ରାଜ୍ୟ

ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ

ଭୁବନେଶ୍ୱର,୧୦ା୬: ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍‌ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ। ଏହି ସସ୍‌ପେନ୍ସ ସରୁ ନ…

ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୧୦ା୬(ସୁବାସଚନ୍ଦ୍ର ପ୍ରଧାନ): ସୋମବାର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ରବିବାର ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ପାର୍ବତୀଙ୍କ ମଙ୍ଗଳକୃତ୍ୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଦୈନିକ ନୀତି ସନ୍ଧ୍ୟାଧୂପରେ ଅଷ୍ଟଚଣ୍ଡୀ ଏବଂ ଅଷ୍ଟଶମ୍ଭୁଙ୍କୁ ଭୋଗ କରାଯାଇଥଲା। ୧୬ଟି ଖେଚୁଡ଼ି ହାଣ୍ଡିକୁ ପୂଜା କରାଯାଇଥିଲା।…

ମେଡିକାଲରୁ ଚୋରି ନବଜାତ ଉଦ୍ଧାର

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଉଦ୍ଧାର ହୋଇଛି। ଜଳେଶ୍ୱର ଅଞ୍ଚଳରୁ ନବଜାତ ପୁତ୍ରକୁ ପୋଲିସ ଉଦ୍ଧାର କରିଛି। ନବଜାତକୁ ଚୋରି କରିଥିବା ମହିଳାଙ୍କ ସମେତ ଆଶା କର୍ମୀ ଅଟକ ରହିଛନ୍ତି। ସୂଚନା ଅନୁଯାୟୀ, ବାଲିଆପାଳ…

ଆଉ ୪ଦିନ ଗୁଳୁଗୁଳି

ଭୁବନେଶ୍ୱର,୧୦।୬(ଅସମାପିକା ସାହୁ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଛି। ହେଲେ ରାଜ୍ୟରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ରବିବାର ନୂଆପଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ୪୧.୫, ବୌଦ୍ଧ…

ଆଶଙ୍କାରେ ଲେକ୍‌ ନ୍ୟୁଟ୍ରାଲ୍‌

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍‌ ନଂ. ୧୦ରେ ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍‌ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ ୨ବର୍ଷର…

ଆରମ୍ଭ ହୋଇପାରିଲାନି ଏକାଧିକ ପ୍ରକଳ୍ପ

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘୧୦୦ ସ୍ମାର୍ଟିସିଟି ମିଶନ୍‌’ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାର ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ…

କିଏ ହେବେ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ: ତର୍ଜମା କରିବେ ଏହି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୯।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି କୁହାଯାଉଛି। ଏସବୁ ଭିତରେ କେନ୍ଦ୍ର…

‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’

ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ…

ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଓଡ଼ିଶାର ୩ ଏମ୍‌ପି: ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ,୯।୬: ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆଗକୁ୍‌ କ’ଣ କରିବେ ପାଣ୍ଡିଆନ୍‌ ? ଖୋଲାଖୋଲି କହିଦେଲେ ନିଜ ମନର କଥା

ଭୁବନେଶ୍ୱର,୯।୬: ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି କାତ୍ତିକ। ରାଜନୀତି ଛାଡି ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କହିଥିବା କଥା ଶେଷରେ…

କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍‌: ନିଜେ କଲେ ଖୁଲାସା

ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ…

ଭୁବନେଶ୍ୱରରେ ରୋଡ ଶୋ’ କରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦି

ଭୁବନେଶ୍ୱର,୯ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଯୋଗ ଦେବା ପୂର୍ବରୁ ସେ ୧୨ ତାରିଖ ବୁଧବାର ସଂଧ୍ୟାରେ ଜୟଦେବ ବିହାର ଠାରୁ ଆରମ୍ଭ କରି ଶପଥ ଗ୍ରହଣ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?