ରାଜ୍ୟ

ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯,୧୪୧ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ…

ବଢ଼ିବ ଯୁକ୍ତ୩ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୪।୮(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ଯେତିକି ସିଟ୍‌ ରହିଛି ତାହା ନିଅଣ୍ଟ ପଡିବ। ତେଣୁ ଯୁକ୍ତ୩ରେ ସିଟ୍‌ ସଂଖ୍ୟାକୁ…

ଅନ୍‌ଲାଇନରେ ମଗାଇଲେ ରେନିକୋଟ୍‌, ଆସିଲା ପଲିଥିନ

ନରସିଂହପୁର, ୪ା୮(ସ୍ବ.ପ୍ର.): ଅନ୍‌ଲାଇନରେ ବିଭିନ୍ନ ଘରକରଣାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲୋକମାନେ ଘରେ ବସି ମଗାଉଛନ୍ତି। ହେଲେ କିଛି ଲୋକ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ଅନ୍‌ଲାଇନରେ ରେନିକୋଟ୍‌ ମଗାଇଥିବା ବେଳେ ପାର୍ସଲରୁ କିଛି…

୮୦ ପଇସାରେ ମିଳୁଛି ତ୍ରିରଙ୍ଗା

କଟକ ଅଫିସ, ୪।୮: ସ୍ବାଧୀନତା ଦିବସ ପାଳନ ପାଇଁ ସହରରେ ବିଭିନ୍ନ ଦୋକାନରେ ବିକ୍ରି ହେଉଛି ନାନାରକମର ସାମଗ୍ରୀ। ମୁଣ୍ଡରେ ମାରିବା ବ୍ୟାଣ୍ଡ ଠାରୁ ଆରମ୍ଭ କରି ତ୍ରିରଙ୍ଗା ଟି-ଶାର୍ଟ, ବ୍ୟାଜ୍‌, ଘର ସଜା ସାମଗ୍ରୀ, ତ୍ରିରଙ୍ଗା ମାଳ, ତ୍ରିରଙ୍ଗା ପଗଡି,…

ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା

ଖଇରା,୪ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ ୯ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ପାଇଛି ା ସିସି ଟିଭି ଫୁଟେଜରୁ ଜଣେ…

ଭୁବନେଶ୍ୱରରେ ବାଇକ୍‌, ଏରସମାରୁ ଗଲା ଚାଲାଣ

ଜଗତ୍‌ସିଂହପୁର ଅଫିସ, ୪ା୮: ମୋଟର ଯାନ ଆଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ ହେଲମେଟ୍‌ ପିନ୍ଧି ନ ଥିବେ, ଡ୍ରାଇଭିଂ ଲାଇସେନ୍ସ ନ ଥିବ, ଗାଡ଼ିର କାଗଜପତ୍ର ପାଖରେ ନ ଥିବ, ନାବାଳକ, ଆବଶ୍ୟକଠାରୁ ଅଧିକ ଯାତ୍ରା କରୁଥିବେ…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

କଟକ ଅଫିସ/ପାରାଦୀପ,୪ା୮(ସ୍ବ.ପ୍ର.): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଅଫିସରେ ଗୁରୁବାର ସିବିଆଇ ଚଢ଼ାଉ କିରଛି। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କଟକ ଓଡ଼ିଆ…

ବିଜୁ ପକ୍କାଘର ନିର୍ମାଣ ପରେ ମିଳୁନି ଫାଇନାଲ ବିଲ୍‌

ଡେରାବିଶ, ୪ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢ଼ଙ୍ଗା ଗାଁର ଜଣେ ବ୍ୟକ୍ତି ବାସଗୃହ ଯୋଜନାରେ ମିଳିଥିବା ଗୃହଟି ୫ବର୍ଷ ତଳେ ସମ୍ପୂର୍ଣ୍ଣ କରିଥିଲେ। ହେଲେ ନିର୍ମାଣ କରିଥିବା ଗୃହର ଫାଇନାଲ ବିଲ୍‌ ପାଇବାକୁ ପଞ୍ଚାୟତ ସରପଞ୍ଚଙ୍କଠାରୁ ଆରମ୍ଭ…

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ

ଟିକିରି,୪ା୮(ଡି.ଏନ୍‌.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ାରେ। ସୂଚନାନୁସାରେ ଦଇ ମାଝି ସ୍ତ୍ରୀ…

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ

ପାରଳାଖେମୁଣ୍ଡି,୪ା୮(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍‌.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ ଶବରଙ୍କ ୪ ବର୍ଷର ଝିଅ ଜସ୍ମିତା ଏବଂ ଭାଇ ବିଜୟ ଶବରଙ୍କ ପୁଅ ଦିବ୍ୟଜ୍ୟୋତିଙ୍କର…

କଳିଙ୍ଗନଗର ଶିଳ୍ପାଞ୍ଚଳ: ୫ଶହ ଏକର ଜମିର ଧାନ ଫସଲ ଉଜୁଡ଼ିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ବ୍ଲକ ମାନତିରା, ରାବଣା, ଅରାସାହି, ମଙ୍ଗଳପୁର, ଦଶମାଣିଆ, କେନ୍ଦୁଢିପି ଆଦି ଗ୍ରାମର ୫୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଧାନ ଗଛ ନଷ୍ଟ ହୋଇଛି। କେବଳ ଧାନ ଗଛ ନୁହେଁ ସମ୍ପୃକ୍ତ…

‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri