ରାଜ୍ୟ

ବିଧାନସଭାରେ ଭାଜପା ଆଗୁଆ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା। ତେବେ କଣ୍ଟାଭାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଅଛନ୍ତି। ତେବେ ଓଡ଼ିଶା ବିଧାନସଭାରେ ଭାଜପା ୬୦ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୫ ଆସନରେ ଆଗୁଆ ଅଛି। ସେହିପରି କଂଗ୍ରେସ ୯ଟି ଆସନରେ ଆଗୁଆ ଅଛି।

ବରଗଡ଼ ବିଧାନସଭା: ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଚାଲିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ଅଶ୍ବିନୀଙ୍କୁ ୫୫୧୪ ଭୋଟ୍‌ ମିଳିଥିବା ବେଳେ…

ବିଧାନସଭାରେ ଆଗୁଆ ଚାଲିଛି ଭାଜପା

ଭୁବନେଶ୍ୱର,୪ା୬: ରାଜ୍ୟରେ ମଙ୍ଗଳବାର ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ ଓଡ଼ିଶା ବିଧାନସଭାର ୧୪ଟି ଆସନରେ ଭାଜପା ଆଗୁଆ ଥିବା ବେଳେ ବିଜେଡି ୯ଟି ଆସନରେ ଆଗୁଆ ରହିଛି।

ବାଙ୍କୀରେ ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଟକର ବାଙ୍କୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ବାଙ୍କୀ ବିଜେଡିକୁ ୪୦୭୧, ଭାଜପା ୩୫୫୨, କଂଗ୍ରେସ ୨୯୨୭ ଭୋଟ ମିଳିଛି। ପ୍ରଥମ ରାଉଣ୍ଡରେ ବିଜେଡି…

କଳାହାଣ୍ଡିରେ ମାଳବିକା ଆଗୁଆ

ଭବାନୀପାଟଣା,୪ା୬(ଉତ୍ତମ କୁମାର ଦାଶ): ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ କଳାହାଣ୍ଡିରେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ବାଲଟ ଗଣତିରେ କଳାହାଣ୍ଡି ଏମ୍‌ପି ପ୍ରାର୍ଥିନୀ ମାଳବିକା କେଶରୀ ଦେଓ ଆଗୁଆ…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଲୋକ ସଭାରେ ଏନ୍‌ଡିଏ ଆଗରେ ରଚିଥିବାବେଳେ ଇଣ୍ଡିଆ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ବିଧାନସଭାରେ ବିଜେଡି ଗୋଟିଏ ଆସନରେ ଆଗୁଆ ଥିବା ନିର୍ବାଚନ…

ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ, ଜଗନ୍ନାଥ ପ୍ରଧାନ ଆଗୁଆ

ଭୁବନେଶ୍ୱର,୪।୬: ସକାଳ ୮ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ ପୁରୀ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଆଗୁଆ ଅଛନ୍ତି। ଏହି ଆସନ ନିମନ୍ତେ ବିଜେଡି ତରଫରୁ ସୁନୀଲ ମହାନ୍ତି ଓ କଂଗ୍ରେସ ତରଫରୁ ଉମା ବଲ୍ଲଭ ରଥ ମଇଦାନରେ…

ପୋଷ୍ଟାଲ ବାଲଟ ଗଣତିରେ ଧର୍ମେନ୍ଦ୍ର ଆଗୁଆ

ସମ୍ବଲପୁର,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଛି। ତେବେ ଗତ ଲୋକ ସଭା ନିର୍ବାଚନରେ ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଛି। ବାଲାଟ…

ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ

ପୁରୀ,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଥିବାବେଳେ ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ଲୋକ ସଭାରେ ରାଜ୍ୟରେ ଭାଜପା ୪ ଏବଂ ବିଜେଡି ୪…

ବରଗଡ଼ରେ ଭୋଟ୍‌ ଗଣତି ଆରମ୍ଭ: ଏତିକି ରାଉଣ୍ଡରେ ସରିବ ଗଣତି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଆରମ୍ଭ ହୋଇଛି। ଏହି କ୍ରମରେ ବରଗଡ଼ ଜିଲାରେ ସଂସଦୀୟ କ୍ଷେତ୍ର ଅଧୀନ ୫ ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆରମ୍ଭ ହୋଇଛି। ବରଗଡ଼ ପଞ୍ଚାୟତ କଲେଜ ପରିସରରେ…

ଆରମ୍ଭ ହେଲା ଭୋଟ ଗଣନା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ…

ଫଳାଫଳ ପୂର୍ବରୁ ଶଙ୍ଖ ଭବନରେ ପୂଜାର୍ଚ୍ଚନା

ଭୁବନେଶ୍ୱର,୪।୬:ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?