ବଦଳାଇ ରାଜ୍ୟରୁ ରାଜ୍ୟ ବୁଲି ଠକେଇ କରୁଥିଲେ। ଜଣଙ୍କ ପରେ ଆଉଜଣଙ୍କୁ ବିବାହ କରି ଟଙ୍କା, ସୁନା ଲୁଟୁଥିଲେ। ୧୯୮୨ରୁ ଏପର୍ଯ୍ୟନ୍ତ ୭ ରାଜ୍ୟର ୧୪ଜଣ ମହିଳାଙ୍କୁ ବିବାହ କରିଥିବା…
ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କୋଭିଡ୍ ଟେଷ୍ଟ ଆବଶ୍ୟକ ନାହିଁ
ଭୁବନେଶ୍ୱର, ୧୫।୨(ବ୍ୟୁରୋ):ରାଜ୍ୟରେ ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ୍ ଟେଷ୍ଟର ଆବଶ୍ୟକତା ନାହିଁ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଆଉ…
Archives


