ରାଜ୍ୟ

”ପଇସା ଅଭାବରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ”: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୯ା୧୨: ଶୁକ୍ରବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା–ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଏହି ଅବସରରେ ସେ କହିଛନ୍ତି ”ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି। ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି।…

ଆଜି ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯ା୧୨: ବେଶ୍‌ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ…

ଜମିବାଡ଼ି ବିବାଦକୁ ନେଇ ହଣାକଟା, ୬ ଗୁରୁତର

ଭଦ୍ରକ,୨୯ା୧୨(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଚରମ୍ପା ବରଳାପୋଖରୀରେ ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ହଣକଟା ହୋଇଛି। ଫଳରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନାନୁଯାୟୀ,…

ହାତ ତିଆରି ଗ୍ରୀଟିଂସ୍‌ କାର୍ଡର ଆଦର

ଭୁବନେଶ୍ୱର,୨୯।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ନୂଆବର୍ଷ ଆସିଲେ ଗ୍ରୀଟିଂସ୍‌ କାର୍ଡ କଥା ମନେପଡ଼େ। ଦିନ ଥିଲା, ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଇବାର ଏହା ଥିଲା ମୁଖ୍ୟ ମାଧ୍ୟମ। ବଜାରରେ ବିଭିନ୍ନ ପ୍ରକାରର ଗ୍ରୀଟିଂସ୍‌ କାର୍ଡ ମିଳୁଥିଲା। ସମ୍ପ୍ରତି ଡିଜିଟାଲ ଯୁଗରେ ଲୋକେ ଗ୍ରୀଟିଂସ୍‌ କାର୍ଡଠାରୁ…

ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି

ଭୁବନେଶ୍ୱର,୨୯ା୧୨: ଟ୍ବିନ୍‌ ସିଟି ଅର୍ଥାତ୍‌ କଟକ-ଭୁବନେଶ୍ୱରରେ ଶୁକ୍ରବାର ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୫୦ ମିଟର ଦୂରତାରେ ବି ମୁହଁକୁ ମୁହଁ ଦିଶୁନି। ଦୁଇ-ତିନି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିଲେ ମଧ୍ୟ ଅଧିକାଂଶ…

ଅକଳରେ ୪ ପୁରୁଷ ବିଧାୟକ

ଜଗତ୍‌ସିଂହପୁର,୨୯ା୧୨(ପ୍ରମୋଦ କୁମାର ନାୟକ): ଗତ ସେପ୍ଟେମ୍ବରରେ ମହିଳା ସଂରକ୍ଷଣ ବିଲ୍‌ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ହେଲେ ଏହା ୨୦୨୯ରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶାରେ ବିଜୁ ଜନତା…

ଆଦିମ ଜନଜାତିଙ୍କ ଭୋଟ ଉପରେ ଭାଜପାର ଆଖି

ଭୁବନେଶ୍ୱର,୨୯ା୧୨(ସୁନିତ୍‌ ମିଶ୍ର): ଦେଶ ତଥା ରାଜ୍ୟଗୁଡିକର ଆଦିମ ଜନଜାତିମାନଙ୍କ ଭୋଟ ନେବା ସକାଶେ କେନ୍ଦ୍ରର ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌-ଜନମନ) ଯୋଜନା ଆଧାରରେ ଦେଶର ୭୫ ବର୍ଗ ଆଦିମ…

ଭୂତଳ ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ

ଭୁବନେଶ୍ୱର,୨୯ା୧୨(ଅନିଲ ଦାସ): ରାଜ୍ୟରେ ଭୂତଳ ଜଳ ପ୍ରଦୂଷିତ ହେଉଛି। ବିଶେଷକରି ଜଳରେ ଫ୍ଲୋରାଇଡ୍‌, ଆର୍ସେନିକ, ନାଇଟ୍ରେଟ୍‌, ପିଏଚ୍‌ର ମାତ୍ରା ଅଧିକ ରହୁଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଭୂଗର୍ଭ ଜଳରେ ଫ୍ଲୋରାଇଡ୍‌ ଏବଂ ଆର୍ସେନିକ ମାତ୍ରା ଅଧିକ ରହୁଥିବାରୁ ନ୍ୟାଶନାଲ…

ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ…

ବାପ, ପୁଅଙ୍କୁ ଏସିଡ୍‌ ମାଡ଼

ଫୁଲବାଣୀ,୨୮ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବାପ, ପୁଅଙ୍କୁ ଏସଡ୍‌ ମାଡ଼ ହୋଇଛି। ବାପ, ପୁଅ ଗୁରୁତର ଥିବାବେଳେ ଜଣେ ସାଙ୍ଗ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରି ନିସ୍ତୁକ ମାଡ଼…

ନୃସିଂହନାଥଙ୍କୁ ନିମନ୍ତ୍ରଣ କଲେ ସେବାୟତ

ପଦ୍ମପୁର,୨୮।୧୨(ପ୍ରଦୀପ୍ତ ଦାଶ): ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରୁ ବଡ଼ଠାକୁରଙ୍କ ସେବାୟତମାନେ ଆସି ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ନୃସିଂହନାଥଙ୍କ ମନ୍ଦିର ଅଭିମୁଖେ ଆସିଥିବା ସେବାୟତ…

ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ

କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍‌ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?