ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର
ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ। ଏହି ସମୟରେ ଉକ୍ତ…
ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ
ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭବାନୀ ଶଙ୍କର ମହାନ୍ତ। ବିଦ୍ୟୁତ୍ ଆଘାତରେ ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ…
ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି
ରାଇରଙ୍ଗପୁର,୨୫।୬(ଡି.ଏନ୍.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା ଆରମ୍ଭ ହୋଇଛି। ଅନ୍ଧାରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ନେଇ ଖବର ପ୍ରକାଶ ପାଇବା ପରେ…
ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ
କଳିଙ୍ଗନଗର,୨୫ା୬(ଡି.ଏନ୍.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାରେ ପୋଲିସ ଚଢ଼ାଉ କରିଛି। ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକରେ ଲୋଡ଼ିଂ ହେଉଥିବା ସମୟରେ ପାଖାପାଖି ୨ ଶହ ବସ୍ତାରୁ ଊର୍ଦ୍ଧ୍ୱ ଅଲ୍ଟ୍ରାଟେକ୍ ନକଲି ସିମେଣ୍ଟ ଭର୍ତ୍ତି…
ଜଗନ୍ନାଥଙ୍କୁ ଆସି ଦର୍ଶନ କରିବେ ରାହୁଲ
ରାୟପୁର/ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲଙ୍କୁ ମିଳିଛି ନୂଆ ଜୀବନ। ୮୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଥିବା ରାହୁଲ ୩ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ସେହି ମହାପ୍ରଭୁଙ୍କ ଦର୍ଶନରୁ ପୁଣି ଥରେ ରାହୁଲ ଆଗକୁ ବଢ଼ିବେ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର
କୋକସରା,୨୫ା୬(ଡି.ଏନ୍.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ। ଶଙ୍କର ନାଏକଙ୍କ ଘରେ…
ପୁଣି ଆଖି ବୁଜିଲା ଆଉ ଏକ ହାତୀ
କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଈହାତୀର ମୃତ୍ୟୁ ଘଟିଛି। ଶୁକ୍ରବାର ୫ ଟିକିଆ ହାତୀ ଦଳ ଉକ୍ତ ଅଞ୍ଚଳରେ ବୁଲୁଥିଲେ। ତେବେ ଆଜି ଗ୍ରାମବାସୀ…
ବିଏମ୍ସିର ନୂତନ କୋଠାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ବିଏମ୍ସିର ନୂତନ କୋଠା ଉଦ୍ଘାଟନ ହେବ । ପ୍ରାୟ ୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକା ଲୋକଙ୍କ ପାଇଁ ଖୋଲିବ। ତେବେ ସ୍ମାର୍ଟ ସିଟି ମିଶନର ଅନ୍ୟତମ ଏହି ଡ୍ରିମ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୯,୬୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପୁଣି ଯାଞ୍ଚ ହେବ ସ୍କୁଲ ବସ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ପୁଣି ସ୍କୁଲ ବସ୍ ଓ ଅଟୋରିକ୍ସା ଯାଞ୍ଚ କଡ଼ାକଡ଼ି ହେବ । କୌଣସି ଗାଡ଼ି ଓଭରଲୋଡିଂ କରିବ ନାହିଁ । କ୍ଷମତା ଅନୁସାରେ ଗାଡ଼ିରେ ପିଲାମାନେ ସ୍କୁଲ ଯିବେ । ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ…
ବିନା ହେଲ୍ମେଟ୍ରେ ଯାଇ ତଣ୍ଡ ଗଣିଲେ ମନ୍ତ୍ରୀ, ବିଧାୟକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ହେଲ୍ମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ମନ୍ତ୍ରୀ ଓ ବିଧାୟକ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ବରୂପ ଦାସଙ୍କୁ ଟ୍ରାଫିକ ପୋଲିସ ଧରିଛି। ବିନା ହେଲମେଟରେ ସମୀରଙ୍କୁ ପଛରେ ବସାଇ ସ୍ବରୂପ ବାଇକ ଚଳାଇ…
ଦ୍ରୌପଦୀଙ୍କ ପାଇଁ ସୋନିଆଙ୍କୁ ଚିଠି ଲେଖିବେ ସୁର
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶା କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରୁ ନ ଥିବା ବେଳେ ଦଳର ହାଇକମାଣ୍ଡ ଯାହା ନିଷ୍ପତି ନେବେ ସେ ତାହାକୁ ଗ୍ରହଣ କରିବେ ବୋଲି ପିସିସି ସଭାପତି…
Archives


