ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର
ଢେଙ୍କାନାଳ ଅଫିସ,୧୯।୭: ଭିଜିଲାନ୍ସ ହାତରେ ଧରାପଡିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେତିକି ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ। ଡାକ୍ତର ଜଣଙ୍କ…
ଅପରେଶନ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ପରିମାଣର ସାମଗ୍ରୀ ଜବତ
ଫୁଲବାଣୀ ଅଫିସ, ୧୯।: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। କୋମ୍ବିଂ ଅପରେଶନ୍ ବେଳେ ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଅଞ୍ଚଳ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପକୁ ଯବାନମାନେ ଠାବ କରିଛନ୍ତି। ହେଲେ ଯବାନ…
ଏମ୍ଜିଏନ୍ଆରଜିଏସରେ ୧୦୦ ଦିନ କାମ ଯୋଗାଇ ଦେଶରେ ଏହି ଜିଲା ପ୍ରଥମ
ଛତ୍ରପୁର,୧୯।୭(ଡି.ଏନ୍.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏ୍ନଆରଜିଏସ୍)ରେଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜବକାର୍ଡଧାରୀ ପରିବାରକୁ ଶହେ ଦିନ କାମ ଯୋଗାଇବାରେ ଦେଶରେ ଗଞ୍ଜାମ ଜିଲା ପ୍ରଥମ ସ୍ଥାନରେ ରହିଛି। ବିଗତ ବର୍ଷ ମାନଙ୍କରେ ମଧ୍ୟ ଏହି ଯୋଜନାରେ…
ଏଣିକି ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ମିଳିବନି ପେଟ୍ରୋଲ
ବ୍ରହ୍ମପୁର ଅଫିସ,୧୯।୭: କଟକ ଭୁବନେଶ୍ୱର ସମେତ ସମ୍ବଲପୁର ପରେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) କୋଭିଡ୍ ନିୟମକୁ କଡ଼ାକଡ଼ି କରିଛି। ଏଣିକି କରୋନା ରୋକିବାକୁ ବ୍ରହ୍ମପୁରରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା…
୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୫୦ ଅଟକ
ଭୁବନେଶ୍ୱର,୧୯।୭(ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ପୋଲିସ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସଙ୍ଗଠନର ଶତାଧୀକ…
ସ୍ଥିରତା ପାଇଁ ଫେରୁ ‘ସବୁଜ ପତ୍ରିକା’
ଆଠମଲ୍ଲିକ,୧୯।୭ (ଡି.ଏନ.ଏ.) ଜନସଂଖ୍ୟାରେ ଦେଖାଦେଲାଣି ବିସ୍ଫୋରକ ପରିସ୍ଥିତି। ଖୁବ୍ଶୀଘ୍ର ଭାରତ ବିଶ୍ୱ ଜନସଂଖ୍ୟା ବହୁଳ ଦେଶ ତାଲିକାର ଶୀର୍ଷ ସ୍ଥାନକୁ ଯିବ। ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଏବେ ତଥ୍ୟାଭିଜ୍ଞମହଲରେ ଚିନ୍ତାର ରେଖା ଦେଖାଦେଇଛି। ହୁ ହୁ ହୋଇ ବଢ଼ୁଥିବା ଦେଶର…
ସରିଲା କ୍ୟାବିନେଟ୍ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ,ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି।…
୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ
ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ ରାସ୍ତା ଉପରେ ୪ଟି ଭାରିଯାନ ଅଟକି ଯିବାରୁ ଦିନ ୮ଟା ପର୍ଯ୍ୟନ୍ତ ଯାତାୟତ ସମ୍ପୁର୍ଣ୍ଣ…
ଅନାଥ ଭଉଣୀଭାଇଙ୍କ ଦାୟିତ୍ୱ ନେଲା ପ୍ରଶାସନ
ବିଶୋଇ, ୧୯।୭ (ଡି.ଏନ.ଏ) ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ବିଶୋଇ ବ୍ଲକ ନୂଆଗଁା ପଞ୍ଚାୟତ ଅନ୍ତର୍ଗତ…
ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ
ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଶେଷବର୍ଷର ଛାତ୍ରୀ ତନ୍ମୟୀ ପାଢ଼ୀ। ପରମ୍ପରା ରକ୍ଷା ସାଙ୍ଗକୁ ସମାଜକୁ କିପରି ସଚେତନତା ବାର୍ତ୍ତା…
ଶ୍ରାବଣୀ ମହାଦେବଙ୍କୁ ଜଳଲାଗି
ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର ଭିଡ଼ ହୋଇଥିଲା। ବୋଲ୍ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଆରଡ଼ି ସମେତ ଏହା ଆଖପାଖ ଅଞ୍ଚଳ।…
ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ
ଭୁବନେଶ୍ବର,୧୯।୭(ବ୍ୟୁରୋ): ଆଇଏଲ୍ଏସ୍ ନିର୍ଦ୍ଦେଶକ ଡା.ଅଜୟ ପରିଡାଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ମିଳିଛି। ଗୌହାଟୀରେ ଏକ ପ୍ରେସ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ ଅଜୟ ପରିଡା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Archives


