ଇଭିଏମ୍ରେ ସିଲ୍ ନେତାଙ୍କ ଭାଗ୍ୟ, ୪ ରେ ଫଳାଫଳ
ନୂଆଦିଲ୍ଲୀ,୧।୬: ଶେଷ ହୋଇଛି ସାତ ପର୍ଯ୍ୟାୟ ବ୍ୟାପି ସାଧାରଣ ନିର୍ବାଚନ ୨୦୨୪। ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭୋଟର, ମତଦାନ କର୍ମଚାରୀ, ସୁରକ୍ଷା ବାହିନୀ, ଗଣମାଧ୍ୟମ ଏବଂ ରାଜନୈତିକ ଦଳମାନଙ୍କୁ…
ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଧାୟକ ମୋହନ ମାଝି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ବିଷ୍ଣୁ ପ୍ରସାଦ…
୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବ ତାପମାତ୍ରା, ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ବସ୍ତି
ଭୁବନେଶ୍ୱର,୧ା୬: ଓଡ଼ିଶାର ଅନେକ ଅଞ୍ଚଳରେ ହିଟ୍ଓ୍ବେଭ୍ ଜାରି ରହିଛି। ଏହାକୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ହିଟ୍ଓ୍ବେଭ୍ ବୋଲି କୁହାଯାଉଛି। ପ୍ରଥମ ହିଟ୍ଓ୍ବେଭ୍ କେବଳ ଦୁଇ ଦିନ, ଏପ୍ରିଲ୍ ୫ ଏବଂ ଏପ୍ରିଲ୍ ୬, ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ…
ବୁଥ୍ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ
ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁକ୍ତାଡିହ ବୁଥ ଆଗରେ ଜଣେ ବ୍ୟକ୍ତି…
ବସ୍ଷ୍ଟାଣ୍ଡରେ ଜଳିଗଲା ୪ ବସ୍
ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍ ରହିଥିଲା। ସେଥିରୁ ୪ଟି ବସ୍ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ…
ପୁରୀ ଗୁଣ୍ଡିଚା ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…
ପୁରୀ,୧।୬: ପୁରୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଏପରି ଘଟଣା ଦେଖିବାକୁ ମିଳିଛି। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ…
ସାଲେପୁରରେ ନିର୍ବାଚନୀ ହିଂସା: ଭାଜପା ଏଜେଣ୍ଟଙ୍କୁ ପନିକିରେ ହାଣିଲେ
ଭୁବନେଶ୍ୱର,୧।୬: କେନ୍ଦ୍ରାପଡ଼ା ଲୋକସଭା ଅଧୀନ ସାଲେପୁର ମାଳଶାସନ ୧୮୪ ଏବଂ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ ୩ଜଣ ସମର୍ଥକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେଡି ସମର୍ଥକ ସାମିଲ ଥିବା…
ପ୍ରିଜାଇଡିଂ ଅଫିସର ନିଲମ୍ବିତ
କଟକ,୧ା୬(କାର୍ତ୍ତିକ ସାହୁ): କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ…
ପୁରୀ ବାଣ ବିସ୍ଫୋରଣ: ଏସ୍ସିବିରେ ଆଉ ଜଣେ ଆଖି ବୁଜିଲେ
କଟକ,୧।୬(ଶିଳ୍ପା ପ୍ରିୟଦର୍ଶିନୀ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉଜଣଙ୍କର ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଶଙ୍କର ବେହେରା(୩୮)। ତାଙ୍କୁ ମିଶାଇ ଏସ୍ସିବିରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।…
ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୬): ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଜିଲାର ଗୁରୁ ମାଗୁଣି କୁଅଁରଙ୍କର ଓଡ଼ିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ…
ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍ଓଙ୍କ ଜୀବନ
ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍ରେ କାର୍ଯ୍ୟରତ ବିଏଲ୍ଓ ମନୋରଞ୍ଜନ ସାହୁ(୫୬)ଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ତାଙ୍କ ଘର…
ଧରିତ୍ରୀ ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଅକାଳ ବିୟୋଗ
ସୁନ୍ଦରଗଡ,୧।୬(ଜୟ ନାରାୟଣ ମେଣ୍ଡୁଳି): ଧରିତ୍ରୀର ରାଉରକେଲା ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଶନିବାର ଭୋରରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ଧରିତ୍ରୀ ଅଫିସରେ ଫଟୋ ଖବରଦାତା ଭାବେ କାର୍ଯ୍ୟରତ ଥିଲେ। ଗତ…

