ଛାତ୍ରୀଛାତ୍ରଙ୍କ ପାଇଁ ପ୍ରକାଶ ପାଇଲା କୋଶ୍ଚିନ ବ୍ୟାଙ୍କ
ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବା ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା…
ଲକ୍ଷ୍ମୀଡୁଙ୍ଗୁରୀରେ ଟନେଲ ନିର୍ମାଣରେ ବିଳମ୍ବ
ସମ୍ବଲପୁର,୮ା୧୦(ଶୁଭାଶିଷ ପାଢ଼ୀ)୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ସହର ମଧ୍ୟସ୍ଥ ଲକ୍ଷ୍ମୀଡୁଙ୍ଗୁରୀ, ରେମେଡ ଓ ପିସି ବ୍ରିଜ୍ ନିକଟରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହିସବୁ ସ୍ଥାନକୁ ପରିବହନ ବିଭାଗ ପକ୍ଷରୁ ବ୍ଲାକ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଜିଲାସ୍ତରୀୟ…
୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ
ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର…
ଅଳ୍ପ ବର୍ଷାରେ ବଳିପଡୁଛି ୫ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା
କୋରାପୁଟ,୮ା୧୦(ଅମିତାଭ ବେହେରା)କୋରାପୁଟ ସହରଠାରୁ ମାତ୍ର ୭ କି.ମି. ଦୂରରେ ରହିଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ରହିଛନ୍ତି ୫ଖଣ୍ଡ ଗ୍ରାମର ବାସିନ୍ଦା । ରାସ୍ତା ସୁବିଧା ନ ଥିବାରୁ ବଜ଼ାରଘାଟଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ନାହିଁ ନ ଥିବା…
ଦୋଷୀ ଜିଆର୍ଏସ୍ଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ
ବୈପାରିଗୁଡା,୮ା୧୦ (କଳ୍ପତରୁ ମହାନ୍ତି)ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଆବାସ ଯୋଗାଇ ଦେବା ବ୍ୟବସ୍ଥା ରହଛି। ଗ୍ରାମାଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ କେତେକ କର୍ମଚାରୀ କାଗଜପତ୍ରରେ ଚଞ୍ଚକତା କରି ଏ ବାବଦ ଅର୍ଥ ଲୁଟି ନେଉଛନ୍ତି। ଏପରି ଦେଖିବାକୁ…
ଦୁର୍ଗାପୂଜା ପୂର୍ବରୁ ଖାଲଖମା ମରାମତି ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୮।୧୦ (ବନ୍ଦନା ସେଠୀ)ଦୁର୍ଗାପୂଜା ଓ ଭସାଣି କିପରି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେନେଇ ଶନିବାର ବିଏମ୍ସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ପୂଜା ପୂର୍ବରୁ ରାସ୍ତାରେ ଥିବା ଖାଲଖମାଗୁଡିକୁ ଯୁଦ୍ଧକାଳୀନ…
ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟ୍ର ୨୦ ଗବେଷକ
ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି। ଏଥିରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଏହି ଗବେଷକଙ୍କ ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି।…
କୁଳିଆ ବଜାର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ପୁତୁରା ସମେତ ୫ ଗିରଫ
ସାଲେପୁର/ନିଶ୍ଚିନ୍ତକୋଇଲି, 8।୧୦ (ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର)ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାର ପୋଲ ନିକଟରେ ଚା’ ଏବଂ ଜଳଖିଆ ଦୋକାନ କରିଥିବା ଦମ୍ପତିଙ୍କୁ ୪ ତାରିଖ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଫଳରେ ହରେକୃଷ୍ଣ ପୃଷ୍ଟିଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଅନ୍ନପୂର୍ଣ୍ଣା…
ବିଦ୍ୟାଳୟକୁ ରାସ୍ତା ନାହିଁ, ସାହାରା ପାଲଟିଛି ବିଲ ହିଡ଼
ଅସ୍ତରଙ୍ଗ,୮।୧୦(ପ୍ରଦୀପ୍ତ ଦୀକ୍ଷିତ୍)ବିଦ୍ୟାଳୟ ଅଛି ହେଲେ ସେଠାକୁ ରାସ୍ତା ନାହିଁ। ପିଲାମାନେ ଚାଷ ଜମି ହିଡ଼ ଉପର ଦେଇ ଯାତାୟାତ କରୁଛନ୍ତି। ପୁରୀ ଜିଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଅଧୀନ ଶିଶୁଅ ପଞ୍ଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି। ଛେନୁଅଁ ପ୍ରାଥମିକ ବିଦ୍ୟାଳୟ…
ବନ୍ଧ ପୋଖରୀ କିସମ ପାଇଁ ମିଳୁନି ପଟ୍ଟା
ନିରାକାରପୁର,୮।୧୦(ମାନସ ଚନ୍ଦ୍ର ପଟ୍ଟନାୟକ)ବିଦ୍ୟାଳୟ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ, ପୋଷାକ, ସାଇକେଲ, ବହି ଯୋଗାଇଦେବା ସହ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଏବେବି ବହୁ…
ଜୋରସୋରରେ ଚାଲିଛି ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ କାର୍ଯ୍ୟ
କୋଣାର୍କ,୮।୧୦(ଜ୍ୟୋତିରାଜ ମହାନ୍ତି)ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପାଇଁ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣ ଜୋରଦାର ଆଗେଇ ଚାଲିଛି। କୋଣାର୍କ ଏନ୍ଏସି ଓ୍ବାର୍ଡ ନଂ. ୧ ଜୁଣେଇ ମୌଜାରେ ‘ସୂର୍ଯ୍ୟମନ୍ଦିର ନିର୍ମାଣ ଶାଳା କମିଟି’ ପକ୍ଷରୁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ…
ଡବ୍ଲ୍ୟୁଏସ୍ସିରେ ଆରମ୍ଭ ହେବ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେଶନ’ ପାଠ୍ୟକ୍ରମ
ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ତା’ ସାଙ୍ଗକୁ ଏ ସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି। ଏହାକୁ…
Archives


