ଆଜି ସରିବ ଯୁକ୍ତ୨ ପରୀକ୍ଷା: ୧୫ ଦିନ ମଧ୍ୟରେ ବାହାରିବ ଫଳାଫଳ
ଭୁବନେଶ୍ୱର, ୨୦।୩ (ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହେବ। ଶେଷଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ,…
ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର…
କେନ୍ଦ୍ରାପଡ଼ା ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କମ୍
କେନ୍ଦ୍ରାପଡ଼ା, ୨୦ା୩ (ଜଗନ୍ନାଥ ଧଳ): ଓଡ଼ିଶାରେ ୧୬ଥର ବିଧାନସଭା ଓ ୧୭ଥର ଲୋକ ସଭା ଆସନ ପାଇଁ ନିର୍ବାଚନ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ସାଂସଦ ଓ ବିଧାୟିକା ଭାବେ ମହିଳାଙ୍କୁ କମ୍ ପ୍ରତିନିଧିତ୍ୱ ମିଳିଛି। ସ୍ବାଧୀନତା ସଂଗ୍ରାମ, କ୍ରୀଡ଼ା,…
ଏକାଧିକ ଆଶାୟୀ, ଛକାପଞ୍ଝାରେ ସୁନନ୍ଦା-ବିଶ୍ୱରଞ୍ଜନ
ବରୀ,୨୦ା୩ (ମହେନ୍ଦ୍ର ସ୍ବାଇଁ): ଆସନ୍ତା ଜୁନ ୧ରେ ବରୀ ନିର୍ବାଚନମଣ୍ଡଳୀର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ଶାସକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା…
ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା
ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ କରିଛନ୍ତି ଆୟତ୍ତ। ଏଥିପାଇଁ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଅନୁଗୋଳ ଜିଲା ପାଲଲହଡ଼ା…
ବୃହତ୍ତର ସ୍ବାର୍ଥ ପାଇଁ ମୋଦି-ନବୀନ ଏକାଠି ହେବାକୁ ଚାହୁଁଛନ୍ତି: ପାଣ୍ଡିଆନ
ଭୁବନେଶ୍ୱର,୨୦ା୩(ଅନିଲ ଦାସ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳିସ୍ଥଳେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍ଫେଡ୍ ଏମ୍ଡି
ଭୁବନେଶ୍ୱର,୧୯ା୩(ଅନିଲ ଦାସ): ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି…
୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର
କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ କାର…
କଂଗ୍ରେସ ଛାଡିଲେ ଅଧିରାଜ
ଭୁବନେଶ୍ୱର,୧୯।୩: କଂଗ୍ରେସ ଛାଡିଲେ ଅଧିରାଜ ପାଣିଗ୍ରାହୀ। ଖଡିଆଳରୁ ବିଧାୟକ ଥିଲେ ଅଧିରାଜ। ଦଳ ଛାଡିବା ସହ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ…
ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ
ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି।…
ପ୍ରଶାନ୍ତ କିଶୋରଙ୍କ ମେଣ୍ଟକୁ ନେଇ ବଡ ବୟାନ!
ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଯାହାକୁ ନେଇ ଖାସ୍ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ନିଦ ହଜି ଯାଇଛି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଏଥର…
କାଲି ସରିବ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଅର୍ଥାତ୍ ଆସନ୍ତାକାଲି ଶେଷ ହେବ। ଶେଷ ଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା,…

