ବିଜେଡିରେ ଆଶାୟୀ ସଂଖ୍ୟା ବଢ଼ି ଚାଲିଛି
ଜଗତ୍ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନନ୍ଦନ ଦାସ ବିଧାୟକ ଅଛନ୍ତି। ସେ ଏଥର ପୁଣିଥରେ…
ହଟିପାରୁନି ରାଜନୈତିକ ପୋଷ୍ଟର
ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କୁ ଚିଠି ଲେଖିଥିଲେ। ଏହାପରେ…
ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୪: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି।…
ଉତ୍କଳ ଦିବସରେ ମନେ ପଡ଼ନ୍ତି ଓଡ଼ିଆ ବରପୁତ୍ର…
ଭୁବନେଶ୍ୱର,୧ା୪: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିନ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ…
ଭାଷାର ବ୍ୟବହାର କମ୍ ହେଲେ ମାନ କମିବ
ଭୁବନେଶ୍ୱର,୧ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଆଜିକାଲି ଆମ ଦିନ ‘ଗୁଡ୍ ମର୍ନିଂ’ରୁ ଆରମ୍ଭ ହେଉଛି। ‘ସୁପ୍ରଭାତ’ ବା ‘ଶୁଭ ସକାଳ’ର ବ୍ୟବହାର ବହୁତ କମ୍। ସକାଳଠୁ ନେଇ ରାତି ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାଷା ଭିତରେ ହିନ୍ଦୀ, ଇଂଲିଶ ଭାଷାର ବ୍ୟବହାର ଅଧିକ କରୁଛେ।…
ସ୍ବପ୍ନ ଓ ସଂକଳ୍ପର ଅନୁରଣନ: ଉତ୍କଳ ପ୍ରଦେଶ
୧୮୦୩ ବେଳକୁ ବ୍ରିଟିଶ ସାମ୍ରାଜ୍ୟର ଆଧିପତ୍ୟ ଓଡ଼ିଶା ଉପରେ ବିସ୍ତାରଲାଭ କରେ। ଇଂରେଜମାନଙ୍କ ଦ୍ୱୈତ ଶାସନ ନୀତି, ଆର୍ଥନୀତିକ ଶୋଷଣ, ନୂତନ ଜମିଜମା ବନ୍ଦୋବସ୍ତ ସୃଷ୍ଟି କରିଥିଲା ଘୋର ଜନ ଅସନ୍ତୋଷ। ପରିଣତି ସ୍ବରୂପ ଓଡ଼ିଶାର ଜାତୀୟ ଜୀବନରେ ସଂଗଠିତ ଭାବରେ…
ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ
ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ…
ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ
କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ ପରେ…
୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
ପୁରୀ,୧ା୪: ଶ୍ରୀମନ୍ଦିରରେ ସୋମବାର ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ…
ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର, ୩୧।୩(ଅସମାପିକା ସାହୁ)- ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି ହୋଇଛି। ଏ ନେଇ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛ। ଏନ୍ଟିଏ ଦ୍ୱାରା ପରିଚାଳିତ…
ଘନେଇଲା ବିଜେଡି କଳି: ଟିକେଟ୍ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା
ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି।…
ଏହି କାରଣରୁ ଭାଜପାରେ ଯୋଗଦେଲେ ଆକାଶ ଦାସନାୟକ: ନିଜେ କଲେ ଖୁଲାସା
ଭୁବନେଶ୍ୱର,୩୧।୮: କୋରେଇ ବିଧାୟକ ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ରବିବାର ଭାଜପାରେ ସାମିଲ ହୋଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଆକାଶ ଯୋଗ ଦେଇଛନ୍ତି। ଆକାଶଙ୍କ ସମର୍ଥକ ମଧ୍ୟ ଭାଜପାରେ ମିଶିଥିଲେ। ଶନିବାର…

