୨୦୧୬ରୁ ହୋଇନି ହାତୀ ଗଣନା
ରାଉରକେଲା,୧୨।୮(ସଙ୍ଗୀତା ଜେନା): ଅଗଷ୍ଟ ୧୨ ତାରିଖ ହେଉଛି ବିଶ୍ୱ ହାତୀ ଦିବସ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ପରିମାଣ କମୁଥିବାରୁ ହାତୀପଲ ଜନବସତି ମୁହାଁ ହୋଇଛନ୍ତି। ଏବେ ସେମାନଙ୍କ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ବିଶାଳକାୟ ପ୍ରାଣୀ ପାଇଁ…
ଓଡ଼ିଶା ମିଲେଟ୍ ମିଶନ ପାଇଁ ୧୨,୬୮୭ କୋଟି ମଞ୍ଜୁରୀ
ଭୁବନେଶ୍ୱର,୧୨ା୮(ଅନିଲ ଦାସ): ପୁଷ୍ଟି ଶସ୍ୟର ପ୍ରସାର ଏବଂ ଆଦିବାସୀ ଅଞ୍ଚଳରେ ଚାଷ ଜମି ଓ ଖାଦ୍ୟ ପ୍ରଣାଳୀରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ ନିମନ୍ତେ ରାଜ୍ୟରେ ଓଡ଼ିଶା ମିଲେଟ୍ ମିଶନ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ୨୦୧୭-୧୮ ଆର୍ଥିକ ବର୍ଷଠାରୁ କାର୍ଯ୍ୟକାରୀ ହେଉଛି।…
‘ନୂଆ ଉନ୍ନତ ଅଭିଳାଷ ଓଡ଼ିଶା’ ଯୋଜନାକୁ ବିରୋଧୀଙ୍କ ଟାର୍ଗେଟ
ଭୁବନେଶ୍ବର, ୧୨ା୮(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ସମୟ ପାଖେଇ ଆସୁଥିବା ବେଳେ ଯୁବ ଭୋଟରଙ୍କ ଉପରେ ବିଜେଡି ଫୋକସ୍ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାଜ୍ୟ ସରକାର କ୍ୟାବିନେଟ୍ରେ ନୂଆ ଉନ୍ନତ ଅଭିଳାଷା ଓଡିଶା ସମ୍ପର୍କିତ ନୂଆ…
୭ ମାସରେ ମଲେଣି ୪୪ ହାତୀ
ଭୁବନେଶ୍ୱର, ୧୨।୮(ଅସମାପିକା ସାହୁ): ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି। କିନ୍ତୁ ହାତୀ ଓ ମଣିଷ ଲଢ଼େଇ ଏବେ ବି କମିବାର ନାଁ ନେଉନାହିଁ। ଏହି ଲଢ଼େଇରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ଜୀବନ…
ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା
ଭୁବନେଶ୍ୱର,୧୨।୮(ସତ୍ୟଜିତ୍ ରାଉତ): ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ହାଉସିଂବୋର୍ଡ କଲୋନୀର ଏକ ଘର ପାର୍ଶ୍ୱରେ ଶୁକ୍ରବାର ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଜବତ କରିଛି ପୋଲିସ। ମୃତା ନାବାଳିକାଙ୍କ ପରିଚୟ ଜଣାପଡ଼ି ନ ଥିଲେ ମଧ୍ୟ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ବଳାତ୍କାର…
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ଅଭ୍ୟାସ ପରେଡ୍
ଭୁବନେଶ୍ୱର,୧୨।୮ (ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମଙ୍ଗଳବାର ୟୁନଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଅପରାହ୍ନ ୩ଟାରୁ ଅଭ୍ୟାସ ପରେଡ଼ ଆରମ୍ଭ ହୋଇଛି। ଏଥିରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ଓଡିଶା ଷ୍ଟେଟ୍ ଆର୍ମଡ୍ ପୋଲିସ…
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ସଂଖ୍ୟା ହଜାରେ ଡେଇଁଲା
ଭୁବନେଶ୍ୱର, ୧୨।୮(ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ କ୍ଷୀପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ଜ୍ୱର ହେବା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରୁଛି। ଗତ କିଛିବର୍ଷ ହେବ ରାଜଧାନୀ ଲଗାତାର ଡେଙ୍ଗୁର ହଟ୍ସ୍ପଟ୍ ପାଲଟିଥିବାବେଳେ ଚଳିତବର୍ଷ ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି।…
ରାସ୍ତାକୁ ଗୋରୁ ଛାଡ଼ିଲେ ଉଠାଇ ନେବ ବିଏମ୍ସି
ଭୁବନେଶ୍ୱର, ୧୨।୮ (ବନ୍ଦନା ସେଠୀ): ରାଜଧାନୀରେ ଗୋରୁଙ୍କ ଅବାଧ ବିଚରଣ ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ତେଣୁ ଏହାକୁ ଗୁରୁତର ସହ ନେଇ ନିୟମକୁ କଡାକଡି କରିଛି ବିଏମ୍ସି। କୌଣସି ବ୍ୟକ୍ତି ସର୍ବସାଧାରଣ…
ହଳଦୀ ଚାଷୀ, ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ
ଦାରିଙ୍ଗବାଡି (ଅରୁଣ ସାହୁ)/ ଟିଟିଲାଗଡ଼(ଶରତ ମିଶ୍ର),୧୨ା୮: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗିବାଡ଼ି ପଞ୍ଚାୟତ କାଣ୍ଡପା ଗ୍ରାମର ଚାଷୀ ମିନୁରା ପ୍ରଧାନ, ସ୍ତ୍ରୀ ନିମନ୍ତି ପ୍ରଧାନ ଓ ବଲାଙ୍ଗୀର…
ଆତ୍ମହତ୍ୟା ସ୍ପଷ୍ଟ, କାରଣ ଖୋଜିପାଉନି ପୋଲିସ
ଭୁବନେଶ୍ୱର,୧୨।୮(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍ ବାର୍ରେ ଯୁକ୍ତ୨ ଛାତ୍ରୀ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ହେଲେ ଶୁଭଲକ୍ଷ୍ମୀ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି…
୪୩୭୩ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା
ଭୁବନେଶ୍ୱର,୧୨ା୮(ଅନିଲ ଦାସ): ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବ। ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ସହାୟତା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍…
୨୫ ଦିନ ହେଲା ଧାରଣାରେ ଅଧ୍ୟାପକ, କର୍ମଚାରୀ
ଭୁବନେଶ୍ୱର,୧୧।୮(ଅନୁରାଧା ମହାରଣା) – ଓଡିଶାର ସମସ୍ତ ବେସରକାରୀ ଅନୁଦାନ ଓ ଅଣଅନୁଦାନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ସଂସ୍କୃତ ଅନୁଷ୍ଠାନର ପରିଚାଳନା କମିଟି ଦ୍ୱାରା ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ପ୍ରାୟ ୨୫…
Archives


