ରାଜ୍ୟ

୨୨ବର୍ଷର ଲୁଚକାଳି ଶେଷ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍‌,୨୩।୨(ବ୍ୟୁରୋ):  ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ନିଜ ନାମ ଓ...

ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍‌

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍‌ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ...

କ୍ୱାର୍ଟର୍ସରେ ବରିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୨୩।୨(ନି.ପ୍ର.) ସୋନପୁର ସହରସ୍ଥିତ କ୍ଲଷ୍ଟର କଲୋନୀର ସରକାରୀ କ୍ୱାର୍ଟର୍ସରେ ବରିଷ୍ଠ କିରାଣି ଶିବ ନାରାୟଣ ବିଶ୍ୱାଳ(୪୧)ଙ୍କ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ପୋଲିସ କ୍ୱାର୍ଟର୍ସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ କାନ୍ଥରେ ପୋତା ହୋଇଥିବା ଏକ ଲୁହା କଣ୍ଟାରେ...

ମାହେଶ୍ୱରୀ ଏକଦିବସୀୟ ଫୁଟବଲ : ସିଙ୍ଘପାଲି ଚାମ୍ପିୟନ

ଅମରପାଲି, ୨୩।୨ (ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ମାହେଶ୍ୱରୀ ଭେଟେରାନ କ୍ଲବ ଆନୁକୂଲ୍ୟରେ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଟେରାନ ବୁର୍ଲାକୁ ହରାଇ ସିଙ୍ଘପାଲି (ସମ୍ବଲପୁର)...

ନାରୀଙ୍କୁ ସମ୍ମାନ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ

ସୋନପୁର,୨୩।୨(ନି.ପ୍ର.) ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଦିଆଯାଇଛି। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗର କୌଣସି ପ୍ରଭେଦ ନଥାଏ। କିନ୍ତୁ ନାରୀମାନଙ୍କ ପ୍ରତି ଏବେ ବି ଅଣଦେଖା କରାଯାଉଛି । ସେମାନେ ନିର୍ଯାତନାର ଶିକାର...

ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.) କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦ ସଭାଗୃହରେ ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ...

ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ) ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲା...

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ...

ସାଧୁ ବେଶରେ ଆସି ଲୁଟିନେଲେ ମୋବାଇଲ, ଟଙ୍କା

ସଇଁତଳା, ୨୩ା୨: ସାଧୁ ବେଶରେ ଆସି ଦୁଇ ଜଣ ବ୍ୟକ୍ତି ବଲାଙ୍ଗୀର ଜିଲା ସଇଁତଲା ବ୍ୟାଙ୍କ ଛକରେ ଥିବା ଏକ ମୋବାଇଲ ଦୋକାନୀଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ବ୍ୟବସାୟୀ ରମେଶ ସାହୁ ସଇଁତଳା ଥାନାରେ...

ବିବାହ ମଣ୍ଡପରୁ ଜେଲ୍‌, ଆଉ ଜେଲରୁ ବିବାହ ବେଦୀ

ବାଲେଶ୍ୱର ଅଫିସ, ୨୨।୨- ବିବାହ ପାଇଁ ଅରାଜି ହେବାରୁ ପ୍ରେମିକାଙ୍କ ଅଭିଯୋଗକ୍ରମେ ଜେଲ୍‌ ଯାଇଥିଲେ ପ୍ରେମିକ। ପରେ ବାହା ହେବାକୁ ସମ୍ମତି ଜଣାଇବାରୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରେମିକଙ୍କୁ ଜେଲ୍‌ରୁ ବିବାହ ମଣ୍ଡପକୁ ଆଣିଥିଲା। ସୋମବାର ମନ୍ଦିରରେ ହାତଗଣ୍ଠି...

ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା

ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଯୋଡ଼ିହୋଇଛି ଆଉ ଏକ ଗ୍ରାମ। ରାୟଗଡ଼ା ଜିଲା...

ଖଣ୍ଡାରେ ହାଣି ଲୁଟିନେଲେ ୫ ଲକ୍ଷ

ଢେଙ୍କିକୋଟ, ୨୨।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପିପିଳିିଆ ଘାଟି ମଙ୍ଗଳାଠାରେ ଶରତ କୁମାର ବାରିକଙ୍କ ମିନିଟ୍ରକ ଅଟକାଇ ୪ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କଠାରୁ ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ଲୁଟି ନେଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri