ନିୟମ ମାନୁନାହାନ୍ତି ବାର୍ ମାଲିକ
ଭୁବନେଶ୍ୱର,୬।୬(ବ୍ୟୁରୋ):: ରାଜଧାନୀର ବାର ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ରହିଥିଲେ ମଧ୍ୟ କେତେକ ବାର ମାଲିକ ନିୟମ ମାନୁ ନ ଥିବା ଦେଖିବାକୁ ମିଳିଛି। ବାରଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡାନ୍ସ ଚାଲୁଥିବା ଖବର ପାଇ ଶନିବାର କମିଶନରେଟ ପୋଲିସ୍ର ଟିମ୍…
ଫ୍ରିଜ୍ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼
ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ସିସିଟିଭିରେ ଏହି ଦାଦାଗିରିର ଦୃଶ୍ୟ ରହିଛି। ଦୋକାନ ମାଲିକ ଚିନ୍ମୟ ବିଶ୍ୱାଳ ଚନ୍ଦ୍ରଶେଖରପୁର ଥାନାରେ…
ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ
ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି, ଲୁଟ୍ ଆଦି ଅପରାଧ ବଢ଼ି ଚାଲିଛି। ନାନା ଅବ୍ୟବସ୍ଥା ଘେରରେ ଥିବା ଏହି ଥାନା…
ଗଛକଟାକୁ ନିଆରା ଢଙ୍ଗରେ ବିରୋଧ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ୱରରେ ବିଧାୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ପୁରୁଣା ଏମ୍ଏଲ୍ଏ କଲୋନୀରୁ ଶତାଧିକ ଗଛ କଟାଯିବା ପରେ ଆନ୍ଦୋଳନ ଜୋରଦାର ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ, ପରିବେଶ ଓ ବୃକ୍ଷପ୍ରେମୀ,…
ଆଜିଠୁ ସ୍କୁଲରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ ଗ୍ରୀଷ୍ମ ଛୁଟି ଦିଆଯାଉଥିଲା। ଏଥର ସରକାର ଛୁଟିକୁ କାଟଛାଣ୍ଟ କରିଛନ୍ତି। କରୋନା ପାଇଁ ୨ବର୍ଷ…
କାହିଁକି ମାନୁନାହାନ୍ତି
ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ମାଧ୍ୟମରେ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ପ୍ରଶ୍ନ…
ଆରମ୍ଭରୁ ଜଗନ୍ନାଥ ଶେଷରେ ବାସନ୍ତୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସବୁ କାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥାଆନ୍ତି। ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ବେଳେ ଜଗନ୍ନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଛି। ରବିବାର ଶପଥ ଗ୍ରହଣ ଉତ୍ସବ ଜଗନ୍ନାଥରୁ…
ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି: ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ
ଭୁବନେଶ୍ୱର, ୬।୬(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ଏପଟେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ସ୍ଥିତି ବିଗାଡୁଛି ଗୁଳୁଗୁଳି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଉଛି। ପଶ୍ଚିମର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ରବିବାର…
ନୂଆ ମନ୍ତ୍ରୀଙ୍କୁ ୬-ଟି ମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର,୬।୬(ବ୍ୟୁରୋ): ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ୫-ଟି ବଦଳରେ ୬-ଟି ରେ କାମ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି। ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫରମେଶନ(୫-ଟି)କୁ ନେଇ କାର୍ଯ୍ୟ ହେଉଥିଲା। ଏବେ ଏଥିରେ…
ରୀତା, ବାସନ୍ତିଙ୍କୁ ପ୍ରଥମ ମନ୍ତ୍ରୀ ସୁଯୋଗ
ଭୁବନେଶ୍ୱର,୫ା୬(ବ୍ୟୁରୋ): ବିଜେଡି ସରକାରଙ୍କ ୫ମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ମୋଟ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ମହିଳାଙ୍କୁ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି। ବରିଷ୍ଠ ବିଧାୟିକା…
ମହୋଦଧିରେ ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ
ପୁରୀ ଅଫିସ,୫ା୬: ମହୋଦଧିରେ ରବିବାର ‘ସତ୍ସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା(ଅଶୋକ ଚକ୍ରବର୍ତ୍ତୀ)ଙ୍କ ଅସ୍ଥି ବିସର୍ଜନ ତାଙ୍କର କନିଷ୍ଠପୁତ୍ର ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ ଦ୍ବାରା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଛି। ଏହି ଉପଲକ୍ଷେ ପୁରୀସ୍ଥିତ ସତ୍ସଙ୍ଗ ଠାକୁରବାଡ଼ିରେ…
ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି…
Archives


