ପଥରରେ ଛେଚିଥିଲେ ସାଙ୍ଗର ଭାଇ
ଛେଣ୍ଡିପଦା,୯ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ମାନସ ସାହୁଙ୍କୁ ଶୋଇଥିବା ଅବସ୍ଥାରେ ଗତ ମେ ୨୦ ତାରିଖରେ ପଥରରେ ଛେଚି ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କ ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ ଦେଢ଼ ମାସ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ…
ପହଞ୍ଚିପାରୁନି ପ୍ରକଳ୍ପ ପାଣି
ବଇଣ୍ଡା,୯ା୭(ଡି.ଏନ.ଏ.) ଚାଷ ଜମିକୁ ମାଡ଼ିବ ପାହାଡ଼ ପାଣି। ବର୍ଷସାରା ଫସଲ ଫଳାଇବେ ଚାଷୀ। ଏହି ଉଦ୍ଦେଶ୍ୟ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜୟଗଡଠାରେ ପାହାଡରୁ ବହି ଆସିଥିବା ଜୟଗଡ ନାଳକୁ ବାନ୍ଧି ଏକ ପ୍ରୋଜେକ୍ଟ ନିର୍ମାଣ କରାଯାଇଥିଲା। କେନାଲ ମାଧ୍ୟମରେ…
ଉପରମୁହାଁ କରୋନା ସଂକ୍ରମଣ: ୫୧୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୦ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୨୧୨ ଜଣ ଲୋକାଲ…
ଆରମ୍ଭ ହେଲା ପହଣ୍ଡି
ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଭଉଣୀଙ୍କୁ ଧରି ଆଜି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଠାକୁରଙ୍କ ନୀତିକାନ୍ତି ସମାପନ ପରେ ବର୍ତ୍ତମାନ ଆରମ୍ଭ ହୋଇଛି ପହଣ୍ଡି ବିଜେ। ସୁଦର୍ଶନ,ବଳଭଦ୍ର,ସୁଭଦ୍ରାଙ୍କ ପରେ କାଳିଆ ସାଆନ୍ତଙ୍କ…
ଗିରଫ ହେଲେଣି ୩ ଓଏଏସ୍ ଅଧିକାରୀ
ବାରିପଦା ଅଫିସ,୯।୭ ଦୁର୍ନୀତି ହେଉ ଅଥବା ଲାଞ୍ଚ ମାମଲା। ଗତ କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାର ୩ ଓଏଏସ୍(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି। ବାରମ୍ବାର ଏଭଳି ଘଟଣା ଘଟୁଥବା ବେଳେ ଦୁର୍ନୀତିଖୋର ଅଧିକାରୀମାନେ ସୁଧୁରୁ…
ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର ସଦର ଥାନା କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲର ଜଣେ ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ…
ଧାରଣା ଭାଙ୍ଗିବାକୁ ପୋଲିସର ବଳପ୍ରୟୋଗ
ଭୁବନେଶ୍ୱର,୯।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ୭ ଦିନ ବିତିଛି। ଘଟଣା ପରଠାରୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଙ୍ଗଠନ ସଦସ୍ୟଙ୍କ ସହ ରୁଚିକାଙ୍କ ପରିବାର ଲୋକ କଲେଜ ଫାଟକ ସମ୍ମୁଖରେ…
ଧବଳେଶ୍ୱର ପୀଠକୁ ଆହୁରି ଆକର୍ଷଣୀୟ କରାଯିବ
ଭୁବନେଶ୍ୱର,୯।୭(ବ୍ୟୁରୋ): ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଥିଲା। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
୯ ଛୁଆ ଜନ୍ମ ଦେଲା ଆନାକୋଣ୍ଡା
ବାରଙ୍ଗ,୯।୭(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ପୁଣି ଖୁସି ଖବର। ନନ୍ଦନକାନନରେ ପ୍ରଥମ କରି ଗୁରୁବାର ଗୋଟିଏ ଛୁଆ ଜନ୍ମଦେଇ ଚର୍ଚ୍ଚାରେ ରହିଥିବା ଆନାକୋଣ୍ଡା ପୁଣି ଶୁକ୍ରବାର ୯ଟି ଛୁଆକୁ ଜନ୍ମଦେଇଛି। ଗୁରୁବାର ଗୋଟିଏ ଛୁଆ ଜନ୍ମ ଦେଇସାରିବା ପରେ ଏହି…
ମହାପ୍ରଭୁଙ୍କ ପାଇଁ ଗଢ଼ାସରିଛି ଅଧର ହାଣ୍ଡି
ପୁରୀ ଅଫିସ, ୯ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ଶୁକ୍ଳ ଦଶମୀ ତିଥି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଓ…
ଶ୍ରୀକ୍ଷେତ୍ରରେ ‘ଜଗା ପାଇଁ ଗଛଟିଏ ଲଗା’
ପୁରୀ ଅଫିସ,୯ା୭:ଆଗକୁ କେବଳ ରଥ ନୁହେଁ, ଠାକୁରଙ୍କ ନିର୍ମାଣ ପାଇଁ ବି କାଠ ଅଭାବ ସମସ୍ୟା ଉପୁଜି ପାରେ। ଏଣୁ ଆସନ୍ତୁ ଠାକୁରଙ୍କ ପାଇଁ ଗଛଟିଏ ଲଗାଇବା। ଏପରି ସ୍ଲୋଗାନ ସହ ପବିତ୍ର ଶରଧାବାଲିର ତିନିରଥ ସମ୍ମୁଖରୁ ଆରମ୍ଭ ହୋଇଛି ‘ଜଗା…
‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର,୯।୭(ବ୍ୟୁରୋ) : ପବିତ୍ର ସନ୍ଧ୍ୟାଦର୍ଶନ ଅବସରରେ ଲୋକସମ୍ପର୍କ ଭବନରେ ଶୁକ୍ରବାର ରଥଯାତ୍ରାର ମହତ୍ତ୍ବ ଓ ବିଭିନ୍ନ ତଥ୍ୟ ସମ୍ବଳିତ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ମହାବିଗ୍ରହ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ…
Archives


