୫ ବର୍ଷ ପରେ କ୍ୟାବିନେଟ୍କୁ ଫେରିଲେ ଜୁଏଲ
ଭୁବନେଶ୍ୱର, ୧୧।୬(ସୁନିତ୍ ମିଶ୍ର):କେନ୍ଦ୍ରରେ ଗଠନ ହୋଇଥିବା ନୂଆ ଏନ୍ଡିଏ ସରକାରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ…
ଆଗକୁ ବଢ଼ୁନି ମୌସୁମୀ, ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ମୌସୁମୀ ପ୍ରବେଶ ସତ୍ତ୍ୱେ ରାଜ୍ୟରେ ବର୍ଷା ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି। ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ…
ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୧୨ ତାରିଖରେ ଆବେଦନ ଶେଷ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର…
କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି ହୋଇଯିବ ସ୍ପଷ୍ଟ
ଭୁବନେଶ୍ୱର,୧୧ା୬(ସୁନିତ୍ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ହାଇକୋର୍ଟ
କଟକ,୧୦ା୬(କାର୍ତ୍ତିକ ସାହୁ): ବେଆଇନ ଭାବେ ଗାଡ଼ିରେ ନାଲିବତୀ ବ୍ୟବହାରକୁ ବିରୋଧ କରି ରୁଜୁ ଜନହିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ମୁଖ୍ୟ…
କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ମହମ୍ମଦ ଆକବର
ଭୁବନେଶ୍ୱର,୧୦।୬: କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ତଥା ବଲାଙ୍ଗୀରର ଯୁବନେତା ମହମ୍ମଦ ଆକବର ଖାନ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି। ମିଡିଆରେ ବିବୃତ୍ତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ…
ଶପଥ ଗ୍ରହଣ ସମାରୋହରେ ଅଧାଦିନ କାମ କରିବେ ସରକାରୀ କର୍ମଚାରୀ
ଭୁବନେଶ୍ୱର,୧୦।୬: ବୁଧବାର ଅପରାହ୍ନ ୪ଟା ୪୫ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପୂର୍ବରୁ ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ବଦଳାଇ ଜୁନ ୧୨ ତାରିଖକୁ ଅର୍ଥାତ୍ ବୁଧବାର ଦିନ…
ହୋଇଗଲା ଫାଇନାଲ! ଏହି ହେବେ ବିରୋଧୀ ଦଳ ନେତା
ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି।…
ବିଧାୟକ ସାରଦାଙ୍କ ନାମରେ ନିର୍ବାଚନ ଅନିୟମିତତା ମାମଲା
କଟକ,୧୦ା୬ (କାର୍ତ୍ତିକ ସାହୁ) ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ନିର୍ବାଚନୀ ଅନିୟମିତତା ପିଟିସନ୍। ପରାଜିତ ଏନ୍ସିପି ପ୍ରାର୍ଥୀ ରାଜ କୁମାର ଯାଦବ ଏହି ପିଟିସନ୍ ଦାୟର କରିଛନ୍ତି। ବିଧାୟକ ନାୟକ ପ୍ରାର୍ଥିପତ୍ର ଦାଖଲ ବେଳେ…
ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର: ସ୍ଥିତି ସମୀକ୍ଷା କଲେ ପ୍ରଶାସନ
ପୁରୀ,୭ା୬: ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର…
ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଓଡ଼ିଶାର ୩ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସୂଚନା ଓ ପ୍ରସାରଣ ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି।…
୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର,୧୦।୬: ଭାଜପାର ଡବଲ ଇଞ୍ଜିନ୍ ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଦୀପ ଜାଳିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଅପିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜନଶକ୍ତି ଜାଗ୍ରତ ହୋଇଛି। ଅତ୍ୟାଚାରୀ ସରକାରର ଅନ୍ତ ହୋଇଛି। ଆସନ୍ତାକାଲି ୪.୩୦ରେ ବିଧାୟକ ଦଳ…

